Latest Odisha News

BREAKING NEWS

ଏଣିକି ଆଉ ଦେଖିହେବନି ନିର୍ବାଚନ ବେଳର ସିସିଟିଭି ରେକର୍ଡିଂ, ୱେବ କାଷ୍ଟିଂ ଫୁଟେଜ ଓ ଭିଡିଓ ରେକର୍ଡିଂ

ନୂଆଦିଲ୍ଲୀ: ଏଣିକି ନିର୍ବାଚନ ବେଳର ସମସ୍ତ ରେକର୍ଡ ଯାଞ୍ଚ କରିପାରିବେନି ଜନସାଧାରଣ। ଏହାକୁ ନେଇ ବଦଳିଲା ନିୟମ। ଅର୍ଥାତ ନିର୍ବାଚନ ବେଳର ସିସିଟିଭି ରେକର୍ଡିଂ, ୱେବ କାଷ୍ଟିଂ ଫୁଟେଜ ଆଉ ଦେଖି ହେବନି। ଏ ସମ୍ପର୍କିତ ନିୟମବଦଳାଇଲେ କେନ୍ଦ୍ର ସରକାର । ଏସବୁର ଅପବ୍ୟବହାର ହେଉଥିବା କହି ନିୟମ…

ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟକର ତଥ୍ୟ, ସ୍କୁଲକୁ ବୋମା ଧମକ ପଛରେ ୩ ଛାତ୍ରଙ୍କ ହାତ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀର ଅନେକ ସ୍କୁଲକୁ ବୋମା ପକାଇ ଉଡେଇଦେବା ନେଇ ମିଳିଥିବା ଧମକ ଘଟଣାରେ ତଦନ୍ତ କରୁଥିବା ଦିଲ୍ଲୀ ପୋଲିସ ଟିମ୍ ଏକ ଚକିତ କଲା ଭଳି ତଥ୍ୟ ଦେଇଛି। ପୋଲିସ ତଦନ୍ତରୁ ଜଣାପଡିଛି ଯେ ଦିଲ୍ଲୀରେ ଅତିକମରେ ତିନୋଟି ବିଦ୍ୟାଳୟକୁ ମିଳିଥିବା ଏହି ଧମକ ବିଦ୍ୟାଳୟର ୩ ଜଣ…

କୁଏତରେ ପ୍ରବାସୀ ଭାରତୀୟଙ୍କୁ ଓଡ଼ିଶା ଆସିବାକୁ ମୋଦିଙ୍କ ନିମନ୍ତ୍ରଣ

ନୂଆଦିଲ୍ଲୀ: କୁଏତରେ ପ୍ରବାସୀ ଭାରତୀୟଙ୍କୁ ଓଡ଼ିଶା ଆସିବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିମନ୍ତ୍ରଣ । କୁଏତ୍ ହାଲା ମୋଦି କାର୍ଯ୍ୟକ୍ରମରେ ଓଡ଼ିଶା କଥା ଉଲ୍ଲେଖ କଲେ ପିଏମ୍ ମୋଦି। ଓଡ଼ିଶାର ଗୁଣଗାନ ମଧ୍ୟ କଲେ। ଭୁବନେଶ୍ବରରେ ଆୟୋଜିତ ହେବାକୁ ଥିବା ପ୍ରବାସୀ ଭାରତୀୟ ଦିବସରେ ସାମିଲ ହେବାକୁ…

ମାରାଥନ ଚାଲିଥିବାବେଳେ ଯୁବକଙ୍କୁ ଗୁଳିମାଡ଼

ରାଉରକେଲା: ମାରାଥନ୍ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଗୁଳିମାଡ଼। ସେକ୍ଟର ୩ ଥାନା ସେକ୍ଟର ୨ ଛକରେ ଯୁବକଙ୍କୁ ଗୁଳିମାଡ଼ ହୋଇଛି। ଯୁବକଙ୍କ ପିଠିରେ ବାଜିଛି ଗୁଳି। କିଏ ଓ କାହିଁକି ଗୁଳି କଲେ ତାହା ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି। ଯୁବକଙ୍କୁ ଆଇଜିଏଚ୍‌ରେ ଭର୍ତ୍ତି କରାଯାଇଛି।…

ଶ୍ରୀମନ୍ଦିରରେ ବିଶୃଙ୍ଖଳା ପାଇଁ ୨ ସେବାୟତଙ୍କୁ କାରଣ ଦର୍ଶାଅ ନୋଟିସ୍

ପୁରୀ: ଶ୍ରୀମନ୍ଦିରରେ ବିଶୃଙ୍ଖଳା ପାଇଁ ଦୁଇ ସେବାୟତଙ୍କୁ କାରଣ ଦର୍ଶାଅ ନୋଟିସ୍ । ମୁଖ ପଖାଳ ସେବକ ମଦନ ମୋହନ ଖୁଣ୍ଟିଆ ଏବଂ ବିଶ୍ବନାଥ ଖୁଣ୍ଟିଆଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି। ଶ୍ରୀମନ୍ଦିର ଆଇନ୍ ୨୧-କ ଧାରା ଅନୁସାରେ ଉଭୟଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ଆଜିଠୁ କମିବ ବର୍ଷା, ଜାରି ରହିବ କୋହଲା ପାଗ

