Gouranga Sethi Murder Case:ବହୁ ଚର୍ଚ୍ଚିତ ଆଳି ଅପହରଣ ଓ ହତ୍ୟା ମାମଲାରେ ୮ ଅଭିଯୁକ୍ତ ଗିରଫ
କେନ୍ଦ୍ରାପଡ଼ା:ବହୁ ଚର୍ଚ୍ଚିତ ଆଳି ମହାଦେଇପାଟଣା ଗାଁର ଗୌରାଙ୍ଗ ସେଠୀଙ୍କ ଅପହରଣ ଓ ହତ୍ୟା ମାମଲାରେ ଗିରଫ ସଂଖ୍ୟା ୮କୁ ବଢିଲା । ଗତ ଜୁନ ୩ ତାରିଖରେ ପ୍ରତାପ ମହାକୁଡ଼ ନାମକ ଜଣେ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ସୋମବାର ଅନ୍ୟ ୭ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଅଭିଯୁକ୍ତମାନେ ହେଲେ…