Latest Odisha News

BREAKING NEWS

ରେଜଲ୍ଟ ପୂର୍ବରୁ ବଜାରରେ ବିଜେପି ମିଠା, ମୋଦୀଙ୍କ ମାସ୍କ ପିନ୍ଧି ଚାଲିଛି ପ୍ରସ୍ତୁତି

ନୂଆଦିଲ୍ଲୀ: ଆସନ୍ତାକାଲି ବାହାରିବ ନିର୍ବାଚନ ଫଳ । ସେଥିପାଇଁ ରାଜନୈତୀକ ଦଳର ପ୍ରାର୍ଥୀ ମାନଙ୍କ ନିଦ ହଜିଗଲାଣି । ସେପଟେ କିନ୍ତୁ ଏଗଜିଟ ପୋଲ ଅନୁସାରେ ମୋଦୀଙ୍କ ‘ଅବ୍ କି ବାର୍ ୪୦୦ ପାର୍’ର ନାରା ସତ ହେବାକୁ ବସିଲାଣି । ସେଥିପାଇଁ ବିଜେପି କର୍ମୀଙ୍କ ମଧ୍ୟରେ ଉତ୍ସାହର ମାହୋଲ ଖେଳିଯାଇଛି…

ଟି୨୦ ବିଶ୍ୱକପରେ ସୁପର ଓଭର

ବ୍ରିଜଟାଉନ: ଚଳିତ ଆଇସିସି ଟି୨୦ ବିଶ୍ୱକପରେ ନାମିବିୟା ଓ ଓମାନ ମଧ୍ୟରେ ଅନୁଷ୍ଠିତ ମୁକାବିଲା ବେଶ ରୋମାଂଚକରପୂର୍ଣ୍ଣ ହୋଇଥିଲା । ନାମିବିୟା ପ୍ରଥମେ ବ୍ୟାଟିଂ କରି ୧୦୯ ରନ କରିଥିଲା । ଓମାନ ମଧ୍ୟ ସମାନ ରନ କରିବାକୁ ସକ୍ଷମ ହୋଇଥିଲା । ମ୍ୟାଚ ଟାଇ ହେବାରୁ ଫଳାଫଳ ପାଇଁ ସୁପର ଓଭରର ସହାୟତା…

ଖୁବ୍ ଶ୍ରୀଘ୍ର ହେବ ଜାମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ

ନୂଆଦିଲ୍ଲୀ: ଖୁବ ଶ୍ରୀଘ୍ର ହେବ ଜାମ୍ମୁ-କାଶ୍ମୀରରେ ବିଧାନସଭା ନିର୍ବାଚନ । ଏନେଇ ସୂଚନା ଦେଇଛନ୍ତି ନିର୍ବାଚନ କମିଶନର ରାଜୀବ କୁମାର । ନିର୍ବାଚନ କମିଶନର କହିଛନ୍ତି ଯେ, ଖୁବ ଶୀଘ୍ର ଜାମ୍ମୁ କାଶ୍ମୀର ବିଧାନସଭା ପାଇଁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିବାକୁ ନିର୍ବାଚନ ଆୟୋଗ ପ୍ରସ୍ତୁତ…

ପୁରୀ ବାଣ ବିସ୍ଫୋରଣ ଘଟଣା, ସୁସ୍ଥ ହୋଇ ଘରକୁ ଫେରିଲେ ୩ ଜଣ

ପୁରୀ: ଚନ୍ଦନ ଯାତ୍ରା ଅବସରରେ ନରେନ୍ଦ୍ର ପୋଖରୀ ବାଣ ଦୁର୍ଘଟଣାରେ ଏଯାବତ୍ ୧୩ ଜଣଙ୍କ ମୃତ୍ୟୁ ହୋଇସାରିଲାଣି । ମୃତ୍ୟୁ ସଂଖ୍ୟା ବଢିବାକୁ ନେଇ ଗୋଟେ ପଟେ ଚିନ୍ତା ବଢିଥିବା ବେଳେ ସାମ୍ନାକୁ ଆସିଛି ଏକ ଭଲ ଖବର । କଟକ ବଡ ଡାକ୍ତରଖାନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୩ଜଣ । ସୂଚନା…

୨୦୧୯ ତୁଳନାରେ ୨୦୨୪ରେ ମତଦାର ହାର ବୃଦ୍ଧି ପାଇଛି

ନୂଆଦିଲ୍ଲୀ: ୨୦୨୪ ନିର୍ବାଚନରେ ସାରା ବିଶ୍ୱରେ ଐତିହାସିକ ରେକର୍ଡ ସୃଷ୍ଟି କରିଛି ଭାରତ । ଚଳିତ ନିର୍ବାଚନରେ ୬୪ କୋଟିରୁ ଅଧିକ ମତଦାତା ନିଜର ମତାଧିକାର ସାବ୍ଯସ୍ତ କରିଥିବାବେଳେ ୩୧ କୋଟିରୁ ଅଧିକ ମହିଳା ଭୋଟର ମତଦାନ ପର୍ବରେ ସାମିଲ ହୋଇଛନ୍ତି । ଏହି ସଂଖ୍ୟା ଜି-୭ ଦେଶର ଭୋଟରଙ୍କ…

ପୁରୀରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ବିଜୟ ଉତ୍ସବ ପାଳନ ଉପରେ ଲାଗିଲା କଟକଣା

