ବିଜେପି ଶାସିତ ୭ମ ରାଜ୍ଯ ଭାବେ ଟ୍ୟାକ୍ସ ଫ୍ରି ହେଲା ‘ସାବରମତି ରିପୋର୍ଟ’
ଭୁବନେଶ୍ୱର: ଉତ୍ତରପ୍ରଦେଶ, ହରିୟାଣା, ରାଜସ୍ଥାନ, ଛତିଶଗଡ, ମଧ୍ୟପ୍ରଦେଶ ଏବଂ ଗୁଜୁରାଟ ପରେ ଓଡ଼ିଶା ସପ୍ତମ ବିଜେପି ଶାସିତ ରାଜ୍ୟ ଭାବେ 'ସାବରମତି ରିପୋର୍ଟ'କୁ କରମୁକ୍ତ କରିଛି।
ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଗୁରୁବାର ଦିନ ବିଧାନସଭାରେ ଏହି ଘୋଷଣା କରିଛନ୍ତି।…