Latest Odisha News

BREAKING NEWS

ଚଳନ୍ତା ଟ୍ରକର ଚକାଫାଟି ଲାଗିଲା ନିଆଁ, ଜଳିଗଲା ବହୁମୂଲ୍ୟ ସାମଗ୍ରୀ

ଭୁବନେଶ୍ୱର: ରାଜଧାନୀର ତମୋଣ୍ଡୋ ନିକଟରେ ଅଘଟଣ । ଏକ ଚଳନ୍ତା ଟ୍ରାନ୍ସପୋର୍ଟିଂ ଟ୍ରକରେ ନିଆଁ ଲାଗିଯିବା ଫଳରେ ଜଳିଗଲା ବହୁ ମୂଲ୍ୟ ସାମଗ୍ରୀ । ଖବରପାଇ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କଲା ଦମକଳବାହିନୀ । ଖବରମୁତାବକ, ଆଜି ମଧ୍ୟାହ୍ନ ସମୟରେ ତମୋଣ୍ଡୋ ଥାନା ନିକଟ ଫ୍ଲାଏ ଓଭର ଉପରେ…

ପ୍ରମୁଖ ସଚିବ ପଦରୁ ଇସ୍ତଫା ଦେଲେ ମନୋଜ କୁମାର ମିଶ୍ର

ଭୁବନେଶ୍ଵର: ଇଲେକ୍ଟ୍ରୋନିକ୍ସସ ଓ ଆଇଟି ବିଭାଗର ପ୍ରମୁଖ ଶାସନ ସଚିବ ପଦରୁ ଇସ୍ତଫା ଦେଲେ ମନୋଜ କୁମାର ମିଶ୍ର । ଇସ୍ତଫା ଗୃହିତ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସୂଚନା ମିଳିଛି। ୨୦୦୦ ବ୍ୟାଚର ଆଇଆରଟିଏସ ଅଫିସର ମନୋଜ କୁମାର ମିଶ୍ର ଦୀର୍ଘ ଦିନ ଧରି ଆଇଟି ବିଭାଗର ପ୍ରମୁଖ ଶାସନ…

ପପୁ ଯାଦବଙ୍କ ଭବିଷ୍ୟବାଣୀ; ‘ମୋଦି ହେବେ ନାହିଁ ପ୍ରଧାନମନ୍ତ୍ରୀ’

ପାଟନା: ୨୦୨୪ ଲୋକସଭା ନିର୍ବାଚନରେ ଏନଡିଏ କୁ ବହୁମତ ମିଳିଥିବାବେଳେ, ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି ନରେନ୍ଦ୍ର ମୋଦି । ଏହି ସମୟ ଭିତରେ ବିହାରର ପୂର୍ଣ୍ଣିୟା ଲୋକସଭା ଆସନରୁ ସ୍ବାଧୀନ ଭାବେ ଜିତିଥିବା ପପୁ ଯାଦବ ମୋଦିଙ୍କୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି ।…

ବିମାନ ବନ୍ଦରରେ କଙ୍ଗନା ରାଣାୱତଙ୍କୁ ଚାପୁଡା ମାରିଲେ ସିଆଇଏସଏଫ ଗାର୍ଡ

ଚଣ୍ଡିଗଡ଼: ବଲିଉଡ ଅଭିନେତ୍ରୀ ତଥା ମଣ୍ଡିର ବିଜେପି ସାସଂଦ କଙ୍ଗନା ରାଣାୱତଙ୍କୁ ଚଣ୍ଡିଗଡ଼ ବିମାନ ବନ୍ଦରରେ ଜଣେ ସିଆଇଏସଏଫ ଗାର୍ଡ ଚାପୁଡ଼ା ମାରିଛନ୍ତି । ଚାପୁଡ଼ା ମାରିଥିବା ଗାର୍ଡଙ୍କ ନାଁ ହେଉଛି କୁଲବିନ୍ଦର କୌର । ଏନେଇ କଙ୍ଗନା ଉକ୍ତ ଗାର୍ଡଙ୍କ ବିରୋଧରେ ଅଭିଯୋଗ ଆଣି ତୁରନ୍ତ କଠୋର…

‘ସ୍ୱାର୍ଥୀ’ କହି ଅଯୋଧ୍ୟା ବାସୀଙ୍କ ଉପରେ ବର୍ଷିଲେ ରାମୟାଣର ଲକ୍ଷ୍ମଣ

ଅଯୋଧ୍ୟା: ଅଯୋଧ୍ୟା ଭୋଟରଙ୍କ ଉପରେ ବର୍ଷିଛନ୍ତି ଲୋକପ୍ରିୟ ଅଭିନେତା ସୁନିଲ ଲେହରି । ୨୦୨୪ ସାଂସଦ ନିର୍ବାଚନରେ ବିଜେପିକୁ ଭୋଟ୍ ନଦେଇ ଲୋକେ ସମାଜବାଦୀ ପାର୍ଟି ପ୍ରାର୍ଥୀକୁ ଜିତେଇଥିବାରୁ ସୁନୀଲ୍ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । କହିଲେ ‘ବିଜେପି ସହିତ ବିଶ୍ୱାସଘାତକତା କରିଛନ୍ତି…

