ଟି-ଟ୍ବେଣ୍ଟି ବିଶ୍ବକପ୍ ୨୦୨୪: ଆଜିଠୁ ଅଭିଯାନ ଆରମ୍ଭ କରିବ ଟିମ୍ ଇଣ୍ଡିଆ
ନୂଆଦିଲ୍ଲୀ: ଆଜି ପ୍ରଥମ ଟି-ଟ୍ବେଣ୍ଟି ଖେଳିବ ଭାରତ । ଟି-ଟ୍ବେଣ୍ଟି ବିଶ୍ବକପ୍ରେ ଆଜିଠୁ ଅଭିଯାନ ଆରମ୍ଭ କରିବ ଟିମ୍ ଇଣ୍ଡିଆ । ପ୍ରଥମ ମ୍ୟାଚ ଆୟର୍ଲାଣ୍ଡ ବିପକ୍ଷରେ ସହ ରହିଛି । ଏହି ମ୍ୟାଚ୍ ନ୍ୟୁୟର୍କର ନାସାଉ କାଉଣ୍ଟି କ୍ରିକେଟ ଷ୍ଟାଡିୟମରେ ଖେଳାଯିବ।
ଭାରତୀୟ ସମୟ ରାତି ୮ଟାରେ…