Latest Odisha News

BREAKING NEWS

ହାସିନାଙ୍କ ଭଳି ଭାରତରେ ଶରଣ ନେଇ ପାରିବେ କି ଯେକୌଣସି ଦେଶର ନେତା?

ନୂଆଦିଲ୍ଲୀ: ଅଗଷ୍ଟ ୫ ତାରିଖରେ ଶେଖ ହସିନା ବାଂଲାଦେଶ ଛାଡି ଭାରତରେ ଆଶ୍ରୟ ନେଇଥିଲେ। ସେବେଠାରୁ ସେ ଏଠାରେ ରହୁଛନ୍ତି, ତିନି ମାସ ହେବ ସେ ନିଜ ଦେଶ ଛାଡି ଭାରତରେ ଆଶ୍ରୟ ନେଇଛନ୍ତି। ଅଦ୍ୟାବଧି ସେ ଅନେକ ଦେଶରେ ରାଜନୈତିକ ଆଶ୍ରୟ ନେବାକୁ ଚେଷ୍ଟା କରିଛନ୍ତି କିନ୍ତୁ ଏପର୍ଯ୍ୟନ୍ତ ସେ ଏଥିରେ…

ରାଜକୀୟ ଢଙ୍ଗରେ ୨ ମାସ ପରେ ପୁଣି ଦ୍ବିତୀୟ ଥର ବିବାହ କଲେ ଅଦିତି

ଜୟପୁର: ବିବାହ ଋତୁରେ, ଫିଲ୍ମ ଇଣ୍ଡଷ୍ଟ୍ରିର ଏକ ନୂତନ ଦମ୍ପତି ପୁଣି ବିବାହ କରିଛନ୍ତି । ଅଦିତି ରାଓ ହୈଦରୀ ଏବଂ ସିଦ୍ଧାର୍ଥ ୪୦୦ ବର୍ଷ ପୁରୁଣା ମନ୍ଦିରରେ ବିବାହ କରିବା ପରେ ରାଜସ୍ଥାନର ଏକ ଦୁର୍ଗରେ ଏକ ଭବ୍ୟ ବିବାହ କରିଛନ୍ତି । ଅଦିତି ଏବଂ ସିଦ୍ଧାର୍ଥ ସେମାନଙ୍କର ଦ୍ୱିତୀୟ ବିବାହର ଫଟୋ…

ସିପିଆର କେତେ ଲାଭଦାୟକ, ହୃଦଘାତ ସମୟରେ ସାହାଯ୍ୟ ଦିଏ କି?

ଆଜିକାଲି ଆମର ଭୁଲ ଅଭ୍ୟାସ ଯୋଗୁଁ ଅନେକ ବିପଜ୍ଜନକ ରୋଗ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଗତ କିଛି ବର୍ଷ ମଧ୍ୟରେ ହୃଦଘାତ ଏବଂ ଛାତି ଯନ୍ତ୍ରଣା ଭଳି ମାମଲା ଅଧିକ ସାମ୍ନାକୁ ଆସିଛି। ଖରାପ ଜୀବନଶୈଳୀ ଏବଂ ଖାଇବା ଅଭ୍ୟାସ ଯୋଗୁଁ ଯୁବକମାନେ ମଧ୍ୟ ଏହାର ଶିକାର ହେବାକୁ ଯାଉଛନ୍ତି। ଏଗୁଡ଼ିକ…

ରାଗ ଶୁଝାଇବେ ନା ଚୁପ୍ ରହିବେ ?

ଭୁବନେଶ୍ବର: ୬ମାସିଆ ଛୁଟିରୁ ଫେରି କାର୍ଯ୍ୟରେ ଯୋଗ ଦେଇଛନ୍ତି ଆଇଏଏସ ସୁଜାତା କାର୍ତ୍ତିକେୟନ । ଗତକାଲି ରାଜ୍ୟ ସରକାର ସୁଜାତାଙ୍କର ଆଉ ୬ମାସ ଛୁଟି ଆବେଦନକୁ ଅଗ୍ରାହ୍ୟ କରି ଦେଇଥିଲେ । ଏହାପରେ ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବ ଭାବେ ଦାୟିତ୍ବ ନେଇଛନ୍ତି ୨୦୦୦ବ୍ୟାଚର ଆଇଏଏସ ଅଧିକାରୀ…

‘ହେବେ ଯଦି ମୁଖ୍ୟମନ୍ତ୍ରୀ ହେବେ, ଉପମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବେନି ସିନ୍ଦେ’

ମୁମ୍ବାଇ: ସରିଯାଇଛି ମହାରାଷ୍ଟ୍ର ନିର୍ବାଚନ । ହେଲେ ଏବେ ବି ମହାରାଷ୍ଟ୍ର ଭୋଟରଙ୍କ ସସପେନ୍ସ ସରିନି । କାହା ହାତକୁ ଯିବ ମହାରାଷ୍ଟ୍ର ଶାସନ? ସେନେଇ ଏବେ ବି ଚର୍ଚ୍ଚା ଜାରି ରହିଛି । ଦେବେନ୍ଦ୍ର ଫଡନାଭିସ୍ ନା ଏକନାଥ ସିନ୍ଦେ, କାହାକୁ ବାଛିବ ମେଣ୍ଟ । ଏହାକୁ ନେଇ କସରତ ଚାଲିଥିବା ବେଳେ…

