Latest Odisha News

BREAKING NEWS

ଡାକ୍ତରୀ ପାଠ ପଢିପାରିବେନି ଝିଅ: ବ୍ୟାନ କଲେ ସରକାର

ନୂଆଦିଲ୍ଲୀ: ଏଣିକି ଆଉ ଡାକ୍ତରୀ ପାଠ ପଢିପାରିବେନି ଦେଶର ଝିଅମାନେ । ଡାକ୍ତରୀ ପାଠ ଝିଅମାନଙ୍କ ପାଇଁ ବ୍ୟାନ କରିଛନ୍ତି ସରକାର । ଏପରି କିଛି ହଟକେ ନିୟକ ଆଣି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ତାଲିବାନ୍ ସରକାର । ଯେଉଁଥିରେ ଝିଅମାନେ କିମ୍ବା ମହିଳାମାନେ ଡାକ୍ତରୀପାଠ ପଢିପାରିବେ ନାହିଁ…

ମାଇକ୍ରୋୱେଭ୍‌ରେ ଖାଦ୍ୟ ଗରମ କରିବା କେତେ ସୁରକ୍ଷିତ? ଜାଣନ୍ତୁ ସବିଶେଷ ତଥ୍ୟ

କ୍ରମାଗତ ଭାବରେ ବଦଳୁଥିବା ଟେକ୍ନୋଲୋଜି ସହିତ ଘରର ରୋଷେଇ ଘର ମଧ୍ୟ ହାଇ-ଟେକ୍ ହୋଇପାରିଛି। ଆଜିକାଲି ଖାଦ୍ୟ ଗରମ ଏବଂ ରାନ୍ଧିବା ପାଇଁ ମାଇକ୍ରୋୱେଭ୍ ବହୁଳ ଭାବରେ ବ୍ୟବହୃତ ହେଇଛି। ଅଫିସ୍, ରେଷ୍ଟୁରାଣ୍ଟ, ହୋଟେଲ କିମ୍ବା ଘର ରୋଷେଇ ହେଉ, ଖାଦ୍ୟ ଗରମ କରିବା ପାଇଁ ମାଇକ୍ରୋୱେଭ୍ ସବୁ…

ଆଖି ବୁଜିଲା କଲରାପତରିଆ ବାଘୁଣୀ ‘ରାଣୀ’

ଭୁବନେଶ୍ବର: ସମ୍ବଲପୁର ଚିଡିଆଖାନାରେ ଆଖି ବୁଜିଲା କଲରାପତରିଆ ବାଘୁଣୀ 'ରାଣୀ' । ବାଘୁଣୀ ଗର୍ଭାଶୟ ସଂକ୍ରମଣରେ ପୀଡିତ ଥିଲା । ଗତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ରାଣୀର ମୃତ୍ୟୁ ଘଟିଥିବା ସୂଚନା ରହିଛି । ତେବେ ଗତକାଲି ସନ୍ଧ୍ୟାରେ ପ୍ରଥମେ ବାଘୁଣୀର ବାନ୍ତି ହୋଇଥିଲା ଏହା ପରେ…

ଅତ୍ୟଧିକ ପ୍ରକ୍ରିୟାକୃତ ଖାଦ୍ୟ ସେବନ ନୀରବ ଘାତକ, ଶୀଘ୍ର ଆସେ ବାର୍ଦ୍ଧକ୍ୟ

ବଜାରରେ ବିକ୍ରି ହେଉଥିବା ପ୍ରକ୍ରିୟାକୃତ ପ୍ୟାକେଟ୍‌ ଖାଦ୍ୟର ଗୁଣବତ୍ତା ବିଷୟରେ କେବେ ଚିନ୍ତା କରିଛନ୍ତି କି? ଖାଉଟିମାନେ ଅଧିକ ଟଙ୍କା ଦେଇ ପ୍ରକ୍ରିୟାକୃତ ଖାଦ୍ୟ ନାମରେ ନିମ୍ନମାନର ଖାଦ୍ୟ କ୍ରୟ କରୁଛନ୍ତି। ଖାଉଟିମାନେ ଚକଚକିଆ ପ୍ୟାକେଟ୍‌ରେ ପ୍ରକ୍ରିୟାକୃତ ଖାଦ୍ୟ ନାମରେ ବିଷ କ୍ରୟ…

କୁନି ହାତରେ ବାପାଙ୍କ ପାଇଁ ଲେଖିଲା ହୃଦୟସ୍ପର୍ଶୀ ଚିଠି: ଭାବବିହ୍ବଳ ଅଲ୍ଲୁ ଅର୍ଜୁନ୍

ମୁମ୍ବାଇ: ଏବେ ସିନେମା ହଲରେ ରାଜ୍ କରୁଛି ‘ପୁଷ୍ପା-୨ ଦ ରୁଲ’ । ଫାଷ୍ଟ ଡେ ଫାଷ୍ଟ ଶୋରେ ଦର୍ଶକଙ୍କ ଭରପୂର ଭଲପାଇବା ପାଇବା ପରେ ଏବେ ରେକର୍ଡ ବଷ୍ଟର ଲକ୍ଷ୍ୟରେ ଆଗେଇ ଚାଲିଛି ପୁଷ୍ପା ୨ । ଏହାରି ଭିତରେ ଏବେ ଅଲ୍ଲୁଙ୍କ ଏକ ଭାବବିହ୍ବଳ ପୋଷ୍ଟ ଭାଇରାଲ ହେବାରେ ଲାଗିଛି । ଯାହାକି ଗୋଟିଏ…

