Latest Odisha News

BREAKING NEWS

ରାମ ମନ୍ଦିର ପରିକ୍ରମା ପଥରେ ୬ ଦେବାଦେବୀଙ୍କ ଦର୍ଶନ କରିବେ ଭକ୍ତ, ଜାନୁଆରୀ ସୁଦ୍ଧା ମନ୍ଦିର ନିର୍ମାଣ ହେବ ଶେଷ 

ଅଯୋଧ୍ୟା: ଶ୍ରଦ୍ଧାଳୁଙ୍କ ପାଇଁ ଆସିଛି ବଡ ଖବର । ରାମ ମନ୍ଦିର ଦର୍ଶନ କରିବାକୁ ଯାଉଥିବା ଭକ୍ତମାନେ ଏବେ ପରିକ୍ରମା ପଥରେ ୬ ଦେବାଦେବୀଙ୍କ ଦର୍ଶନ କରି ପାରିବେ । ମନ୍ଦିରର ୮୦୦ମି. ପରିଧିରେ ଶ୍ରୀ ଗଣେଷ, ମହାଦେବ, ହନୁମାନ, ସୂର୍ଯ୍ୟ , ମା ଦୁର୍ଗା ଓ ଅନ୍ନପୂର୍ଣ୍ଣାଙ୍କ ମନ୍ଦିର ନିର୍ମାଣ…

ଏୟାରପୋର୍ଟରେ ଚାଞ୍ଚଲ୍ୟ; କାର୍ଗୋ ସ୍କାନ ବେଳେ ବକ୍ସରୁ ମିଳିଲା ନବଜାତକର ମୃତଦେହ

ଲକ୍ଷ୍ନୌ: ଲକ୍ଷ୍ନୌର ଚୌଧୁରୀ ଚରଣ ସିଂ ଅନ୍ତର୍ଜାତୀୟ ବିମାନବନ୍ଦରରେ ମଙ୍ଗଳବାର ସକାଳେ ଏକ ନବଜାତ ଶିଶୁର ମୃତଦେହ ମିଳିବା ପରେ ଚାଞ୍ଚଲ୍ୟ ଖେଳିଯାଇଛି। ଏକ କୋରିଅର ଏଜେଣ୍ଟଙ୍କ ଲଗେଜରେ ଥିବା ବକ୍ସରେ ଏକ ନବଜାତ ଶିଶୁର ମୃତଦେହ ମିଳିବା ପରେ କାର୍ଗୋ କର୍ମଚାରୀଙ୍କ ମଧ୍ୟରେ ଆତଙ୍କ…

କେବଳ ଚିନି ଛାଡିବା ଦ୍ୱାରା କମିଯିବ କି ଆପଣଙ୍କ ମୋଟାପଣ ?

ଏପରି କୌଣସି ବ୍ୟକ୍ତି ନାହାଁନ୍ତି ଯିଏ ମିଠା ଖାଇବାକୁ ପସନ୍ଦ କରନ୍ତି ନାହିଁ। ଚିନି ଆମ ଖାଦ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। କିଛି ରେସିପି ଅଛି ଯାହା ଚିନି ବିନା ସ୍ୱାଦହୀନ ମନେହୁଏ। ତଥାପି, ଅଧିକ ପରିମାଣରେ ଚିନି ଖାଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ବିପଜ୍ଜନକ ହୋଇପାରେ। ଆଜି ଏହି…

ହ୍ୟାଙ୍ଗଜାଇଟି କ’ଣ, ଏହା ମଦ୍ୟପାନ ସହିତ ଜଡିତ କି?

ମଦ୍ୟପାନ କେବଳ ଆମ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଏ ନାହିଁ ବରଂ ଏହା ସ୍ନାୟୁଗତ କାର୍ଯ୍ୟକୁ ମଧ୍ୟ ଅସନ୍ତୁଳିତ କରିଥାଏ। ଏହାସହ ମସ୍ତିଷ୍କ ପାଇଁ କ୍ଷତିକାରକ ହୋଇପାରେ। ଆଜିକାଲି ଅନେକ ଲୋକ ଏହି ସମସ୍ୟା ଦ୍ୱାରା ଅନେକ ଅସୁବିଧାରେ ପଡ଼ନ୍ତି, ଯାହାକୁ ହ୍ୟାଙ୍ଗଜାଇଟି କୁହାଯାଏ। ଏହା ଦୁଇଟି…

ଯୁବକଙ୍କ ଚମତ୍କାର କଳାକୃତି; ୩୪୦୨ଟି ଦିଆସିଲି କାଠିରେ ତିଆରି କଲେ ନୌସେନା ବୁଡା ଜାହାଜ

ପୁରୀ: ଦିଆସିଲି କାଠିରେ ଅଦ୍ଭୁତ କଳାକୃତି । ପୁରୀର ୨୧ ବର୍ଷୀୟ ପ୍ରତିଭାବାନ କଳାକାର ଶାଶ୍ୱତ ରଞ୍ଜନ ସାହୁ ୩ ହଜାର ୪୦୨ଟି ଦିଆସିଲି କାଠି ବ୍ୟବହାର କରି ଆଇଏନ୍ଏସ୍ ଭେଲା (ଏସ୍୨୪)ର ଏକ ଜଟିଳ ମଡେଲ ତିଆରି କରିଛନ୍ତି । ଏହି ଉଲ୍ଲେଖନୀୟ କଳାକୃତିର ଲମ୍ବ ୨୨ ଇଞ୍ଚ ରହିଛି । ଏହାକୁ ନିର୍ମାଣ…

ମାରାତ୍ମକ ମାରବର୍ଗ ଭାଇରସ, ଭାରତ ପାଇଁ ବଢାଇବ କି ବିପଦ?

