Latest Odisha News

BREAKING NEWS

ଘାଟିରେ ପାହାଡ଼କୁ ପିଟିଲା ବସ୍‌; ୧୫ ଆହତ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ଥାନା ତାମଡ଼ା ନିକଟରେ ବସ୍ ଦୁର୍ଘଟଣା। ଘାଟିରେ ପାହାଡ଼କୁ ପିଟିଲା ରାଜ୍ୟ ସରକାର ବସ୍‌। ଏହି ଦୁର୍ଘଟଣାରେ ୧୫ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୫ ଜଣ ଗୁରୁତର ଅଛନ୍ତି। ସମସ୍ତଙ୍କୁ ରାଉରକେଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।…

ଗୃହମନ୍ତ୍ରୀଙ୍କ କଡ଼ା ପଦକ୍ଷେପ ପରେ ଆକ୍ସନ ମୋଡରେ ସେନା, ଜଣେ ଆତଙ୍କବାଦୀ ନିପାତ

ଶ୍ରୀନଗର: ଆତଙ୍କବାଦ ନିପାତ ଲାଗି ଗୃହମନ୍ତ୍ରୀଙ୍କ କଡ଼ା ପଦକ୍ଷେପ ପରେ ଆକ୍ସନ ମୋଡରେ ସେନା । ଜମ୍ମୁ-କାଶ୍ମୀର ବାନ୍ଦିପୋରାର ଆରାଗାମରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଟଳିଲା ଆଉ ଜଣେ ଆତଙ୍କବାଦୀ। ଘଟଣାସ୍ଥଳରେ ଜାରି ରହିଛି ସର୍ଚ୍ଚ ଅପରେସନ। ସର୍ଚ୍ଚ ଅପରେସନରେ ସାମିଲ ଡ୍ରୋନ କ୍ୟାମେରା…

ଦୁଇ ଦେଶ ପକ୍ଷରୁ ଆନ୍ତର୍ଜାତୀୟ କ୍ରିକେଟ ଖେଳିବା ପରେ ଅବସର ନେବେ ଡେଭିଡ

ଫ୍ଲୋରିଡା: ଚଳିତ ଟି୨୦ ବିଶ୍ୱକପ ଅବସରରେ ନାମ୍ବିଆ ଅଲରାଉଣ୍ଡର ଡେଭିଡ ୱେଜ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପାଇଁ ନିଷ୍ପତି ନେଇଛନ୍ତି । ଇଂଲଣ୍ଡ ବିପକ୍ଷ ମ୍ୟାଚରେ ସେ ୧୨ ବଲରୁ ୨ ଚୌକା ଓ ୨ଛକା ସହାୟତାରେ ୨୭ ରନ କରିଥିଲେ । ବୋଲିଂରେ ମଧ୍ୟ ଗୋଟିଏ ୱିକେଟ ନେଇଥିଲେ । ଡେଭିଡ ବିଧିବଦ୍ଧ…

ଅସୁସ୍ଥ ମାଆଙ୍କୁ ଭେଟିଲେ ଯୋଗୀ ଆଦିତ୍ୟନାଥ

ଋଷିକେଶ: ଉତରପ୍ରଦେଶର ମୂଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଋଷିକେଶର ଏମ୍ସକୁ ଯାଇ ଅସୁସ୍ଥ ମାଆଙ୍କୁ ଭେଟିଛନ୍ତି । କିଛି ଦିନ ହେବ ତାଙ୍କ ମାଆଙ୍କ ଦେହ ଭଲ ରହୁ ନାହିଁ । ଏମ୍ସରେ ତାଙ୍କ ଚିକିତ୍ସା ଚାଲିଛି । ଚିକିତ୍ସକଙ୍କ ପରାମର୍ଶକ୍ରମେ ସେ ନିୟମିତ ବ୍ୟବଧାନରେ ଆସି ରୁଟିନ ଚେକଅପ କରାଇଥାନ୍ତି…

ଫାଦର୍ସ ଡେରେ ବି ପୁଅ ସହ କଥା ହୋଇ ପାରିଲେ ନାହିଁ କ୍ରିକେଟର ଶିଖର ଧାୱନ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଶିଖର ଧାୱନଙ୍କ ପାଇଁ ଫାଦର୍ସ ଡେରେ ସମ୍ପୂର୍ଣ୍ଣ ଭାବେ ଦୁଃଖରେ ଭାଙ୍ଗି ପଡିଛନ୍ତି । ସମସ୍ତ ଉଦ୍ୟମ ସତ୍ୱେ ସେ ତାଙ୍କ ପୁଅ ସହ କଥା ହୋଇପାରି ନ ଥିଲେ । ଶିଖର ଓ ଆୟଶା ମୂର୍ଖାଜୀଙ୍କ ବିବାହ ବିଚ୍ଛେଦ ଘଟି ସାରିଛି । ସେବେଠାରୁ ଆୟଶା ପିଲାମାନଙ୍କ ସହ…

