ରାଜସ୍ଥାନରେ ବସୁନ୍ଧରାଙ୍କୁ ବିଜେପିର ଅଣଦେଖା, ବିରୋଧୀ କଂଗ୍ରେସକୁ ଦେଲା ସୁଯୋଗ?
ଜୟପୁର: ୨୦୧୪ରେ ସମସ୍ତ ୨୫ଟି ଲୋକସଭା ଆସନରେ ବିଜୟୀ ହୋଇଥିବା ବେଳେ ୨୦୧୯ରେ ୨୪ଟି ଆସନରେ ବିଜୟୀ ହୋଇଥିଲା ଭାରତୀୟ ଜନତା ପାର୍ଟି। କିନ୍ତୁ ବିଧାନସଭା ନିର୍ବାଚନ ଜିତିବାର ମାତ୍ର ୬ ମାସ ପରେ ରାଜସ୍ଥାନରେ ଖରାପ ପ୍ରଦର୍ଶନ କରିଛି ଏହି ଦଳ। ଏହାର କାରଣ କଣ ଏହାକୁ ନେଇ ତର୍ଜମା ଚାଲିଛି।…