Latest Odisha News

BREAKING NEWS

ଜାଣନ୍ତି କି ୧ ଲିଟର ସମୁଦ୍ର ଜଳରେ କେତେ ପରିମାଣର ଲୁଣ ଥାଏ ?

ସମୁଦ୍ର ଜଳ ଏତେ ଲୁଣିଆ ଯେ ଅତ୍ୟଧିକ ତୃଷାର୍ତ୍ତ ହୋଇଥିଲେ ମଧ୍ୟ ଏହା ପିଇ ପାରିବେ ନାହିଁ। ଆପଣ ଜାଣନ୍ତି କି ଏକ ଲିଟର ସମୁଦ୍ର ଜଳରେ କେତେ ଲୁଣ ଥାଏ? ଆଜି ଏହି ପ୍ରଶ୍ନର ଉତ୍ତର ଜାଣିବା। ବାସ୍ତବରେ, ସମୁଦ୍ର ଜଳରେ ଅନେକ ପ୍ରକାରର ଖଣିଜ ପଦାର୍ଥ ଦ୍ରବୀଭୂତ ହୋଇଛି, ଯେଉଁଥିରୁ ସର୍ବାଧିକ…

ଆମାଜନ ଜଙ୍ଗଲକୁ କାହିଁକି ପୃଥିବୀର ଫୁସଫୁସ କୁହାଯାଏ, କ’ଣ ଏହାର ରହସ୍ୟ?

ଦକ୍ଷିଣ ଆମେରିକାରେ ଆମାଜନ ଜଙ୍ଗଲ ବ୍ୟାପିଛି। ଏହି ଜଙ୍ଗଲ ପୃଥିବୀର ସବୁଠାରୁ ବଡ ଜଙ୍ଗଲ ମଧ୍ୟରୁ ଗୋଟିଏ। ଏହାକୁ ପୃଥିବୀର ଫୁସଫୁସ ମଧ୍ୟ କୁହାଯାଏ ଏବଂ ଏହାର କାରଣ ମଧ୍ୟ ଅତ୍ୟନ୍ତ ସ୍ୱତନ୍ତ୍ର। ବାସ୍ତବରେ, ବାୟୁମଣ୍ଡଳରେ ଅମ୍ଳଜାନ ସ୍ତର ବଜାୟ ରଖିବାରେ ଆମାଜନ ଜଙ୍ଗଲ କେବଳ ଏକ ଜଙ୍ଗଲ ନୁହେଁ…

ଆଇସିସିର ଚେୟାରମ୍ୟାନ ବନିଲେ ଜୟ ଶାହା

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି)ର ଚେୟାରମ୍ୟାନ୍ ଭାବରେ ଦାୟିତ୍ୱ ଗ୍ରହଣ କଲେ ଜୟ ଶାହା। ନିଜେ ଏନେଇ ଆଇସିସି ପକ୍ଷରୁ ସୂଚନା ଦିଆଯାଇଛି। ଆଜିଠାରୁ ତାଙ୍କର କାର୍ଯ୍ୟକାଳ ଆରମ୍ଭ ହେଉଛି। ତେବେ ଜୟ ଶାହାଙ୍କ ପାଇଁ ପ୍ରଥମ କାର୍ଯ୍ୟ ତଥା ଚ୍ୟାଲେଞ୍ଜ ହେଉଛି ଆଇସିସି…

ପୁଣି ଆଳୁ ରାଜନୀତି: ପ୍ରଶ୍ନ କଲା କଂଗ୍ରେସ, ‘ସରକାର କରୁଛି କ’ଣ?’

ଭୁବନେଶ୍ବର: ପୁଣି ରାଜ୍ୟରେ ମୁଣ୍ଡ ଟେକିଛି ଆଳୁ ସଙ୍କଟ । କୌଣସି ରାଜ୍ୟକୁ ଆଳୁ ଦେବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମନା କରିବା ପରେ ଚିନ୍ତା ବଢିଛି ।  ପଶ୍ଚିମବଙ୍ଗ ଆଳୁ ନଦେବାରୁ ରାଜ୍ୟରେ ଆଳୁ ନିଅଁଣ୍ଟିଆ ସ୍ଥିତି ଉପୁଜିଛି । ଏହାର ଫାଇଦା ଉଠାଇ ମନ ଇଚ୍ଛା ଚଢା ଦରରେ…

