ଡ୍ରାଇଭିଂ ନଜାଣି କାରରେ ବସି ରିଲ୍ସ କରୁଥିଲେ, ଚାଲିଗଲା ଯୁବତୀଙ୍କ ଜୀବନ
ମୁମ୍ବାଇ: ମହାରାଷ୍ଟ୍ରର ଏକ ଘାଟିରେ ଗାଡ଼ିଟି ଓଲଟି ପଡ଼ିଥିବା ବେଳେ ଭୁଲବଶତଃ କାରର ଆକ୍ସିଲେଟରକୁ ଚାପି ଦେବାରୁ ଜଣେ ୨୩ ବର୍ଷୀୟା ମହିଳାଙ୍କ ମୃତ୍ୟୁ ଘଟିଛି। ସୋମବାର ଅପରାହ୍ନରେ ଛତ୍ରପତି ସମ୍ଭାଜୀନଗରରେ ଏହି ଘଟଣା ଘଟିଛି, ଯେତେବେଳେ ମୃତକଙ୍କ ସାଙ୍ଗ ଗାଡି ପଛରେ ତାଙ୍କର ଏକ ରିଲ୍…