ଭୁବନେଶ୍ଵର: ଆଜିଠୁ କମିବ ବର୍ଷା । ଜାରି ରହିବ କୋହଲା ପାଗ । ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଗତ ୨ଦିନ ହେବ ଲାଗି ରହିଥିବା ଝିପି ଝିପି ବର୍ଷା ଆଜିଠାରୁ କମିବା ସମ୍ଭାବନା ରହିଛି । ତେବେ ଦକ୍ଷିଣ ଉପକୂଳ ଜିଲ୍ଲାରେ ଆଜି ମଧ୍ୟ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।…

ଏକ ଲକ୍ଷ ଲୋକଙ୍କ ଜୀବନ ନେଇଛି ସଡ଼କ ଦୁର୍ଘଟଣା, ଏହି ରାଜ୍ୟରେ ସର୍ବାଧିକ

ନୂଆଦିଲ୍ଲୀ: ଦେଶରେ ବଢ଼ି ବଢ଼ି ଚାଲିଛି ସଡ଼କ ଦୁର୍ଘଟଣା । ପ୍ରତି ମିନିଟରେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି ଅନେକ ଲୋକ। ସରକାର ମଧ୍ୟ ସଡ଼କ ଦୁର୍ଘଟଣାକୁ ରୋକିବା ପାଇଁ କଡ଼ା ଆଇନ ଆଣୁଛନ୍ତି। ହେଲେ ସାଧାରଣ ଲୋକ ଯଦି ସତର୍କ ନହୋଇ ଗାଡ଼ି ଚଳାଇବେ କେମିତି ରୋକି ହେବ ସଡ଼କ ଦୁର୍ଘଟଣା।…

ନୂଆ ବର୍ଷ ପୂର୍ବରୁ ପୃଥିବୀକୁ ବଡ଼ ବିପଦ ! ଚିନ୍ତାରେ ବୈଜ୍ଞାନିକ

ନୂଆଦିଲ୍ଲୀ ୨୧।୧୨: ନୂଆ ବର୍ଷ ପୂର୍ବରୁ ପୃଥିବୀକୁ ମାଡ଼ି ଆସୁଛି ବଡ଼ ବିପଦ। ଏତେ ବଡ଼ ବିପଦକୁ କେମିତି ଟାଳି ହେବ ଚିନ୍ତାରେ ବୈଜ୍ଞାନିକ । ଆଉ ଏହି ବିପଦ ହେଉଛି ଉଲ୍ଲକାପିଣ୍ଡ। ବୈଜ୍ଞାନିକଙ୍କ ଅନୁସାରେ ୨୪ ଡିସେମ୍ବରରେ ମହାକାଶରେ ଗତି କରିବ ଏହି ଉଲ୍ଲକାପିଣ୍ଡ। ଯଦି ଏହି ଉଲ୍ଲକାପିଣ୍ଡର…

ସିଏମଙ୍କ ଅଭିଯୋଗ ପରେ ମୁହଁ ଖୋଲିଲେ ଅଲୁ, କହିଲେ ‘ମୋ ଚରିତ୍ରକୁ ହତ୍ୟା କରାଯାଉଛି’

ହାଇଦ୍ରାବାଦ: ସାଉଥ ସୁପରଷ୍ଟାର ଅଲୁ ଅର୍ଜୁନ ତାଙ୍କ ଅଭିନୀତ ବ୍ଲକବଷ୍ଟର ଫିଲ୍ମ 'ପୁଷ୍ପା ୨'ର ସଫଳତା ପାଇଁ ଉତ୍ସବ ପାଳନ କରିବା ପୂର୍ବରୁ ଏକ ଗୁରୁତର ମାମଲାରେ ଛନ୍ଦି ହୋଇଯାଇଛନ୍ତି । ଗତ ଡିସେମ୍ବର ୪ ତଥା ଫିଲ୍ମର ପ୍ରିମିୟର୍ ସମୟରେ ସଂନ୍ଧ୍ୟା ଥିଏଟରରେ ଘଟିଥିବା ଦଳାଚକଟାରେ ଜଣେ…

ଦେଶରେ ଜଙ୍ଗଲ ପରିମାଣ ବୃଦ୍ଧି; ଓଡ଼ିଶାରେ ସର୍ବାଧିକ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଦେଶରେ ଯେଉଁଭଳି ଭାବେ ଜନସଂଖ୍ୟା ବୃଦ୍ଧି ପାଉଛି ଜନବସତି ନେଇ ବହୁ ପରିମାଣର ଜଙ୍ଗଲ ନଷ୍ଟ କରାଯାଉଛି । ଏହା ସହ ଶିଳ୍ପାଞ୍ଚଳ ଓ ଚାଷ ପାଇଁ ମଧ୍ୟ ବହୁ ମାତ୍ରାରେ ଗଛ ଗୁଡିକ କାଟି ଦିଆଯାଉଛି । ଫଳରେ ଏହାର ସିଧା ସଳଖ ପ୍ରଭାବ ମୌସୁମୀ ପରିବର୍ତ୍ତନ, ପ୍ରଦୂଷଣ…