ରୋହିତଙ୍କ ସହ ବିବାଦ ଗୁଜବର ଅନ୍ତ ଘଟାଇଲେ ଶୁଭମନ ଗିଲ

ନ୍ୟୁୟର୍କ: ଚଳିତ ଟି୨୦ ବିଶ୍ୱକପ ଅବସରରେ ଟିମ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ଓ ଶୁଭମନ ଗିଲଙ୍କ ମଧ୍ୟରେ ଅଶାନ୍ତି ଉପୁଜିଥିବା ଖବର ପ୍ରକାଶ ପାଇଥିଲା । ଶୁଭମନ ଓ ଆଭେଶ ଖାଁ ସୁପର ଏଇଟ ପୂର୍ବରୁ ସ୍ୱଦେଶ ପ୍ରତ୍ୟାବର୍ତନ କରିବା ଖବର ପ୍ରକାଶ ପାଇବା ପରେ ଉପରୋକ୍ତ ଗୁଜବ ଚର୍ଚ୍ଚାର କାରଣ…

ବିଜୁଳି ଘଡ଼ଘଡ଼ି ନେଇ ଦକ୍ଷିଣ ଓଡ଼ିଶାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଆହୁରି ୨ଦିନ ଯାଏଁ ରାଜ୍ୟରେ ଜାରି ରହିବ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ । କୋରାପୁଟ ଓ ମାଲାକାନଗିରିରେ ସକ୍ରିୟ ରହିଛି ମୌସୁମୀ । ଆସନ୍ତା ୪ ଦିନ ଭିତରେ ଏହା ରାଜ୍ୟର ଅନ୍ୟ ଜିଲ୍ଲାକୁ ଛୁଇଁପାରେ । ଅନ୍ୟପଟେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ନେଇ ଦକ୍ଷିଣ ଓଡ଼ିଶାକୁ ୟେଲୋ…

ଗଙ୍ଗା ନଦୀରେ ଡଙ୍ଗା ବୁଡ଼ି ୬ ନିଖୋଜ, ୧୧ ଉଦ୍ଧାର

ବିହାର: ଗଙ୍ଗା ନଦୀରେ ଡଙ୍ଗା ବୁଡ଼ି ୬ ନିଖୋଜ। ବୁଡ ଦେବାକୁ ଏ କୂଳରୁ ସେ କୂଳ ଯିବା ବେଳେ ଡଙ୍ଗା ବୁଡି ଅଘଟଣ ଘଟିଛି । ୧୭ ଜଣ ଯାତ୍ରୀଙ୍କୁ ନେଇ ଗଙ୍ଗୀ ନଦୀରେ ଯିବା ସମୟରେ ଭାରସାମ୍ୟ ହରାଇ ଡଙ୍ଗା ଓଲଟି ପଡିଛି । ଫଳରେ ୬ ଜଣ ନିଖୋଜ ହୋଇଯାଇଥିବା ବେଳେ ୧୧ ଜଣଙ୍କୁ ଉଦ୍ଧାର କଲା ଏସଡିଆରଏଫ୍…

ଦନ୍ତା ଆକ୍ରମଣରେ ମହିଳା ଗୁରୁତର, ଏସସିବିରେ ଭର୍ତ୍ତି

ଢେଙ୍କାନାଳ: ଥମୁନି ହାତୀ ଆତଙ୍କ। ହାତୀ ଆକ୍ରମଣରେ ଜଣେ ମହିଳା ଗୁରୁତର ହୋଇଛନ୍ତି। ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ମୁକ୍ତାପଶି ଫରେଷ୍ଟ ସେକ୍ସନ ଅନ୍ତର୍ଗତ ମୁକ୍ତାପଶି ଗାଁ ଅଙ୍ଗାରପାଟିଆ ନିକଟରେ ଦନ୍ତା ହାତୀ ଆକ୍ରମଣ କରିଛି। ଏହି ଆକ୍ରମଣରେ ଜଣେ ମହିଳା ଗୁରୁତର…

ଚିନ୍ତାରେ ମୋଦି; ‘ବିଜେପି ବାଚସ୍ପତି ଗାଦି ହାସଲ କଲେ ଭାଙ୍ଗିଯିବ ଏନଡିଏ ମେଣ୍ଟ’

ନୂଆଦିଲ୍ଲୀ : 'ଯଦି ବିଜେପି ଲୋକସଭା ବାଚସ୍ପତି ଗାଦି ନିଜ ହାତକୁ ନିଏ ତାହେଲେ ଏନଡିଏ ମେଣ୍ଟ ଭାଙ୍ଗିଯିବ | ବିଜେପିର ଏହା ପୁରୁଣା ଅଭ୍ୟାସ କ୍ଷୀର ପିଆଇଥିବା ଲୋକକୁ ହିଁ ଚୋଟ ମାରିବା |' ଲୋକସଭା ବାଚସ୍ପତି ପଦକୁ ନେଇ କିଛି ଏମିତି କହିଛନ୍ତି ଶିବସେନା(ଉଦ୍ଧବ ଠାକରେ) ନେତା ସଞ୍ଜୟ ରାଉତ |…