ଜୁନୈଦ ଖାନ୍ ଓ ଖୁସି କପୁରଙ୍କ ଡେବ୍ୟୁ ଫିଲ୍ମର ଟାଇଟଲ ଆଉଟ୍
ମୁମ୍ବାଇ: ଫେଣ୍ଟମ୍ ଷ୍ଟୁଡିଓ ଏବଂ ଏଜିଏସ୍ ଏଣ୍ଟରଟେନମେଣ୍ଟ ଆମୀର ଖାନଙ୍କ ପୁଅ ଜୁନୈଦ ଖାନ ଏବଂ ଶ୍ରୀଦେବୀଙ୍କ ଝିଅ ଖୁସି କପୁରଙ୍କ ଡେବ୍ୟୁ ଫିଲ୍ମର ଟାଇଟଲ ଘୋଷଣା କରିଛନ୍ତି । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଅଦ୍ୟୁତ ଚନ୍ଦନ ଏବଂ ଏହାର ନାମ 'ଲଭୟାପା' । ଏହି ଆଗାମୀ…