ନିଖୋଜ ଡାକ୍ତର ଅମ୍ଳାନ ଭୋଇ କର୍ଣ୍ଣାଟକରୁ ଠାବ
ମାଲକାନଗିରି: ନିଖୋଜ ଡାକ୍ତର ଅମ୍ଳାନ ଭୋଇ ଠାବ। କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ଅମ୍ଳାନ ଭୋଇ ଠାବ ହୋଇଛନ୍ତି। କର୍ଣ୍ଣାଟକରୁ ଡାକ୍ତରଙ୍କୁ ଠାବ କଲା କାଲିମେଳା ପୋଲିସ। ଗତ କିଛି ତଳେ ନିଖୋଜ ହୋଇଥିଲେ ଡାକ୍ତର। ଥାନାରେ ଏତଲା ଦେଇଥିଲେ ମେଡିକାଲ କର୍ତ୍ତୃପକ୍ଷ।
ସୂଚନା…