‘ସବୁ ପାଇଁ ଦାୟୀ ନବୀନ, ପରମୁଣ୍ଡରେ ଦୋଷ ଦେଇ ଖସିପାରିବେନି’

ଭୁବନେଶ୍ବର: ‘ନବୀନଙ୍କ ପରାଜୟ ପାଇଁ ଦାୟୀ ନିଜେ ନବୀନ, ପରମୁଣ୍ଡରେ ଦୋଷ ଦେଇ ଖସିପାରିବେନି’, ଓଡିଶା ଗଡ ବିଜେପି ହାତକୁ ଗଲାପରେ କିଛି ଏମିତି କହି ନବୀନଙ୍କ ଉପରେ ବର୍ଷିଛନ୍ତି ନବନିର୍ବାଚିତ ବିଜେପି ସାଂସଦ ପ୍ରତାପ ଷଡଙ୍ଗୀ । ରାଜ୍ୟ ରାଜନୀତିରେ ସବୁ କିଛି ଓଲଟପାଲଟ ହୋଇଯାଇଛି ।…

ବାଲେଶ୍ୱର ଓ ଭଦ୍ରକ ବାସୁଦେବପୁରରେ ଶୁଭିଲା ପ୍ରଚଣ୍ଡ ଶବ୍ଦ, ଲୋକେ ଆତଙ୍କିତ

ବାଲେଶ୍ବର:ବାଲେଶ୍ବର ଓ ଭଦ୍ରକ ବାସୁଦେବପୁରରେ ଶୁଭିଲା ପ୍ରଚଣ୍ଡ ଶବ୍ଦ  । ୧ ମିନିଟରେ ୨ରୁ ୩ ଥର ଶୁଭିଲା ପ୍ରଚଣ୍ଡ ଶବ୍ଦ, ଲୋକେ ଆତଙ୍କିତ । ତେବେ ପାଖରେ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟି ଥିବାରୁ, ଗୋଳାବାରୁଦ ପରୀକ୍ଷଣ ହେଉଥିବା ଲୋକମାନେ ଅନୁମାନ କରୁଛନ୍ତି । ଏହାର କାରଣ କଣ ସ୍ପଷ୍ଟ…

ନିର୍ବାଚନରେ ବିଜେଡି ପରାଜୟର କାରଣ କହିଲେ ବରିଷ୍ଠ ନେତା ଶଶୀ ବେହେରା

ଭୁବନେଶ୍ବର: ଚଳିତ ନିର୍ବାଚନରେ ବିଜେଡି ବିପର୍ଯ୍ୟୟର ସାମ୍ନା କରିଛି । ଦୀର୍ଘ ୨୪ ବର୍ଷ ପରେ ସରିଛି ନବୀନ ଯୁଗ  । ୨୪ ବର୍ଷର ଶାସନ ଭିତରେ ଦେଶରେ ଅପ୍ରତିଦ୍ୱନ୍ଦ୍ୱୀ ଓ ଅପରାଜେୟ ନେତା ପାଲଟିଥିଲେ ନବୀନ ପଟ୍ଟନାୟକ । ଓଡିଶା ବିଧାନସଭା ନିର୍ବାଚନର ଫଳାଫଳ ପରେ ସମସ୍ତଙ୍କ ମନରେ ଗୋଟିଏ…

ସିଏମଓରୁ ଇସ୍ତଫା ଦେଲେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା

ଭୁବନେଶ୍ବର: ବିଜେଡି ଧରାଶାୟୀ ହେବା ପରେ ବୁଧବାର ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ନବୀନ ପଟ୍ଟନାୟକ । ଗତକାଲି ତାଙ୍କର ଇସ୍ତଫା ପରେ ଆଜି ମୁଖ୍ୟମନ୍ତ୍ରୀଙ୍କ ଦୁଇ ଜଣ ପରାମର୍ଶଦାତା ନିଜ ପଦରୁ ଇସ୍ତଫା ଦେଇଛନ୍ତି । ସେ ହେଉଛନ୍ତି  ଆର୍.…

ବାର୍ଡ ଫ୍ଲୁ ସଂକ୍ରମଣରେ ଗଲା ବିଶ୍ବର ପ୍ରଥମ ଜୀବନ

ନୂଆଦିଲ୍ଲୀ: ବାର୍ଡ ଫ୍ଲୁରେ ଗଲା ପ୍ରଥମ ଜୀବନ । ମେକ୍ସିକୋର ଜଣେ ବ୍ୟକ୍ତିଙ୍କର ବାର୍ଡ ଫ୍ଲୁ ସଂକ୍ରମଣରେ ମୃତ୍ୟୁ ହୋଇଥିବା ନେଇ ସୂଚନା ଦେଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ଡବ୍ଲୁଏଚଓ । ମିଳିଥିବା ସୂଚନା ଅନୁସାରେ, ମୃତ ବ୍ୟକ୍ତିଙ୍କର ପୂର୍ବରୁ ଏକାଧିକ ସ୍ୱାସ୍ଥ୍ୟଗତ ସମସ୍ୟା ରହିଥିଲା…