ପ୍ରେମରେ ଅନଲକି ବୋଲି କହିଲେ କାର୍ତିକ
ମୁମ୍ବାଇ: ମୁଁ ପ୍ରେମରେ ଅନଲକି ବୋଲି ବଲିଉଡର ଉଦୀୟମାନ ସୁପରଷ୍ଟାର କାର୍ତିକ ଆର୍ଯ୍ୟନ କହିଛନ୍ତି । ଏବେ ମୁଁ ଏକୁଟିଆ ଅଛି ବୋଲି ସେ କହିଛନ୍ତି । କାର୍ତିକଙ୍କ ନାମ ସାରା ଅଲୀ ଖାଁ ଓ ଅନନ୍ୟା ପାଣ୍ଡେଙ୍କ ସହ ଯୋଡା ଯାଉଥିଲା । ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, ମୋର ବ୍ୟକ୍ତିଗତ ଜୀବନ…