‘ବ୍ରେନ୍ ରୋଟ’ ୨୦୨୪ର ୱାର୍ଡ ଅଫ୍ ଦ ଇୟର, ଜାଣନ୍ତୁ ଏହାର ଅର୍ଥ
ନୂଆଦିଲ୍ଲୀ: ଅକ୍ସଫୋର୍ଡ ୨୦୨୪ ବର୍ଷର ଶବ୍ଦ ଘୋଷଣା କରିଛି। ଅକ୍ସଫୋର୍ଡ ବ୍ରେନ୍ ରୋଟ୍କୁ ଚଳିତ ବର୍ଷ ଅର୍ଥାତ୍ ୨୦୨୪ର ୱାର୍ଡ ଅଫ୍ ଦ ଇୟର ଭାବେ ଘୋଷଣା କରିଛି। କିନ୍ତୁ ଏହି ଶବ୍ଦର ଅର୍ଥ କ’ଣ ଆପଣ ଜାଣନ୍ତି କି? ବାସ୍ତବରେ, କେବଳ ଚିନ୍ତା ନକରି ସୋସିଆଲ ମିଡିଆରେ ସ୍କ୍ରୋଲିଂର ନିରନ୍ତରତା…