Latest Odisha News

BREAKING NEWS

ପାଟଣାଗଡ଼ ପାର୍ସଲ ବୋମା ମାମଲା, ଆଜି ପାଟଣାଗଡ଼ ଏଡିଜେ କୋର୍ଟରେ ହେବ ସାକ୍ଷ୍ୟ ଗ୍ରହଣ

ବଲାଙ୍ଗିର: ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ପୋରଣ ଘଟଣାକୁ ୬ ବର୍ଷ ପୂରି ଯାଇଥିବା ବେଳେ ଏବେବି ବି କୋର୍ଟରେ ଏହାର ଶୁଣାଣି ଚାଲିଛି। ଆଜି ପାଟଣାଗଡ଼ ଏଡିଜେ କୋର୍ଟରେ ହେବ ସାକ୍ଷ୍ୟ ଗ୍ରହଣ l କୋର୍ଟରେ ସାକ୍ଷୀ ଦେଇପାରନ୍ତି ତତ୍କାଳୀନ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା l…

ହସ୍ପିଟାଲରୁ ଡିସଚାର୍ଜ ହେଲେ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ମୁକେଶ ରାଜପୁତ

ନୂଆଦିଲ୍ଲୀ: ହସ୍ପିଟାଲରୁ ଡିସଚାର୍ଜ ହେଲେ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ମୁକେଶ ରାଜପୁତ। ବିଜେପିର ବରିଷ୍ଠ ନେତା ବାଲେଶ୍ୱର ଲୋକସଭା ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ଫରୁଖାବାଦ ସାଂସଦ ମୁକେଶ ରାଜପୁତଙ୍କୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ସଂସଦ ସମ୍ମୁଖରେ…

୩ ବାଂଲାଦେଶୀ ଅନୁପ୍ରବେଶକାରୀ ଗିରଫ

ଅଗରତାଲା: ୩ ବାଂଲାଦେଶୀ ଅନୁପ୍ରବେଶକାରୀ ଗିରଫ। ତ୍ରିପୁରାର ଅଗରତାଲା ରେଲୱେ ଷ୍ଟେସନରୁ ଗିରଫ କଲା ପୋଲିସ। ବେଆଇନ ଭାବେ ସୀମା ପାର୍‌ ହୋଇ କୋଲକାତା ଯାଉଥିବା ସୂଚନା। ଏନେଇ ସରକାରୀ ରେଳ ପୋଲିସର ଅଧିକାରୀ (ଓସି) କହିଛନ୍ତି ଯେ ରବିବାର ଦିନ ଅଗରତାଲା ରେଳ ଷ୍ଟେସନରେ ତିନିଜଣ ବାଂଲାଦେଶୀ…

ଇତିହାସ ରଚିବ ଇସ୍ରୋ: ମହାକାଶରେ ଫଳିବ ଝୁଡଙ୍ଗ, ପାଳଙ୍ଗ

ନୂଆଦିଲ୍ଲୀ: ଭାରତୀୟ ସ୍ପେସ ଏଜେନ୍ସୀ ଇସ୍ରୋ ଏବେ ମହାକାଶ ଗବେଷଣା କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ ସେଟ୍ କରିବାକୁ ଯାଉଛି। ମହାକାଶରେ ମଞ୍ଜିକୁ ଗଜା କରିବ ଇସ୍ରୋ। ଅନ୍ତରୀକ୍ଷକୁ ପଠାଇବ ଅନ୍ତନଳୀର ଜୀବାଣୁ । ଉତକ୍ଷେପଣ ଅପେକ୍ଷାରେ ଥିବା ସ୍ପେଡେକ୍ସ ମିଶନରେ କିଛି ଏପରି ଐତିହାସିକ କାର୍ଯ୍ୟ…

ଅଲୁ ଅର୍ଜୁନଙ୍କ ଘର ଆଗରେ ବିକ୍ଷୋଭ ଘଟଣା: ଅଭିଯୁକ୍ତଙ୍କୁ ମିଳିଲା ବେଲ

ହାଇଦ୍ରାବାଦ: ସାଉଥ ସୁପରଷ୍ଟାର ଅଲୁ ଅର୍ଜୁନଙ୍କ ଘର ସାମ୍ନାରେ ଗତକାଲି ହୋଇଥିବା ବିକ୍ଷୋଭ ମାମଲାରେ 6 ଜଣଙ୍କୁ ଉଠାଇ ନେଇଥିଲା ପୋଲିସ l ସେହି 6 ଜଣଙ୍କୁ ଏବେ ଜାମିନ ମିଳିଛି l କୋର୍ଟ ସମସ୍ତ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଜାମିନ ପ୍ରଦାନ ପରେ ଏବେ ବାହାରକୁ ବାହାରିଛନ୍ତି ଏହି…

