କଡା ସୁରକ୍ଷା ବଳୟ ଭିତରେ ନୂଆପଡ଼ାରେ ଚାଲିଛି ଭୋଟ ଗଣତି, ୧୪୪ ଲାଗୁ
ନୂଆପଡ଼ା: ଆରମ୍ଭ ହୋଇଯାଇଛି ଭୋଟ ଗଣତି, ଖୋଲିବ ଭାଗ୍ୟର ପେଡ଼ି। ପ୍ରାର୍ଥୀ ଓ ସମର୍ଥକଙ୍କ ଛାତି ଧଡ଼ ଧଡ଼। ତ୍ରିସ୍ତରୀୟ କଡା ସୁରକ୍ଷା ବଳୟ ଭିତରେ ନୂଆପଡ଼ା ଏସନାଳ କଲେଜରେ ଚାଲିଛି ଦୁଇଗୋଟି ବିଧାନସଭା ଖଡ଼ିଆଳ ଓ ନୂଆପଡ଼ା ନିର୍ବାଚନ ମଣ୍ଡଳୀର ଭୋଟ ଗଣତି। ନୂଆପଡ଼ା ଜିଲ୍ଲାପାଳ ଓ ଏସପିଙ୍କ…