ମହାରାଷ୍ଟ୍ର ରାଜନୀତିରେ ଅଜିତଙ୍କ ପାଓ୍ବାର ପ୍ଲେ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ସେଇ ଚେହେରା, ନୂଆ ଚେୟାର । ସିନ୍ଦେ, ଫଡନାବିସଙ୍କ ଚଉକି ଅଦଳବଦଳ ହେଲା ତ ଉପମୁଖ୍ୟମନ୍ତ୍ରୀ ପଦରେ ପୁଣି ବସିବେ ଅଜିତ ପାଓ୍ବାର । ହେଲେ ଏକନାଥ ସିନ୍ଦେଙ୍କଠାରୁ ଭଲ ମେଣ୍ଟ ଗଣିତ କଷି ବିଜେପିର ଅଧିକ ଭରସାଯୋଗ୍ୟ ସହଯୋଗୀ ପାଲଟିଛନ୍ତି ଅଜିତ ପାଓ୍ବାର ।…

କାହିଁକି ଦିଲ୍ଲୀରେ ଏକା ଲଢିବ ଆପ୍ ?

ନୂଆଦିଲ୍ଲୀ: ଦିଲ୍ଲୀରେ ହରିୟାଣା ଇଫେକ୍ଟ, ଏକା ଲଢିବ ଆପ୍ । ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ ଆପ୍ ଦିଲ୍ଲୀ ନିର୍ବାଚନ ପାଇଁ କାହା ସହ ମେଣ୍ଟ କରିବ ନାହିଁ ବୋଲି କହିଛନ୍ତି । କଂଗ୍ରେସ ବି ସମାନ ସ୍ବରରେ ମେଣ୍ଟ ନହେବା ନେଇ କହିବା ସହ ଦଳ ସମସ୍ତ ୭୦ସିଟରେ ଏକା ଲଢିବ ବୋଲି…

ଶୁଦ୍ଧିକରଣ ହେଲା କାଳ, ବେଙ୍ଗ ବିଷ ପିଇ ଅଭିନେତ୍ରୀ ମୃତ

ମେସ୍କିକୋ: ଶୁଦ୍ଧିକରଣ ହେଲା କାଳ। ଶରୀର ପବିତ୍ର କରିବାକୁ ଆସିଥିଲେ କିନ୍ତୁ ଚାଲିଗଲା ଜୀବନ। ଜଣେ ମେକ୍ସିକାନ୍ ଅଭିନେତ୍ରୀଙ୍କ ସହ ଘଟିଛି ଏଭଳି କିଛି ଘଟଣା। ମେକ୍ସିକୋର ଜଣାଶୁଣା ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ୩୩ ବର୍ଷୀୟ ମାର୍ସେଲା ଅଲ୍କାଜାର୍ ରୋଡ୍ରିଗୁଏଜ୍। ସେ ପାରମ୍ପାରିକ…

ଅଭିଯୁକ୍ତର ବଡ଼ ଖୁଲାସା: ସଲମାନଙ୍କ ଆକ୍ରମଣରେ ବିଫଳ ପରେ ବଦଳିଗଲା ଯୋଜନା

ମୁମ୍ଵାଇ: କିଛି ମାସ ପୂର୍ବେ ଏନସିପି ନେତା ତଥା ସଲମାନ ଖାନଙ୍କ ନିକଟତର ବନ୍ଧୁ ବାବା ସିଦ୍ଦିକିଙ୍କୁ ହତ୍ୟା କରାଯାଇଥିଲା। ଏବେ ବାବା ସିଦ୍ଦିକି ହତ୍ୟା ମାମଲାରେ ପ୍ରକାଶ ପାଇଛି ଯେ ତାଙ୍କ ପୂର୍ବରୁ ସଲମାନ ଖାନଙ୍କୁ ହତ୍ୟା କରିବାର ଯୋଜନା ଥିଲା। ଏହି ବଡ ଖବର ଆସିବା ପରେ ବର୍ତ୍ତମାନ…

ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍‌ ଦଣ୍ଡାଦେଶ

ଫୁଲବାଣୀ: ୨୦୨୪ ମାର୍ଚ୍ଚ ୧୧ ତାରିଖରେ ନାବାଳିକାଙ୍କୁ ଦୁଷ୍କର୍ମ ଘଟଣାର ଆସିଲା ରାୟ । ଦୁଷ୍କର୍ମକାରୀ ଧନେଶ୍ୱର କହଁରକୁ ୨୦ ବର୍ଷ ଜେଲ୍‌ ଦଣ୍ଡ ଶୁଣାଇଲେ ଫୁଲବାଣୀର ପୋକ୍ସୋ କୋର୍ଟ । ଏହା ସହ ୧ ଲକ୍ଷ ପାଞ୍ଚ ହଜାର ଟଙ୍କା ଜରିମାନା ହୋଇଛି । ଜରିମାନା ଅନାଦେୟ ହେଲେ ଅଧିକ ୧୪ ମାସ ଜେଲ୍‌…