ପୁରୀ: ଆସନ୍ତାକାଲି ପ୍ରକାଶ ପାଇବ ନିର୍ବାଚନ ଫଳାଫଳା । ଆଉ ହାତୀ କାହା ମୁଣ୍ଡରେ କଳସ ଢାଳିବ, କିଏ ଗଢିବ ସରକାର ତାହା କାଲି ସ୍ପଷ୍ଟ ହୋଇଯିବ । ତେବେ ଫଳାଫଳ ଆସିବା ପରେ ବିଭିନ୍ନ ଦଳ ବିଜୟ ଉତ୍ସବ ପାଳନ ପାଇଁ ଏବେଠାରୁ ପ୍ରସ୍ତୁତ ହୋଇଗଲେଣି । ଯାହାକୁ ନେଇ ପୁରୀରେ ବିଜୟ ଉତ୍ସବ ପାଳନ ପାଇଁ…

ପୁଣି ଶ୍ରୀମନ୍ଦିର ଭିତର ବେଢାର ଫଟୋ ଭାଇରାଲ, ସୁରକ୍ଷା ଉପରେ ଉଠିଲା ପ୍ରଶ୍ନ

ପୁରୀ: ପୁଣି ଅସୁରକ୍ଷିତ ହୋଇପଡିଛି ଶ୍ରୀମନ୍ଦିର । ରାଜ୍ୟ ସରକାରଙ୍କ ପକ୍ଷରୁ ସୁରକ୍ଷା ନେଇ ବିଭିନ୍ନ ପଦକ୍ଷେପ ନିଆଯାଉଥିବା ସତ୍ତ୍ବେ ଏହା ବିଫଳ ହୋଇଛି । କାରଣ ଭିତର ବେଢାର ଫଟୋ ପୁଣି ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଖବର ମୁତାବକ, ଦୁଇ ଜଣ ଯୁବକ ଭିତର ବେଢାରେ ସେଲ୍ଫି ନେଇ ସୋସିଆଲ…

ରାତି ପାହିଲେ ନିର୍ବାଚନ ଫଳ, ପ୍ରାର୍ଥୀଙ୍କ ମନରେ ଛନକା, ସୁରକ୍ଷା ବ୍ୟବସ୍ଥା କଡାକଡି

ଭୁବନେଶ୍ଵର: ରାତି ପାହିଲେ ବାହାରିବ ନିର୍ବାଚନ ଫଳ । କିଏ ପିନ୍ଧିବ ବିଜୟ ମୁକୁଟ । ଫୋକସରେ ସମସ୍ତ ରାଜନୈତୀକ ଦଳ । ଏବେଠୁ ସମସ୍ତ ରାଜନୈତୀକ ଦଳର ପ୍ରାର୍ଥୀଙ୍କ ମନରେ ଛନକା ପଶିଲାଣି । ସେପଟେ ଷ୍ଟ୍ରଙ୍ଗ ରୁମ ସୁରକ୍ଷା ଠାରୁ ଆରମ୍ଭ କରି ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବା…

ଟି୨୦ ବିଶ୍ୱକପ : ଏଥର ବିଜେତାଙ୍କୁ ମିଳିବ ରେକର୍ଡ ପ୍ରାଇଜ ମନୀ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ ୨୦୨୪ ଆରମ୍ଭ ହୋଇଯାଇଛି । ୱେଷ୍ଟଇଣ୍ଡିଜ ଓ ଆମେରିକାରେ ୨ ଜୁନରୁ ୨୯ ପର୍ଯ୍ୟନ୍ତ ଏହା ଖେଳାଯିବ । ସୋମବାର ଆଇସିସି ଏହି ବିଶ୍ୱକପ ପାଇଁ ପୁରସ୍କାର ରାଶି ଘୋଷଣା କରିଛି । ଏଥର ବିଜେତାଙ୍କୁ ରେକର୍ଡ ୨୦.୨୬ କୋଟି ଟଙ୍କା ଏବଂ ରନର୍ସଅପ ଟିମକୁ ୧୦.୬୪ କୋଟି ମିଳିବ ।…

ଇଭିଏମ ଭାଙ୍ଗିବା ଘଟଣାରେ ଅସନ୍ତୋଷ ପ୍ରକାଶ କଲେ ସୁପ୍ରିମକୋର୍ଟ, ରାମକୃଷ୍ଣ ରେଡ୍ଡୀଙ୍କୁ ଗଣନା କେନ୍ଦ୍ର ପାଖକୁ ଯିବାକୁ…

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ଜଣେ ବିଧାୟକଙ୍କୁ ଅନ୍ତରୀଣ ସୁରକ୍ଷା ଯୋଗାଇବା ଉପରେ ସୁପ୍ରିମକୋର୍ଟଙ୍କ କଡା ଆଭିମୁଖ୍ୟ । ଆନ୍ଧ୍ରପ୍ରଦେଶର ମତଦାନ କେନ୍ଦ୍ରରେ ଇଭିଏମ ଭାଙ୍ଗିବା ଅଭିଯୋଗରେ ସୁପ୍ରିମକୋର୍ଟ ମଚେରଲା ବିଧାୟକ ପିନେଲି ରାମକୃଷ୍ଣ ରେଡ୍ଡୀଙ୍କୁ ଗଣନା କେନ୍ଦ୍ର କିମ୍ବା ଏହାର ଆଖପାଖ…