ୟୁରୋ କପ ଫୁଟବଲ: ଉଦଘାଟନୀ ମୁକାବିଲାରେ ସ୍କଟଲାଣ୍ଡକୁ ଭେଟିବ ଜର୍ମାନୀ
ନୂଆଦିଲ୍ଲୀ: ୟୁଇଏଫଏ ୟୁରୋ କପ ୨୦୨୪ ଜର୍ମାନୀରେ ୧୫ଜୁନରୁ ଆରମ୍ଭ ହେବ । ଉଦଘାଟନୀ ମୁକାବିଲାରେ ସ୍କଟଲାଣ୍ଡକୁ ଭେଟିବ ଆୟୋଜକ ଜର୍ମାନୀ । ଟୁର୍ଣ୍ଣାମେଂଟରେ ୨୪ଟିମ ଅଂଶଗ୍ରହଣ କରିବେ । ୪ଟି ଟିମକୁ ନେଇ ୬ଟି ଗ୍ରୁପ ଗଠନ କରାଯାଇଛି । ପତ୍ୟେକ ଗ୍ରୁପରୁ ୨ଟି ଟିମ ଏବଂ ତୃତୀୟ ସ୍ଥାନରେ ରହିଥିବା…