ବଢିଲା ରାହୁଲଙ୍କ ଅଡୁଆ: ଆସିଲା କୋର୍ଟ ଡାକରା…
ନୂଆଦିଲ୍ଲୀ: ଲୋକସଭାରେ ଠେଲାପେଲା ଘଟଣାରେ ସଂପୃକ୍ତି ନେଇ ରାହୁଲ ବିବାଦରେ ଥିବା ବେଳେ ଏବେ ଆଉ ଏକ ନୂଆ ଅଡୁଆରେ ଫସିଲେଣି ଗାନ୍ଧୀ । ରାହୁଲଙ୍କୁ ବରେଲି କୋର୍ଟ ସମନ ଜାରି କରିଛନ୍ତି । ଆସନ୍ତା ଜାନୁଆରୀ ୭ ତାରିଖରେ ହାଜର ହେବାକୁ ନୋଟିସ୍ ଜାରି କରାଯାଇଛି ।
ତେବେ ନିର୍ବାଚନ ବେଳେ…