Latest Odisha News

BREAKING NEWS

ଭୁବନେଶ୍ୱରର ଏକ ଆପାର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ବର: ରାଜଧାନୀର ଏକ ଆପାର୍ଟମେଣ୍ଟରେ ଲାଗିଛି ଭୟଙ୍କର ଅଗ୍ନିକାଣ୍ଡ। ଭୁବନେଶ୍ୱର ପଟିଆ ଛକ ନିକଟ ଏକ ଆପାର୍ଟମେଣ୍ଟରେ ସକାଳୁ ସକାଳୁ ଲାଗିଛି ନିଆଁ। ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଥିବା ବେଳେ ଏଥିରେ କେହି ଆହତ ହୋଇନଥିବା ଜଣାପଡ଼ିଛି। ଘଟଣା ସମ୍ପର୍କରେ ଅଗ୍ନିଶମ ବାହିନୀ ଖବର…

ବାଲେଶ୍ୱରରେ ୪ ଘଣ୍ଟା ପାଇଁ କର୍ଫ୍ୟୁ କୋହଳ, କେବଳ ଲ୍ୟାଣ୍ଡଲାଇନ୍‌ ଫୋନ୍‌ରେ ମିଳିବ ଇଣ୍ଟରନେଟ୍‌ ସେବା

ବାଲେଶ୍ୱର: ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟଣାକୁ ନେଇ ଅନିର୍ଦ୍ଧିଷ୍ଟକାଳ ପାଇଁ ଜାରି ରହିଥିବା କର୍ଫ୍ୟୁ ଆଜି ସାମାନ୍ୟ କୋହଳ ହୋଇଛି। କର୍ଫ୍ୟୁକୁ ଆଜି ୪ ଘଣ୍ଟା ପାଇଁ କୋହଳ କରାଯିବ ବୋଲି ଜିଲ୍ଲାପାଳ ଆଶିଷ ଠାକରେ କହିଛନ୍ତି। ସକାଳ ୭ଟାରୁ ଦିନ ୧୧ଟା ପର୍ପ୍ୟନ୍ତ କୋହଳ…

ନିଟ୍ ବିବାଦ ଭିତରେ ୟୁଜିସି-ନେଟ୍ ପରୀକ୍ଷା ବାତିଲ, ସିବିଆଇ ତଦନ୍ତ ନିର୍ଦ୍ଦେଶ

ନୂଆଦିଲ୍ଲୀ: ନିଟ୍ ପରୀକ୍ଷାରେ ଅନିୟମିତତା ହୋଇଥିବା ନେଇ କେନ୍ଦ୍ର ସରକାର ଅଡୁଆରେ ପଡିଥିବା ବେଳେ ଏବେ ୟୁଜିସି ନେଟ୍ ପରୀକ୍ଷାରେ ଅନିୟମିତତା ଅଭିଯୋଗ ଆସିଛି। ଏହାପରେ ଶିକ୍ଷା ମନ୍ତ୍ରଣାଳୟ ପରୀକ୍ଷା ବାତିଲ କରିବା ସହ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛି। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି…

ଓଡ଼ିଶାରେ ପରାଜୟର କାରଣ ଖୋଜିବାକୁ ୨ ଜଣିଆ ତଥ୍ୟ ଅନୁସନ୍ଧାନକାରୀ ଟିମ୍ ଗଠନ କଲା ଏଆଇସିସି

ଭୁବନେଶ୍ୱର: ୯ରୁ ୯୦ ନାରା ଦେଇଥିବା କଂଗ୍ରେସ ଚଳିତଥର ୧୪ଟି ବିଧାନସଭା ଆସନରେ ବିଜୟୀ ହୋଇଛି। ଶାସକ ଦଳ ବିଜେଡି ବିରୋଧରେ ଗୋଟିଏ ବଡ ଜନମତ ରହିଥିଲା। ଯାହାର ଫାଇଦା ବିଜେପି ନେଇପାରିଲା କିନ୍ତୁ କଂଗ୍ରେସ କାହିଁକି ନେଇପାରିଲାନି ତାକୁ ନେଇ ତର୍ଜମା କରିବ କଂଗ୍ରେସ। ଏଥିପାଇଁ କଂଗ୍ରେସ…

ବିଜେଡିର ବିଜେପି ସହ ଭିତିରିଆ ସମ୍ପର୍କ, ଆମେ ହେବୁ ମୁଖ୍ୟ ବିରୋଧୀ: କଂଗ୍ରେସ

ଭୁବନେଶ୍ୱର: ନିର୍ବାଚନ ଫଳାଫଳ ପରେ ଆଜି କଂଗ୍ରେସ ଦଳର ବିଧାୟକଙ୍କୁ ନେଇ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା। ଦଳ ବିଧାନସଭାରେ କିଭଳି ଆଭିମୁଖ୍ୟ ରଖିବ ସେ ଦିଗରେ ଆଲୋଚନା ହୋଇଥିଲା। ହୋଟେଲ ଅଶୋକରେ ଆୟୋଜିତ ହୋଇଥିବା ଏହି ବୈଠକରେ ଦଳ କହିଛି, ବିଜେଡିର…

