Latest Odisha News

BREAKING NEWS

୪୦୦ ଟଙ୍କା ପାଇଁ କ୍ୟାବ ଡ୍ରାଇଭରକୁ ମାରିଦେଲେ ନାବାଳକ

ନୂଆଦିଲ୍ଲୀ: ୪୦୦ ଟଙ୍କା ଭଡାକୁ ନେଇ ବିବାଦ। ୨୬ ବର୍ଷିୟ ଟ୍ୟାକ୍ସି ଡ୍ରାଇଭରଙ୍କୁ ଜଣେ ନାବାଳକ ସମେତ କିଛି ଯୁବକ ମିଶି ଛୁରୀ ଭୁସି ହତ୍ୟା କରିଛନ୍ତି। ଏହି ଘଟଣା ଉତ୍ତର ପୂର୍ବ ଦିଲ୍ଲୀର ସୋନିଆ ବିହାରରେ ଘଟିଛି। ଗତ ଶୁକ୍ରବାର ଦିନ ଟ୍ୟାକ୍ସି ବୁକ୍ କରିଥିବା ତିନି ଜଣ ପିଲା ଭଡା…

ଷ୍ଟକ୍ ମାର୍କେଟରେ ରିକ୍ସ ନନେଇ ଏଫଡିରେ ଟଙ୍କା ନିବେଶ କରନ୍ତୁ, ପ୍ରମୁଖ ବ୍ୟାଙ୍କଗୁଡିକର କେତେ ସୁଧ ଦିଆଯାଉଛି ଆସନ୍ତୁ…

ଭୁବନେଶ୍ବର:ସମସ୍ତେ ସୁରକ୍ଷିତ ବିନିଯୋଗ ଏବଂ ସର୍ବାଧିକ ରିଟର୍ଣ୍ଣ ଚାହାଁନ୍ତି | ନିବେଶକମାନେ ଷ୍ଟକ୍ ମାର୍କେଟରେ ଉତ୍କୃଷ୍ଟ ରିଟର୍ଣ୍ଣ ପାଆନ୍ତି ସତ କିନ୍ତୁ ଷ୍ଟକ୍ ମାର୍କେଟର କାରାବାରର ହ୍ରାସ ଘଟିଲେ ନିବେଶକମାନେ ନିବେଶ ପାଇଁ ଅନ୍ୟ ବିକଳ୍ପ ମଧ୍ୟ ଖୋଜନ୍ତି | ଏପରି ପରିସ୍ଥିତିରେ,…

ସ୍ତ୍ରୀର ତଣ୍ଟିକାଟି ସ୍ୱାମୀ ହତ୍ୟା କରିଥିବା ଅଭିଯୋଗ

ବରଗଡ଼: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ୍ ଥାନା ଅନ୍ତର୍ଗତ ଜେନକେଡା ଗ୍ରାମର କଲୋନୀ ପଡାରେ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ସ୍ତ୍ରୀର ତଣ୍ଟିକାଟି ସ୍ବାମୀ ହତ୍ୟା କରିଥିବା ଓ ଫେରାର ହୋଇଥିବା ଅଭିଯୋଗ ହୋଇଛି । ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ । ମିଳିଥିବା ସୂଚନା…

ରୁଷିଆ ଉପରେ ୟୁକ୍ରେନର ବଡ଼ ଧରଣର ଆକ୍ରମଣ, ମନେ ପକେଇଦେଲା ୯/୧୧ କଥା

ନୂଆଦିଲ୍ଲୀ: ରୁଷିଆ ଉପରେ ୟୁକ୍ରେନର ବଡ଼ ଧରଣର ଆକ୍ରମଣ। ୯/୧୧ ଆମେରିକା ଆକ୍ରମଣ ଭଳି ହୋଇଛି ଘାତକ ହମ୍‌ଲା କରିଛି ୟୁକ୍ରେନ। ରୁଷର କଜାନ ସହରରେ ଏହି ବଡ଼ ଧରଣର ଡ୍ରୋନ ଆକ୍ରମଣ କରିଛି ୟୁକ୍ରେନ । ତିନୋଟି ହାଇ ରାଇଜିଂ ବିଲ୍ଡିଂ ଉପରେ ଡ୍ରୋନ୍ ଆକ୍ରମଣ । ଆକ୍ରମଣରେ ଶିଶୁ ସମେତ ୬ ଜଣଙ୍କ ଜୀବନ…

ତ୍ରିଫଳା: ବଢ଼ାଇଥାଏ ରୋଗ ପ୍ରତିରୋଧକ କ୍ଷମତା, ମିଳିବ ଏହି ଅଜବ ଫାଇଦା

ଜୀବନଶୈଳୀ ବଦଳିବା ଯୋଗୁଁ ଅଧିକାଂଶ ଲୋକଙ୍କର ହଜମ ଶକ୍ତି ଦୁର୍ବଳ ହେଉଛି। ଫଳରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଖରାପ ହଜମ ଯୋଗୁଁ ଆପଣ ଅନେକ ଗମ୍ଭୀର ରୋଗର ଶିକାର ହୋଇପାରନ୍ତି। ତେବେ ଏହି ସବୁ ସମସ୍ୟାରୁ ମୁକ୍ତି ଦିଏ ତ୍ରିଫଳା। ଆମ ସ୍ବାସ୍ଥ୍ୟପୋକାରୀ ତ୍ରିଫଳା। ତ୍ରିଫଳା ସ୍ୱାସ୍ଥ୍ୟ…

