Latest Odisha News

BREAKING NEWS

Ganja Smuggled: ପାଣି ବୋତଲଗାଡିରୁ ୧ କ୍ଵିଣ୍ଟାଲ ୬୦ କେଜି ଗଞ୍ଜେଇ ଜବତ, ୨ ଗିରଫ

ଯାଜପୁର: ଉପରେ ପାଣି ବୋତଲ ରଖି ଭିତରେ ହେଉଥିଲା ଗଞ୍ଜେଇ ଚାଲାଣ । ପିକଅପ୍ ଗାଡ଼ି ସହ ବିପୁଳ ପରିମାଣର ଗଞ୍ଜେଇ ଜବତ କଲା ଯାଜପୁର ଅବକାରୀ ବିଭାଗ । ୧ କ୍ଵିଣ୍ଟାଲ ୬୦ କେଜି ଗଞ୍ଜେଇ ଜବତ ହୋଇଛି । ଏହାର ଆନୁମାନିକ ମୂଲ୍ୟ ୧୬ ଲକ୍ଷ ଟଙ୍କା ବୋଲି କୁହାଯାଉଛି । ଜିଲ୍ଲା ଅବକାରୀ…

Blood-Written Letter to President: ରାଷ୍ଟ୍ରପତିଙ୍କୁ ରକ୍ତରେ ଚିଠି ଲେଖିଲେ ଅଧ୍ୟାପିକା 

ବାଗପତ୍: ନିଜ ରକ୍ତରେ ଲେଖିଲେ ଚିଠି, ରାଷ୍ଟ୍ରପତିଙ୍କୁ ଜଣାଇଲେ ଦୁଃଖ। କାରଣ ଆପଣଙ୍କୁ ବି ଆଶ୍ଚର୍ଯ୍ୟ କରିବ! କିଛି ଏପରି ସମ୍ବେଦନଶୀଳ ଖବର ଆସିଛି ଉତ୍ତରପ୍ରଦେଶରୁ। ବାଗପତ ଜିଲ୍ଲାରୁ ଜଣେ ୩୨ ବର୍ଷୀୟ ସରକାରୀ ଅଧ୍ୟାପିକା ନିଜ ରକ୍ତରେ ଏକ ଚିଠି ଲେଖି ରାଷ୍ଟ୍ରପତିଙ୍କୁ ତାଙ୍କ ପରିବାର…

Subhadra Money: ଜାନୁଆରୀ ୧୮ ସୁଦ୍ଧା ମିଳିବ ସୁଭଦ୍ରା ଟଙ୍କା, ଏତିକି ଜଣ ପାଇବେ ପ୍ରଥମ କିସ୍ତି..

ଭୁବନେଶ୍ବର: ସୁଭଦ୍ରା କିସ୍ତି ନେଇ ଉପମୁଖ୍ୟମନ୍ତ୍ରୀ ଦେଲେ ବଡ଼ ଅପଡେଟ୍‌ । ଆସନ୍ତା ୧୮ ତାରିଖ ଭିତରେ ମିଳିବ ସୁଭଦ୍ରା ଟଙ୍କା । ମୋଟ ୪ ଲକ୍ଷ ୫୭ ହଜାର ୬୮୧ ଜଣ ମହିଳା ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ମିଳିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସେ ଆହୁରି ମଧ୍ୟ…

କୋହଲି, ଧାୱନଙ୍କୁ ପଛରେ ପକାଇ ପାରନ୍ତି ଶ୍ରେୟାଶ

ନୂଆଦିଲ୍ଲୀ: ଭାରତୀୟ ଦିନିକିଆ କ୍ରିକେଟ ଟିମର ଉପ ଅଧିନାୟକ ଶ୍ରେୟାଶ ଆୟାର ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ମ୍ୟାଚରେ ଏକ ବଡ ଉପଲବ୍ଧି ନିଜ ନାମରେ କରି ପାରନ୍ତି । ପ୍ରଥମ ମ୍ୟାଚରେ ସେ ୪୭ ବଲରେ ୪୯ ରନ ସଂଗ୍ରହ କରିଥିଲେ । ଶ୍ରେୟାଶ ୬୮ ମ୍ୟାଚରେ ୨୯୬୬ ରନ କରିଛନ୍ତି । ଏଥିରେ ୫ ଶତକ ଓ ୨୩…

Plus Two Exam: ଏଥର ଅନ୍‌ଲାଇନ୍‌ରେ ହେବ ଯୁକ୍ତ ଦୁଇ ଖାତା ଦେଖା, AI ଜଗିବ ପରୀକ୍ଷା ପ୍ରଶ୍ନପତ୍ର

ଭୁବନେଶ୍ବର: ଚଳିତ ବର୍ଷ ଅନ୍‌ଲାଇନ୍‌ ହୋଇପାରେ ଯୁକ୍ତ ୨ ପରୀକ୍ଷା ଖାତା ଦେଖା। ଏଥିପାଇଁ କଳା ବିଭାଗ ପକ୍ଷରୁ ପ୍ରସ୍ତୁତି କରାଯାଉଛି। ଚୂଡାନ୍ତ ପାଇଁ ବଜେଟ ଫାଇନାଲ ହୋଇନାହିଁ। ବଜେଟ ମଞ୍ଜୁର ହେଲେ ସେ ଦିଗରେ ନିଷ୍ପତ୍ତି ନିଆଯାଇପାରେ ବୋଲି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା…

