ଜଙ୍ଗଲରୁ ଛୁଆ ଦନ୍ତାର ମୃତଦେହ ଠାବ, ମତ୍ୟୁର କାରଣ ଆସ୍ପଷ୍ଟ
କଟକ: ଗତକାଲି ବଡ଼ମ୍ବା ରେଞ୍ଜରେ ତିନିଟି ହାତୀ ଏକ ନାଳରେ ଫସି ଯାଇଥିବା ଖବର ସାମ୍ନାକୁ ଆସିଥିଲା। ଆଉ ଆଜି କଟକ ଜିଲ୍ଲା ଆଠଗଡ଼ ବନାଞ୍ଚଳ ଜେନାପଦା ବିଟ୍ ଅନ୍ତର୍ଗତ ସୋରିଶପାଳ ସଂରକ୍ଷିତ ଜଙ୍ଗଲ ନିକଟରେ ଏକ ଦନ୍ତାହାତୀର ମୃତଦେହ ଠାବ କରାଯାଇଛି। ହାତୀଟିର ବୟସ ୫ରୁ ୬ ବର୍ଷ ଥିବା…