ଯଦି ପୁରୁଷ ମାନଙ୍କ ଋତୁସ୍ରାବ ହୁଅନ୍ତା, ତେବେ ସେମାନେ ଜାଣିପାରିବେ…
ନୂଆଦିଲ୍ଲୀ: ମଧ୍ୟ ପ୍ରଦେଶ ହାଇକୋର୍ଟଙ୍କ ଏକ ଶୁଣାଣୀକୁ ନିନ୍ଦା କରିଛନ୍ତି ସୁପ୍ରିମ କୋର୍ଟ। ବୁଧବାର ସୁପ୍ରିମକୋର୍ଟ ମଧ୍ୟପ୍ରଦେଶ ହାଇକୋର୍ଟର ଜଣେ ମହିଳା ବିଚାରପତିଙ୍କୁ ବହିଷ୍କାର କରିବା ପ୍ରସଙ୍ଗରେ କହିଛନ୍ତି। ଗର୍ଭପାତ କାରଣରୁ ତାଙ୍କ ଅବସ୍ଥାକୁ ବିଚାରକୁ ନିଆଯାଇନଥିଲା। ଏହି କାରଣରୁ…