ଚଢ଼ାଉ ପାଇଁ ଯାଇ ଅବକାରୀ ଟିମ୍‌ ହଟହଟା: ବ୍ରାଉନସୁଗର ଜବତକୁ ନେଇ ପ୍ରବଳ ଉତ୍ତେଜନା

ଜଳେଶ୍ବର: ବ୍ରାଉନସୁଗାର ରେଡ୍‌ ବେଳେ କମର୍ଦ୍ଦା ବଜାରରେ ଉତ୍ତେଜନା। ବ୍ରାଉନସୁଗାର ଜବତ ସହ ଜଣେ ମହିଳାଙ୍କୁ ଧରିଲା ଅବକାରୀ ବିଭାଗ। ମହିଳାଙ୍କୁ ଧରି ଆଣିବା ବେଳେ ଅବକାରୀ ଗାଡ଼ି ଅଟକାଇଲେ ଲୋକେ। ଅବକାରୀ ବିଭାଗ ଗାଡ଼ି ଅଟକାଇ ଚାବି ଛଡ଼ାଇ ନେଇଥିବା ଅଭିଯୋଗ। ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା…

ପୋଲିସ ଏନ୍‌କାଉଣ୍ଟରରେ ୩ ଖଲିସ୍ତାନୀ ଆତଙ୍କବାଦୀ ନିହତ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ପିଲଭିତ୍‌ରେ ଏନକାଉଣ୍ଟର। ୩ ଖଲିସ୍ତାନୀ ଆତଙ୍କବାଦୀ ନିହତ ହୋଇଥିବା ସୂଚନା। ୟୁପି ଓ ପଞ୍ଜାବ ପୋଲିସର ମିଳିତ ଅପରେସନ ବେଳେ ଏହି ଏନକାଉଣ୍ଟର ହୋଇଛି। ସେମାନଙ୍କ ନିକଟରୁ ୨ଟି ଏକେ-47 ଓ ୨ଟି ପିସ୍ତଲ ସହ ଅନ୍ୟ ମାରଣାସ୍ତ୍ର ଜବତ କରିଛି ପୋଲିସ। ଗୁରୁଦାସପୁରର ଏକ…

୯ ଜଣଙ୍କ ଉପରେ ଚଢ଼ିଗଲା ଡମ୍ପର: ୩ ମୃତ

ମୁମ୍ବାଇ: ୯ ଜଣଙ୍କ ଉପରେ ଚଢ଼ିଗଲା ଡମ୍ପର। ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ରାସ୍ତାକଡ଼ ଫୁଟ୍‌ପାଥ୍‌ରେ ଶୋଇଥିବା ବେଳେ ଚଢ଼ିଗଲା ଡମ୍ପର। ଏଭଳି ଘଟଣା ଘଟିଛି ମହାରାଷ୍ଟ୍ରର ପୁଣେ ୱାଘୋଲି ଛକ ନିକଟରେ। ସୂଚନା ଅନୁସାରେ ୱାଘୋଲି ଛକ ନିକଟ ଫୁଟ୍‌ପାଥ୍‌ରେ ଶୋଇଥିଲେ ୯ ଜଣ। ଏଥିରେ ୨…

ଆସୁଛି ବର୍ଷା, କାନ୍ଦୁଛି ଚାଷୀ: ଆସନ୍ତାକାଲିଠାରୁ ରାଜ୍ୟରେ ପୁଣି ବର୍ଷା ସମ୍ଭାବନା

ଭୁବନେଶ୍ଵର: ପୁଣି ଆସୁଛି ବର୍ଷା । ଆସନ୍ତାକାଲିଠାରୁ ରାଜ୍ୟରେ ପୁଣି ବର୍ଷା ସମ୍ଭାବନା ରହିଛି। ଦୁଇ ଦିନ ଲାଗି ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ପଶ୍ଚିମା ଝଡ ପ୍ରଭାବରେ ବର୍ଷା ସହ ଘନ କୁହୁଡି ଦେଖିବାକୁ ମିଳିବ ବୋଲି ପୂର୍ବାନୁମାନ କରଛି…

ବିମାନ ଦୁର୍ଘଟଣା: ପୁରା ପରିବାର ମୃତ

ନୂଆଦିଲ୍ଲୀ: ବ୍ରାଜିଲ୍‌ରେ ଚାଲିଛି ସତେ ଯେମିତି ମୃତ୍ୟୁର ତାଣ୍ଡବ ଲୀଳା । ଗତକାଲି ଏକ ଭୟଙ୍କର ସଡକ ଦୁର୍ଘଟଣାରେ ୩୮ ଜଣ ପ୍ରାଣ ହରାଇଥିବା ବେଳେ ଆଜି ଆଉ ଏକ ବଡ ଧରଣର ବିମାନ ଦୁର୍ଘଟଣା ହୋଇଛି । ବିମାନ ଦୁର୍ଘଟଣାରେ ୧୦ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ଦକ୍ଷିଣ ବ୍ରାଜିଲ୍‌…