ବିଧାୟକଙ୍କୁ ଆକ୍ରମଣ ଘଟଣା: ଜାମିନ ଆବେଦନ ଶୁଣାଣି ସ୍ଥଗିତ ରଖିଲେ କୋର୍ଟ

ଯାଜପୁର: ଯାଜପୁର ଧର୍ମଶାଳା ବିଧାୟକ ହିଂମାଶୁ ସାହୁଙ୍କୁ ଆକ୍ରମଣ ମାମଲାରେ ଜାମିନ ଶୁଣାଣି ସ୍ଥଗିତ । ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ହୋଇଥିବା ୧୦ ଜଣ ଅଭିଯୁକ୍ତଙ୍କ ଜାମିନ୍ ଆବେଦନ ଶୁଣାଣି ସ୍ଥଗିତ ରଖାଯାଇଛି । ତଦନ୍ତ ଭାର ନେଇଥିବା କ୍ରାଇମ ବ୍ରାଞ୍ଚଙ୍କୁ ସବିଶେଷ ତଥ୍ୟ ମାଗିଛନ୍ତି କୋର୍ଟ ।…

ଇସ୍ରାଏଲ ଓ ହିଜବୁଲ୍ଲାହର ଅସ୍ତ୍ରବିରତି ବୁଝାମଣା, ଜାଣନ୍ତୁ କଣ ରହିଛି କାରଣ..

ଗାଜା: ଇସ୍ରାଏଲ ଏବଂ ହିଜବୁଲ୍ଲାହ ମଧ୍ୟରେ ଅସ୍ତ୍ରବିରତି ବୁଝାମଣା  ପାଇଁ ଏକ ଚୁକ୍ତି ହୋଇଛି। ଯାହା ପରେ ହିଜବୁଲ୍ଲାହ ଏବଂ ଇସ୍ରାଏଲ ପରସ୍ପର ଉପରେ ଆକ୍ରମଣ କରିବେ ନାହିଁ। ତେବେ ଉଭୟ ୬୦ ଦିନ ଧରି ଅସ୍ତ୍ରବିରତି ଉଲ୍ଲଂଘନ ନକରିବାକୁ ସହମତି ହୋଇଛନ୍ତି। ତେବେ ଇସ୍ରାଏଲର ପ୍ରଧାନମନ୍ତ୍ରୀ…

ଲାଞ୍ଚ ନେଇ ଧରାପଡିଲେ ସିଡିପିଓ

ଗଞ୍ଜାମ‌: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ସିଡିପିଓ ସନ୍ଧ୍ୟାରାଣୀ ପାଣିଗ୍ରାହୀ। ତାଙ୍କଠାରୁ ୧୨ ହଜାର ଟଙ୍କାର ଜବତ କରିଛନ୍ତି ଭିଜିଲାନ୍ସ ଅଧିକାରୀ। ସୂଚନା ଅନୁସାରେ ଏକ ଅଙ୍ଗନବାଡ଼ି କେନ୍ଦ୍ରର କର୍ମଚାରୀଙ୍କ ବକେୟା ଅର୍ଥ ପ୍ରଦାନ କରିବା ପାଇଁ…

ରାପର ବାଦଶାହଙ୍କ କ୍ଲବରେ ବିସ୍ଫୋରଣ, ନିଜକୁ ଦାୟୀ କଲା ଗୋଲ୍ଡି…

ଚଣ୍ଡିଗଡ: ଚଣ୍ଡିଗଡରେ ମଙ୍ଗଳବାର ଦୁଇଟି ନାଇଟ୍ କ୍ଲବ ବାହାରେ ବିସ୍ଫୋରଣ ହେବା ଯୋଗୁ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି। ଏହି କ୍ଲବଗୁଡ଼ିକ ମଧ୍ୟରୁ ଗୋଟିଏରେ ରାପର ବାଦଶାହଙ୍କର ଭାଗୀଦାର ରହିଛି। ବାଇକ୍ ଚଳାଉଥିବା ଦୁଇଜଣ ମୁଖା ବ୍ୟକ୍ତି ଉକ୍ତ ସ୍ଥାନରେ ବୋମା ଫିଙ୍ଗି ପଳାଇ…

ଖଳାରୁ ଧାନ ଚୋରି କରୁଥିଲେ ଚୋର, ମାଡିବସିଲେ ଗ୍ରାମବାସୀ

ବରଗଡ଼: ରାତିରେ ଖଳାରୁ ଧାନ ଚୋରି କରୁଥିଲେ ଚୋର, ମାଡିବସିଲେ ଗ୍ରାମବାସୀ । ବରଗଡ଼ ଅତାବିରା ଥାନା ଗୌଡ଼ଟିକ୍ରା ଏବଂ ସହରାଟିକ୍ରା ଗାଁରେ ଧାନଚୋରି କରୁଥିବା ୮ଜଣ ଦାନ ଚୋରଙ୍କୁ କାବୁ କରିଛନ୍ତି ଗ୍ରାମବାସୀ। ଏହି ମାମଲାରେ ୮ ଧାନ ଚୋରଙ୍କୁ ଗିରଫ କଲା ପୋଲିସ। ଗାଁର ଜଣେ ଚାଷୀ ଖଳାରେ ଧାନ…