Latest Odisha News

BREAKING NEWS

ମୋରମ ଖୋଳିବା ବେଳେ ଅଘଟଣ; ଜଣେ ମୃତ, ଅନ୍ୟ ଜଣଙ୍କୁ ଉଦ୍ଧାର ପାଇଁ ଚାଲିଛି ଖୋଜାଖୋଜି

କୋରାପୁଟ: ମାଟି ଅତଡ଼ା ଧସି ଚାପିହୋଇ ରହିଛନ୍ତି ୨ ମହିଳା । ସେମାନଙ୍କ ମଧ୍ୟରୁ ଜଣଙ୍କୁ ଉଦ୍ଧାର କରି କୋରାପୁଟ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଆଉ ଜଣଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଜାରି ରହିଛି । ଖବର ମୁତାବକ,…

ଗିଲଙ୍କ ସ୍ୱଦେଶ ପ୍ରତ୍ୟାବର୍ତନ ପଛରେ ରହିଛି ଅଲଗା କାରଣ

ନୂଆଦିଲ୍ଲୀ: ଚଳିତ ଟି୨୦ ବିଶ୍ୱକପର ଗ୍ରୁପ ଷ୍ଟେଜ ମୁକାବିଲା ପରେ ଶୁଭମନ ଗିଲ ଓ ଆଭେଶ ଖାଁ ସ୍ୱଦେଶ ପ୍ରତ୍ୟାବର୍ତନ କରିବେ । ହଠାତ କାହିଁକି ଶୁଭମନଙ୍କୁ ସ୍ୱଦେଶ ପଠାଇ ଦିଆଗଲା ତାର କାରଣ ଏବେ ଜଣାପଡିଛି । ରିପୋର୍ଟ ମୁତାବକ ଶୁଭମନ ଆମେରିକାରେ ଟିମ ସହିତ ଆଦୌ ସମୟ ଦେଇ ନ ଥିଲେ । ସେ ତାଙ୍କ…

କଇଁଛ ଚାଲାଣବେଳେ ମାଡିବସିଲା ବନବିଭାଗ; ୪ ଗିରଫ, ୧୭୫ରୁ ଉର୍ଦ୍ଧ୍ବ କଇଁଛ ଉଦ୍ଧାର

ନବରଙ୍ଗପୁର: କଇଁଛ ଚୋରା ଚାଲାଣ ବେଳେ ମାଡିବସିଲା ବନ ବିଭାଗ । ଘଟଣାରେ ୪ ଜଣ ଗିରଫ ହୋଇଥିବାବେଳେ ସେମାନଙ୍କ ନିକଟରୁ ୧୭୫ ରୁ ଅଧିକ କଇଁଛ ଉଦ୍ଧାର ହୋଇଛି । ତେବେ କଳାହାଣ୍ଡି ଜିଲ୍ଲାରୁ ନବରଙ୍ଗପୁର ଜିଲ୍ଲାକୁ କଇଁଛ ଚୋରା ଚାଲାଣ ବେଳେ ଝରିଗାଁ ନିକଟରେ ଏହି ଘଟଣା ଘଟିଛି । ସୂଚନା…

ନୀତିଶ କୁମାର ଅସୁସ୍ଥ, ଡାକ୍ତରଖାନାରେ ଭର୍ତି

ପାଟନା: ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଶନିବାର ଅସୁସ୍ଥ ହୋଇ ପଡିଛନ୍ତି । ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି । ହାଥରେ ପ୍ରବଳ ଯନ୍ତ୍ରଣା ଅନୂଭବ କରିବାରୁ ନୀତିଶଙ୍କୁ ମେଦାନ୍ତ ଡାକ୍ତରଖାନାକୁ ନିଆ ଯାଇଥିଲା । ନିର୍ବାଚନ ପୂର୍ବରୁ ଏ ପର୍ଯ୍ୟନ୍ତ ସେ ବ୍ୟସ୍ତବହୂଳ…

ଆଇନଶୃଙ୍ଖଳା ସ୍ଥିତି ସମୀକ୍ଷା କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ପୋଲିସ ମହାନିର୍ଦ୍ଦେଶକ ଅରୁଣ ଷଡଙ୍ଗୀ ଓ ବରିଷ୍ଠ ପୋଲିସ ଅଧିକାରୀ ମାନେ ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା କରୁଛନ୍ତି। ଆଇନଶୃଙ୍ଖଳା ସ୍ଥିତି ସମୀକ୍ଷା କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ରାଜ୍ୟ ଅତିଥିଭବନରେ ସମୀକ୍ଷା କରୁଛନ୍ତି।…