ରାଜ କୁନ୍ଦ୍ରାଙ୍କୁ ସମନ ପଠାଇଲା ଇଡି, କାର୍ଯ୍ୟାଳୟରେ ହାଜର ପାଇଁ ନିର୍ଦ୍ଦେଶ

ମୁମ୍ବାଇ: ବଢ଼ିଲା ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ଅଡୁଆ। ପୁଣି ଜେରା କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ତାଙ୍କୁ ପଚରାଉଚରା କରିବା ପାଇଁ ମୁମ୍ବାଇ ଇଡି ଅଫିସକୁ ଡକାଯାଇଛି। ପର୍ଣ୍ଣଗ୍ରାଫି ଓ ଆଡଲ୍ଟ ଫିଲ୍ମ ବଣ୍ଟନ ଅଭିଯୋଗ ଏବଂ ମନିଲଣ୍ଡରିଂ ମାମଲାରେ ଇଡି…

ଭୁଶୁଡ଼ିଲା ନିର୍ମାଣାଧୀନ ଟନେଲ; ଚାଲିଗଲା ଜଣଙ୍କ ଜୀବନ

କୋଟା: ରାଜସ୍ଥାନର କୋଟା ଜିଲ୍ଲାର ମୁକୁନ୍ଦରା ସହରରେ ଗତକାଲି ରାତିରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେ ପାଇଁ ନିର୍ମାଣ ହେଉଥିବା ଟନେଲଟି ହଠାତ୍ ଭୁଶୁଡି ପଡିଛି । ଫଳରେ ସେଠାରେ କାର୍ଯ୍ୟ କରୁଥିବା କିଛି ଶ୍ରମିକ ଭଗ୍ନାବଶେଷ ତଳେ ଚାପି ହୋଇଯାଇଥିଲେ । ଏନେଇ…

ଆପ୍ ର ବଡ ଘୋଷଣା, ହେବନି ମେଣ୍ଟ, ଏକା ଲଢିବେ ନିର୍ବାଚନ

ନୂଆଦିଲ୍ଲୀ: ଆପ୍ ବିଧାୟକ ନରେଶ ବାଲ୍ୟାନ ଗିରଫ ହେବାର ଦିନକ ପରେ ଦଳର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ବିଧାନସଭା ନିର୍ବାଚନ ୨୦୨୫କୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି । ଦିଲ୍ଲୀ ବିଧାନସଭା ନିର୍ବାଚନରେ ମେଣ୍ଟ ହେବାକୁ ନେଇ ହେଉଥିବା ଚର୍ଚ୍ଚା ଉପରେ ବିରାମ ଲଗାଇଛନ୍ତି କେଜ୍ରିୱାଲ ।…

ମୁଖ୍ୟମନ୍ତ୍ରୀ ରେସରେ ଫଡନାଭିସ୍ ପସନ୍ଦ, ନା ନୂଆ ଚେହେରା ଦେବ ବିଜେପି?

ନୂଆଦିଲ୍ଲୀ: କିଏ ହେବ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ? ଜନାଦେଶର ସପ୍ତାହ ପରେ ବି ଏହାକୁ ନେଇ ଏବେ ବି ଜାରି ରହିଛି ସସପେନ୍ସ । ବିଜେପି ନେତୃତ୍ବରେ ମହାୟୁତି ମେଣ୍ଟ ବିଜୟ ହାସଲ କଲା ପରେ ମହାରାଷ୍ଟ୍ର ରାଜନୀତିରେ ଏବେ ଅଧିକ ଉଷ୍ମତା ଦେଖାଦେଇଛି । ଆସନ୍ତା ୫ ତାରିଖରେ ନୂଆ ମୁଖ୍ୟମନ୍ତ୍ରୀ ଶପଥ…

ମହଙ୍ଗା ପଡିଲା ପାନ ଖାଇବା, ଚଳନ୍ତା ବସରୁ ଖସି ବ୍ୟକ୍ତି ମୃତ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ସୁଲତାନପୁରରେ ଘଟି ଯାଇଛି ଅଭାବନୀୟ ଘଟଣା। ପୂର୍ବାଞ୍ଚଳ ଏକ୍ସପ୍ରେସୱେରେ ଶନିବାର ଦିନ ପାନ ଛେପ ପକାଇବାକୁ ଯାଇ ଚଳନ୍ତା ଏସି ବସରୁ ଖସିପଡି ଜଣେ ୬୫ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ପୂର୍ବାଞ୍ଚଳ ଏକ୍ସପ୍ରେସୱେ ସ୍ଥିତ ବିହି ଗ୍ରାମ ନିକଟରେ ଏହି ଅଘଟଣ…