ପୂର୍ବତନ କ୍ରିକେଟର୍‌ ରବିନ ଉଥପ୍ପାଙ୍କ ନାଁରେ ଆରେଷ୍ଟ ୱାରେଣ୍ଟ ଜାରି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ୍ ର ପୂର୍ବତନ ଖେଳାଳି ତଥା ବ୍ୟାଟ୍ସମ୍ୟାନ ରବିନ ଉଥପ୍ପାଙ୍କ ନାମରେ ଆରେଷ୍ଟ ୱାରେଣ୍ଟ ଜାରି ହୋଇଛି । ଉଥପ୍ପାଙ୍କ ଉପରେ ପ୍ରୋଭିଡେଣ୍ଟ ଫଣ୍ଡ ଦୁର୍ନୀତି (ଇପିଏଫଓ) ଘୋଟାଲା ମାମଲାରେ ଅଭିଯୋଗ ହୋଇଛି । ୨୩ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି ।…

ଶୀତ ଦିନେ ପାଦ ସବୁବେଳେ ଥଣ୍ଡା ରହୁଛି କି? ଜାଣନ୍ତୁ କାହିଁକି…

ଭୁବନେଶ୍ଵର: ସାରାଦେଶରେ ଶୀତ ଲହରୀ ଯୋଗୁଁ ପାରଦ ତଳ ମୁହାଁ ହେବାରେ ଲାଗିଛି। ଦିଲ୍ଲୀ ଏନସିଆର ଏବଂ ଉତ୍ତର ଭାରତରେ ଏବେ ପ୍ରବଳ ଜାଡ ଅନୁଭୁତ ହେଉଛି । ଏପରି ପରିସ୍ଥିତିରେ ଥଣ୍ଡା, କାଶ ଏବଂ ଅନ୍ୟାନ୍ୟ ପ୍ରକାରର ସମସ୍ୟା ବଢିଥାଏ। ବିଶେଷକରି ଯେଉଁମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ,…

ବୋହୂର ପ୍ରାଇଭେଟ୍ ପାର୍ଟରେ ଲୁହା ଚେଙ୍କ ଦେବା ସହ ଲଙ୍କା ଗୁଣ୍ଡ ପୂରାଇଦେଲେ…

ରାଜଗଡ଼: ମଧ୍ୟପ୍ରଦେଶ ରାଜଗଡ଼ ଜିଲ୍ଲାର କର୍ନାବାସ୍ ଥାନା ଶାହପୁରା ଗାଁରେ ବୋହୂ ଉପରେ ଅମାନୁଷିକ ନିର୍ଯାତନା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ଗତ ଡିସେମ୍ବର ୧୩ ରାତିରେ ଗାଁର ଜଣେ ଯୁବକ ତାଙ୍କ ଘରକୁ ଆସି ତାଙ୍କ ସହ ଅସଦାଚରଣ ଆରମ୍ଭ କରିଥିଲା। ଏହି ସମୟରେ ବଡ ବୋହୂ ଦେଖି ଚିଲାଇଥିଲେ।…

ଏସଆଇପି କରୁଥିଲେ ଏହି ସବୁ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ, ନହେଲେ ବୁଡିଯିବ ଟଙ୍କା !

ଭୁବନେଶ୍ବର : ଆଜିକାଲି ଲୋକମାନେ ଭବିଷ୍ୟତକୁ ଦୃଷ୍ଟିରେ ରଖି ନିବେଶ କରିବାକୁ ପସନ୍ଦ କରୁଛନ୍ତି । ଖାସ୍ କରି ଭବିଷ୍ୟତ ପାଇଁ ସେଭିଂ କରିବାକୁ ମ୍ୟୁଚୁଆଲ ଫଣ୍ଡରେ ନିବେଶ କରୁଛନ୍ତି । କିନ୍ତୁ ନିବେଶକୁ ନେଇ ଅଧିକ ଜ୍ଞାନ ନଥିବାରୁ ସମସ୍ୟାରେ ମଧ୍ୟ ପଡିଛନ୍ତୁ । ତେବେ ଲାଭଦାୟକ ନିବେଶ ଓ ଲାଭ…

ଜୀବନ ଗଲେ ଦାୟୀ ରହିବେ ପତ୍ନୀ; ଭରଣପୋଷଣ ପାଇଁ ମାଗୁଛନ୍ତି ୧ କୋଟି

ବେଙ୍ଗାଲୁରୁ: ବେଙ୍ଗାଲୁରୁର ଏଆଇ ଇଞ୍ଜିନିୟର ଅତୁଲ ସୁଭାଷଙ୍କ ଆତ୍ମହତ୍ୟା ପରେ ସାରା ଦେଶରେ ଯୌତୁକ ବ୍ୟବସ୍ଥା ଆଇନକୁ ନେଇ ବିତର୍କ ଆରମ୍ଭ ହୋଇଛି। ଏହାରି ମଧ୍ୟରେ ଗୁରୁଗ୍ରାମରେ ରହୁଥିବା ଜଣେ ୟୁଏକ୍ସ ଡିଜାଇନର୍ ଏହି ଆଇନରେ କିଭଳି ଛନ୍ଦି ହୋଇପଡିଛନ୍ତି ତାହା ବଖାଣିଛନ୍ତି।…