ସ୍କୁଲ ଖୋଲିବାର ପ୍ରଥମ ଦିନରୁ ମଧ୍ୟାହ୍ନ ଭୋଜନ ଦିଆଯିବାକୁ ନିର୍ଦ୍ଦେଶ

ଭୁବନେଶ୍ବର: ସରି ସରି ଆସିଲାଣି ଗ୍ରୀଷ୍ମ ଛୁଟି । ଆସନ୍ତା ୧୮ ତାରିଖରେ ଖୋଲିବ ରାଜ୍ୟର ସମସ୍ତ ବିଦ୍ୟାଳୟ । ତେବେ ସ୍କୁଲ ଖୋଲିବାର ପ୍ରଥମ ଦିନରୁ ହିଁ ରାଜ୍ୟର ସବୁ ସ୍କୁଲ ଗୁଡିକରେ ମଧ୍ୟାହ୍ନ ଭୋଜନ ଦିଆଯିବା ନେଇ ନିର୍ଦ୍ଦେଶ ଦେଇଛନ୍ତି ମୋହନ ସରକାର । ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ…

ଛତିଶଗଡ଼ ଅବୁଝମାରରେ ଏନ୍‌କାଉଣ୍ଟ; ୮ ମାଓବାଦୀ ମୃତ, ଜଣେ ସୁରକ୍ଷାକର୍ମୀ ସହିଦ ଓ ୨ ଯବାନ ଆହତ

ଦନ୍ତେୱାଡ଼ା: ମାଓବାଦୀଙ୍କ ବିରୋଧରେ ଯବାନଙ୍କ ବଡ଼ ପଦକ୍ଷେପ। ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଦନ୍ତେୱାଡାରେ ଏନ୍‌କାଉଣ୍ଟର। ଛତିଶଗଡ଼ ଅବୁଝମାରରେ ଏନ୍‌କାଉଣ୍ଟରରେ ଟଳିଲେ ୮ ମାଓବାଦୀ। ସୁରକ୍ଷାକର୍ମୀଙ୍କ ସହ ମୁହାଁମୁହିଁ ବେଳେ ନକ୍ସଲ ନିପାତ ହୋଇଥିବା ସୂଚନା ରହିଛି। ଘଟଣାରେ ଜଣେ ସୁରକ୍ଷାକର୍ମୀ…

ଶେଷ ହେଲା ଜି-୭ ଶିଖର ସମ୍ମିଳନୀ, ବିଶ୍ୱ ନେତାଙ୍କୁ ଭେଟି ଇଟାଲୀରୁ ଫେରିଲେ ମୋଦୀ

ନୂଆଦିଲ୍ଲୀ: ଇଟାଲୀରେ ଚାଲିଥିବା ଜି-୭ ବୈଠକ ବର୍ତ୍ତମାନ ଶେଷ ହୋଇଛି । ସମ୍ମିଳନୀରୁ ଫେରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆଜି ଦିଲ୍ଲୀରେ ପହଞ୍ଚିନ୍ତି। ଜି-୭ ସମ୍ମିଳନୀରେ ବିଶ୍ବ ନେତାଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଇଟାଲୀ ନିଜେ ଏହି ବୈଠକ…

ଘରୋଇ ବସ୍‌ କର୍ମଚାରୀ ଓ ମାଲିକଙ୍କ ମଧ୍ୟରେ ବିବାଦ: ୪୦ଟି ରୁଟ୍‌ରେ ଗଡ଼ୁନି ବସ୍‌, ଯାତ୍ରୀ ହନ୍ତସନ୍ତ

କୋରାପୁଟ:ଘରୋଇ ବସ୍‌ କର୍ମଚାରୀ ଓ ମାଲିକଙ୍କ ମଧ୍ୟରେ ବିବାଦ । ବିବାଦ ଯୋଗୁଁ କୋରାପୁଟ୍‌ରୁ ୪୦ଟି ରୁଟ୍‌ରେ ଗଡ଼ୁନି ବସ୍‌। ଫଳରେ ଯାତ୍ରୀ ହନ୍ତସନ୍ତ ହୋଇଛନ୍ତି। ବସ୍‌ ଚଳାଚଳ ଟାଇମିଂକୁ ନେଇ କର୍ମଚାରୀଙ୍କୁ ଗାଳିଗୁଲଜରୁ ବିବାଦ ଉପୁଜିଥିବା ଜଣାପଡିଛି । ଆଜି ସକାଳୁ କୌଣସି ବସ ଗଡୁନି।…

୫୦ ଫୁଟ୍ ବୋରୱେଲରେ ପଡି ଶିଶୁ କନ୍ୟା ମୃତ

ଅହମଦାବାଦ: ପୁଣି ବୋରଓ୍ବେଲରେ ଖସିପଡି ଶିଶୁ ମୃତ । ଏଭଳି ଦୁଃଖଦ ଘଟଣା ଘଟିଛି ଗୁଜୁରାଟର ଅମରେଲୀ ଜିଲା ସୁରଗାପାରା ଗାଁରେ । ଶୁକ୍ରବାର ଏକ ୫୦ଫୁଟ ବୋରୱେଲ୍‌‌ ଗାତରେ ଖସି ପଡିଥିଲା ଶିଶୁ କନ୍ୟା । ଶିଶୁକୁ ଉଦ୍ଧାର କରିବାକୁ ଦୀର୍ଘ ୧୬ ରୁ ୧୭ ଘଣ୍ଟା ଧରି ବହୁ କସରତ ପରେ ଆଜି ସକାଳୁ ଶିଶୁ…