Latest Odisha News

BREAKING NEWS

ଓଡିଶାର ପ୍ରଥମ ମୁସଲିମ୍ ମହିଳା ବିଧାୟକ, ପେଶାରେ କିନ୍ତୁ ଇଞ୍ଜିନିୟର

କଟକ: ଇତିହାସ ରଚିଛନ୍ତି ଓଡିଶା ବାରବାଟୀ-କଟକ ଆସନର କଂଗ୍ରେସ ବିଧାୟକ ସୋଫିଆ ଫିର୍ଦୋସ । ପ୍ରଥମ ମୁସଲମାନ ମହିଳା ବିଧାୟକ ଭାବେ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି ସୋଫିଆ । ସୋଫିଆ ପୂର୍ବତନ କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କ ଝିଅ। ୨୦୨୪ ଲୋକସଭା ନିର୍ବାଚନରେ ​​କଂଗ୍ରେସ ପ୍ରାର୍ଥୀ…

କଂଗ୍ରେସ ସଂସଦୀୟ ଦଳର ସଭାପତି ହେଲେ ସୋନିଆ ଗାନ୍ଧି, ଖଡଗେଙ୍କ ପ୍ରସ୍ତାବରେ ବାଜିଲା ମୋହର

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନର ଫଳାଫଳ କଂଗ୍ରେସକୁ ଏକ ନୂଆ ଜୀବନ ଦେଇଛି। ଦଳର ନେତାଙ୍କଠାରୁ ଆରମ୍ଭ କରି କାର୍ଯ୍ୟକର୍ତ୍ତାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ମୁହଁରେ ଉତ୍ସାହ । କଂଗ୍ରେସ ନେତାଙ୍କର ଘନ ଘନ ବୈଠକ ମଧ୍ୟ ଚାଲିଛି । ଏହାରିଭିରେ ସୋନିଆ ଗାନ୍ଧୀ କଂଗ୍ରେସ ସଂସଦୀୟ ଦଳର (ସିପିପି)…

ଟି୨୦ ବିଶ୍ୱକପ: ପାକିସ୍ତାନ ବିପକ୍ଷ ମୁକାବିଲାରେ ଭାରତ ପଲା ଭାରୀ

ନ୍ୟୁୟର୍କ: ଚଳିତ ଟି୨୦ ବିଶ୍ୱକପ କ୍ରିକେଟର ହାଇ ଭୋଲଟେଜ ଭାରତ-ପାକିସ୍ତନ ମୁକାବିଲା ଏଠାରେ ଖେଳାଯିବ । ନାସାଉ କାଂଉଟି ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମର ସମସ୍ତ ଟିକେଟ ବିକ୍ରି ହୋଇଯାଇଛି । ଅନ୍ୟ ମ୍ୟାଚରେ ଖାଲି ପଡୁଥିବା ଏହି ଷ୍ଟାଡିୟମରେ କିନ୍ତୁ ଏବେ ଦର୍ଶକ ପୂର୍ଣ୍ଣ ରହିବେ ।…

ଶ୍ରୀମନ୍ଦିରରେ ଆଲୋକୀକରଣ ବନ୍ଦ ଘଟଣା: ଥାନାରେ ଏତଲା ଦେଲେ ଶ୍ରୀମନ୍ଦିର ଅଧୀକ୍ଷକ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ

ପୁରୀ: ଶ୍ରୀମନ୍ଦିରରେ ଆଲୋକୀକରଣ ବନ୍ଦ ଘଟଣାରେ ଥାନାରେ ଏତଲା । ସିଂହଦ୍ବାର ଥାନାରେ ଏତଲା ଦେଲେ ଶ୍ରୀମନ୍ଦିର ଅଧୀକ୍ଷକ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ । ଉକ୍ତ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ଏତଲାରେ ଉଲ୍ଲେଖ । ଲାଇଟ କଢ଼ାଯିବା ଘଟଣାରେ ଥାନାରେ ଏତଲା ଦେବାର କିଛି ସମୟ ପରେ ୪…

କୋଇଲା ବୋଝେଇ ଟ୍ରେନରେ ଲାଗିଲା ନିଆଁ

ସୋରେ: କୋଇଲା ବୋଝେଇ ଟ୍ରେନରେ ଲାଗିଲା ନିଆଁ । ସୋର ଷ୍ଟେସନ ନିକଟରେ ୨ଟି ବଗିରେ ଲାଗିଲା ନିଆଁ । ନିଆଁକୁ ଆୟତ୍ତ କରିବାକୁ ଅଗ୍ନିଶମ ବାହିନୀ ପକ୍ଷରୁ ଚାଲିଛି ଉଦ୍ୟମ । ତେବେ ତାଳଚେରରୁ ଝାଡ଼ଖଣ୍ଡ ଯିବା ବେଳେ ଘଟିଛି ଏହି ଅଘଟଣ । ସୂଚନା ମୁତାବକ, ଆଜି ତାଳଚେରରୁ ଝାଡଖଣ୍ଡ ଯାଉଥିବା…