ବାୟୁ ପ୍ରଦୂଷଣ ଯୋଗୁଁ ଭାରତରେ ପ୍ରତି ଘଣ୍ଟାରେ ୨୪୦ ଜଣଙ୍କ ମୃତ୍ୟୁ: ରିପୋର୍ଟ

ନୂଆଦିଲ୍ଲୀ: ବାୟୁ ପ୍ରଦୂଷଣ ଯୋଗୁଁ ଭାରତରେ ପ୍ରତି ଘଣ୍ଟାରେ ହାରାହାରି ୨୪୦ ଜଣଙ୍କ ମୃତ୍ୟୁ ହେଉଛି। ୟୁନିସେଫ୍-ଏଚ୍ଇଆଇର ନିକଟରେ ପ୍ରକାଶିତ ଏକ ରିପୋର୍ଟରେ ଏହି ଦାବି କରାଯାଇଛି। ୨୦୧୯ ତୁଳନାରେ ଏହି ସଂଖ୍ୟା ବୃଦ୍ଧି ପାଇଛି। ୨୦୧୯ ସୁଦ୍ଧା ଭାରତରେ ବାୟୁ ପ୍ରଦୂଷଣ ଯୋଗୁଁ ପ୍ରତି ଘଣ୍ଟାରେ…

ଟି୨୦ ବିଶ୍ୱକପ ସୁପର ଏଇଟ: ଆଫଗାନିସ୍ତାନ ସ୍ପିନର ବନାମ ଭାରତୀୟ ବ୍ୟାଟ୍ସମ୍ୟାନ

କିଙ୍ଗଷ୍ଟନ ଓଭାଲ: ଚଳିତ ଟି୨୦ ବିଶ୍ୱକପ କ୍ରିକେଟରେ ଭାରତ ଗୁରୁବାର ଆଫଗାନିସ୍ତାନ ବିପକ୍ଷରେ ସୁପର ଏଇଟ ଅଭିଯାନ ଆରମ୍ଭ କରିବ । ଏଠାକାର ପିଚ ଅବଶ୍ୟ ଆମେରିକା ଭଳି ବ୍ୟାଟ୍ସମ୍ୟାନଙ୍କୁ ଏତେଟା ଅସୁବିଧାରେ ପକାଇବ ନାହିଁ । ଆଫଗାନିସ୍ତାନର ସ୍ପିନରଙ୍କୁ ଉଚିତ ମୁକାବିଲା କରିବା ପାଇଁ ଭାରତୀୟ…

ଡିଲ ବେଳେ ମାଡି ବସିଲା ବନ ବିଭାଗ, ଗୋଟେ ବାଘ ଛାଲ ଜବତ ସହ ୨ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବନବିଭାଗକୁ ବଡ ସଫଳତା l ବାଘ ଛାଲ ବିକ୍ରି ପାଇଁ ଡିଲ୍ ଚାଲିଥିବା ବେଳେ ମାଡି ବସିଲା ବନବିଭାଗ । ଗୋଟେ ବାଘ ଛାଲ ସହ ୨ ବ୍ୟବସାୟୀଙ୍କୁ ଗିରଫ କରିଛି ବନବିଭାଗ । ଗିରଫ ୨ଜଣ ହେଲେ ଛେଣ୍ଡିପଦା ଥାନା ହାଣ୍ତିଗୋଡା ଗାଁର ଟିକନ୍ ଗୋଛୟତ ଓ ଧଉରାଖମଣ ଗାଁର…

ବିମାନରେ କାମ କଲାନି ଏସି, ପ୍ରବଳ ଗରମରେ ଆଉଟୁପାଉଟୁ ହେଲେ ଯାତ୍ରୀ

ନୂଆଦିଲ୍ଲୀ: ବିମାନରେ କାମ କଲାନି ନାହିଁ ଏସି। ଫଳରେ ଝାଳରେ ବେହାଲ ହେଲେ ଲୋକେ। ଗରମରୁ ରକ୍ଷା ପାଇବା ପାଇଁ ହାତରେ ଯାହା ପାଇଲେ ତା’କୁ ଧରି ବିଞ୍ଚି ହେଲେ ଲୋକେ । ଦିଲ୍ଲୀରୁ ଦରଭଙ୍ଗା ଯାଉଥିବା ସ୍ପାଇସ୍‌ଜେଟ୍‌ ବିମାନରେ ଘଟିଛି ଏଭଳି ଘଟଣା । ଏଭଳି ଅବ୍ୟବସ୍ଥାର ଭିଡିଓ ଅନେକ ଯାତ୍ରୀ…

୨୫୦୦ ବର୍ଷ ତଳେ ଭୂମିକମ୍ପ ବଦଳାଇ ଦେଇଥିଲା ଗଙ୍ଗା ନଦୀର ଗତି ପଥ

ନ୍ୟୁୟର୍କ: ନୂତନ ଗବେଷଣାରୁ ଜଣାପଡିଛି ଯେ, ୨୫୦୦ ବର୍ଷ ତଳେ ବଡ ଧରଣର ଭୂମିକମ୍ପ ଯୋଗୁ ଗଙ୍ଗା ନଦୀର ଗତିପଥ ବଦଳି ଯାଇଥିଲା । ନେଚର କମ୍ୟୁନିକେଶନ ପତ୍ରିକାରେ ଏ ସମ୍ପର୍କରେ ଏକ ଗବେଷକ ଭିତିକ ଲେଖା ପ୍ରକାଶ ପାଇଛି । ସେ ସମୟରେ ଭୂକମ୍ପର ତୀବ୍ରତା ୭.୫ କିମ୍ବା ୮ ଥିବ ବୋଲି ଅନୁମାନ…