ମହିଳା କ୍ରିକେଟ: ମହାନ ଖେଳାଳି ଏଲିସା ହୀଲେଙ୍କ ଅବସର ଘୋଷଣା

ନୂଆଦିଲ୍ଲୀ: ଭାରତ ବିପକ୍ଷ ସିରିଜ ପରେ ମହାନ ମହିଳା କ୍ରିକେଟ ଖେଳାଳି ଆଲେସ ହୀଲେ ଅବସର ନେବେ ବୋଲି ଘୋଷଣା କରିଛନ୍ତି । ଅଷ୍ଟ୍ରେଲିଆର ଏହି ୩୫ ବର୍ଷୀୟ ଖେଳାଳି ୨୦୧୦ରେ ଆନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିଲେ । ୧୫ ବର୍ଷର କ୍ୟାରିୟରରେ ସେ ୩ଟି ଯାକ ଫର୍ମାଟରେ ୭୦୦୦ରୁ ଊର୍ଦ୍ଧ୍ୱ ରନ…

Chip Packet Toy Exploded: ଚିପ୍ସ ପ୍ୟାକେଟ୍ ଭିତରେ ଥିବା ଖେଳଣା ହେଲା ବିସ୍ଫୋରଣ, ଆଉ ତା’ପରେ…

ଟିଟିଲାଗଡ଼: ଚିପ୍ସ ପ୍ୟାକେଟ୍ ଭିତରେ ଥିବା ଛୋଟ ଖେଳଣା ସାଜିଛି କାଳ । ବିସ୍ଫୋରଣ ଘଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଗଲା କୁନି ପିଲାର ଆଖି । ଏଭଳି ଦୁଃଖଦ ଓ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଥାନା ଶଗଡଘାଟ ଗାଁରୁ । ଖବର ମୁତାବକ, ଶଗଡଘାଟ ଗାଁର ଲବ ହରପାଳଙ୍କ…

Vande Bharat Sleeper Train: ଗଡିବ ବନ୍ଦେ ଭାରତ ସ୍ଲିପର୍ ଟ୍ରେନ୍; ରହିବନି ୱେଟିଂ ଲିଷ୍ଟ କି RAC

ନୂଆଦିଲ୍ଲୀ: ଆଜିକାଲି "ବନ୍ଦେ ଭାରତ ସ୍ଲିପର" ବହୁତ ଲୋକପ୍ରିୟ ହେଉଛି। ଏହା ଏକ ନୂତନ ଏବଂ ଆଧୁନିକ ଟ୍ରେନ୍ ଯାହା ଦୀର୍ଘ ଦୂରତା ରାତ୍ରୀ ଯାତ୍ରା ପାଇଁ ବିକଶିତ ହେଉଛି। ଏହା ହେଉଛି "ବନ୍ଦେ ଭାରତ ଏକ୍ସପ୍ରେସ୍"ର ସ୍ଲିପର ଟ୍ରେନ୍, ଯାହା ଯାତ୍ରୀମାନଙ୍କୁ ଶୋଇବା ସମୟରେ ଆରାମଦାୟକ ଯାତ୍ରା…

Jharsuguda Railway station: ଝାରସୁଗୁଡ଼ା ରେଳ ଷ୍ଟେସନରେ ଅଗ୍ନିକାଣ୍ଡ, ରେଳ ଚଳାଚଳ ବ୍ୟାହତ

ଝାରସୁଗୁଡ଼ା: ଝାରସୁଗୁଡ଼ା ରେଳ ଷ୍ଟେସନରେ ଭୟାବହ ଅଗ୍ନିକାଣ୍ଡ । ଏସିରୁ ସର୍ଟ ସର୍କିଟ ହୋଇ ନିଆଁ ଲାଗିଥିବା ସୂଚନା ରହିଛି । ସୂଚନା ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଛି । ଭୟଭୀତ ନହେବା ପାଇଁ ରେଳ ବିଭାଗ ପକ୍ଷରୁ ଯାତ୍ରୀମାନଙ୍କୁ ପରାମର୍ଶ…

Elon Musk On Apple Google Partnership: ଆପଲ୍-ଗୁଗୁଲ୍ ଏଆଇ ଡିଲ୍, କାହିଁକି ଖୁସି ନାହାଁନ୍ତି ମସ୍କ?

ନୂଆଦିଲ୍ଲୀ: ଏକାଠି ହାତ ମିଳାଇଛନ୍ତି ଆପଲ୍ ଏବଂ ଗୁଗୁଲ୍। ହଁ ଉଭୟ କମ୍ପାନୀ ପ୍ରତିଯୋଗୀ, ଏବେ ଏକାଠି ହୋଇଛନ୍ତି। ଆପଲ୍ ଡିଭାଇସଗୁଡ଼ିକରେ କୃତ୍ରିମ ବୁଦ୍ଧିମତ୍ତାର ଭବିଷ୍ୟତକୁ ଗଢ଼ିବା ପାଇଁ ଦୁଇ କମ୍ପାନୀ ମଧ୍ୟରେ ଏକ ଦୀର୍ଘକାଳୀନ ସହଯୋଗ ହୋଇଛି। ଏକ ମିଳିତ ବିବୃତ୍ତି ଅନୁଯାୟୀ, ଆପଲ୍‌ର…