ଆଫ୍ରିକାର କେତେକ ଦେଶରେ ମାରବର୍ଗ ଜୀବାଣୁ ବ୍ୟାପିଛି। ଏହି ଜୀବାଣୁ ଯୋଗୁଁ ୧୫ ଜଣ ରୋଗୀଙ୍କ ମୃତ୍ୟୁ ଘଟୁଛି। ଆଫ୍ରିକାର ବିଭିନ୍ନ ଦେଶକୁ ମଧ୍ୟ ସତର୍କ କରାଯାଇଛି। ଏହି ଜୀବାଣୁ ଆଖିରୁ ରକ୍ତସ୍ରାବ ମଧ୍ୟ କରିପାରେ। ଏହି କାରଣରୁ ମାରବର୍ଗ ଜୀବାଣୁକୁ ରକ୍ତସ୍ରାବ ଆଖି ଜୀବାଣୁ କୁହାଯାଏ। ବିଶ୍ୱ…

ଶୀତଦିନେ ଆପଣ ଲଗାତାର ଗରମ ପାଣି ପିଉଛନ୍ତି କି? ହୋଇପାରେ ଅସୁବିଧା…

ଆମର ସାମଗ୍ରିକ ସ୍ୱାସ୍ଥ୍ୟ ପାଇଁ ଜଳ ବହୁତ ଭଲ। ଉଷୁମ ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ଅନେକ ଲାଭ ହୋଇଥାଏ। ଏହା ହଜମ, ରକ୍ତ ସଞ୍ଚାଳନ ଏବଂ ଚାପକୁ ମଧ୍ୟ ହ୍ରାସ କରିଥାଏ। କିନ୍ତୁ ଶୀତ ଦିନେ ଲୋକେ ସର୍ବଦା ଗରମ ପାଣି ପିଅନ୍ତି। ଥଣ୍ଡାରୁ ବଞ୍ଚିବା ପାଇଁ ଗରମ ପାଣି ସହାୟକ ହୋଇଥାଏ। କିନ୍ତୁ ଯଦି…

ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ କଡା ସୁରକ୍ଷା ଭିତରେ ପୁରୀ ସହର

ପୁରୀ: ରାତି ପାହିଲେ ପୁରୀ ଆସିବେ ମହାମହୀମ ରାଷ୍ଟ୍ରପତି । ସେଥିପାଇଁ ସମଗ୍ର ଶ୍ରୀକ୍ଷେତ୍ରକୁ ସୁରକ୍ଷା ବଳୟରେ ରଖାଯାଇଥିବା ବେଳେ ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଅନ୍ୟପଟେ ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ଆଜି କ୍ୟାରକେଡ୍ ରିହରସଲ୍…

ବିଧାନସଭାରେ ଦରମା ଓ ପୂର୍ବତନ ବିଧାୟକଙ୍କ ପେନସନ ବୃଦ୍ଧି ପାଇଁ ଉଠିଲା ଦାବି

ଭୁବନେଶ୍ୱର: ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ତଥା ସ୍ୱାସ୍ଥ୍ୟସେବା ଖର୍ଚ୍ଚକୁ ଦୃଷ୍ଟିରେ ରଖି ଓଡିଶା ବିଧାନସଭାର ସଦସ୍ୟମାନେ ପୂର୍ବତନ ବିଧାୟକଙ୍କ ଦରମା ଏବଂ ପେନ୍ସନ୍ ବୃଦ୍ଧି କରିବାକୁ ଦାବି କରାଯାଇଛି। ଗୃହରେ ଏହି ପ୍ରସଙ୍ଗକୁ ଅନେକ ବିଧାୟକ ସମର୍ଥନ କରିବା ସହ ମଧ୍ୟ ସ୍ୱାସ୍ଥ୍ୟ…

ମହାରାଷ୍ଟ୍ରରେ କାହାକୁ କେତେ ମନ୍ତ୍ରୀ ପଦ?

ନୂଆଦିଲ୍ଲୀ: ଆସିଲା ମହାରାଷ୍ଟ୍ରରେ ପାଓ୍ବାର ସେୟାରିଂ ଫର୍ମୁଲା ! ବିଜେପି ପାଖରେ ରହିବ ୨୨ ମନ୍ତ୍ରାଳୟ ! ସିନ୍ଦେ ଓ ପାଓ୍ବାରଙ୍କ ଭାଗରେ କେତେ? ଆସନ୍ତା ୫ତାରିଖରେ ମୁମ୍ବାଇର ଆଜାଦ ମଇଦାନରେ ଶପଥ ଗ୍ରହଣ ସମାରୋହ । ତେବେ ସେଦିନ କେବଳ ମୁଖ୍ୟମନ୍ତ୍ରୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀ ଶପଥ ନେବେ ।…