ଦିଗବିଜୟଙ୍କୁ ହରାଇବେ ବୋଲି ସଂକଳ୍ପ କରିଥିଲେ, ଏବେ ହେଲା ପୂରଣ

ରାଜଗଡ: ଲୋକସଭା ନିର୍ବାଚନ ୨୦୨୪ରେ ମଧ୍ୟପ୍ରଦେଶର ସମସ୍ତ ୨୯ସିଟ ବିଜେପି କବଜା କରିଛି । କଂଗ୍ରେସ ଏଠାରେ ବିଜୟ ହାସଲ କରିବା ପାଇଁ ସମସ୍ତ ରଣନୀତି ଆପଣାଇଥିଲା । ଏପରିକି ପୂର୍ବତନ ମୂଖ୍ୟମନ୍ତ୍ରୀ ଦିଗବିଜୟ ସିଂଙ୍କୁ ତାଙ୍କ ଦୁର୍ଗ ବିବେଚନା କରାଯାଉଥିବା ରାଜଗଡରେ ପ୍ରାର୍ଥୀ କରାଇଥିଲା ।…

ପୁଣି ବଡ ପରଦାରେ ଏକାଠି ନଜର ଆସିବେ କି ବାପ-ପୁଅ! ଅମିତାଭ ସେୟାର କଲେ ଫଟୋ

ମୁମ୍ବାଇ: ଦୀର୍ଘ ଦିନ ପରେ ପୁଣି ଥରେ ବଡପରଦାରେ ଧମାଲ କରିବେ କି ଅମିତାଭ-ଅଭିଷେକ । ପୂର୍ବରୁ ଉଭୟ ବାପ ପୁଅଙ୍କୁ ଅନେକ ଫିଲ୍ମରେ ଏକାଠି ଦେଖିବାକୁ ମିଳିଥିଲେ ବି ଗତ କିଛି ଦିନ ହେବ ବଡ ପରଦାରେ ଉଭୟଙ୍କୁ ଦେଖିବାକୁ ମିଳିନଥିଲା । ତେବେ ଅମିତାଭ ଏବଂ ଅଭିଷେକଙ୍କୁ ଅନ୍ୟାନ୍ୟ ଉତ୍ସବ ଯେପରିକି,…

ବାଘ ଆକ୍ରମଣରେ ୪ ଗୁରୁତର

ବାଲେଶ୍ଵର: ବାଲେଶ୍ବର ଜିଲ୍ଲା ଖଇରା ଅଞ୍ଚଳରେ ବାଘ ଆତଙ୍କ । ବାଘ ଆକ୍ରମଣରେ ଜଣେ ମହିଳାଙ୍କ ସମେତ ୩ ଜଣ ଗୁରୁତର । ସମସ୍ତ ଗୁରୁତରଙ୍କୁ ପ୍ରଥମେ ଖଇରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ଭଦ୍ରକ ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁସାରେ, ଆହତ ମହିଳା ଜଣଙ୍କ ହେଉଛନ୍ତି ସତ୍ୟଭାମା ନାୟକ…

ଏଥର ବିଧାୟକ ଗାଦିରେ ୧୦୭ କୋଟିପତି, ୨୨୭ କୋଟିର ମାଲିକ ସନାତନ

ଭୁବନେଶ୍ବର: ସରିଯାଇଛି ନିର୍ବାଚନ । ଭାଙ୍ଗିଯାଇଛି ପୁରୁଣା ସରକାର । ଇସ୍ତଫା ଦେଇସାରିଲେଣି ମୁଖ୍ୟମନ୍ତ୍ରୀ । ଚାଲିଛି କାମଚଳା ସରକାର କାଳ । ଆଉ ମାତ୍ର ଦିନଟିଏ । ପୁଣି ଗଢା ହେବ ନୂଆ ସରକାର । ୨୪ ବର୍ଷ ପରେ ରାଜ୍ୟକୁ ମିଳିବ ନୂଆ ମୁଖ୍ୟମନ୍ତ୍ରୀ । ଏହା ସହିତ ପୁଣି ଗଢା ହେବ ନୂଆ…

ମୋ ବସକୁ ଧକ୍କା ଦେଲା ଟ୍ରକ :୧୬ ଜଣ ଆହତ

କଟକ: ମୋ ବସ୍‌'କୁ ପଛରୁ ଧକ୍କା ଦେଇଛି ଟ୍ରକ । ଏଥିରେ ୧୬ ଗୁରୁତର ଆହତ ହୋଇଛନ୍ତି  । କଟକ ପ୍ରତାପନଗରୀ ଠାରେ ଜାତୀୟରାଜପଥରେ ଏହି ଦୁର୍ଘଟଣା ହୋଇଛି। ଆହତ ହୋଇଥିବା ୧୬ ଜଣଙ୍କୁ କଟକ ଏସ୍‌ସିବିରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ,  ମୋ ବସ୍ ଟି ପ୍ରତାପନଗରୀରେ ଯାତ୍ରୀଙ୍କୁ…