Latest Odisha News

BREAKING NEWS

ସପ୍ତମ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ, ୯୦୪ ପ୍ରାର୍ଥୀଙ୍କର ହେବ ଭାଗ୍ୟ ପରିକ୍ଷା

ନୂଆଦିଲ୍ଲୀ: ଶେଷ ହେବ ଗଣତନ୍ତ୍ରର ମହାନ ପର୍ବ । ଆଜି ସପ୍ତମ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ । ବିହାର, ଚଣ୍ଡିଗଡ଼, ହିମାଚଳ ପ୍ରଦେଶ, ଝାଡ଼ଖଣ୍ଡ, ଓଡ଼ିଶା, ପଞ୍ଜାବ, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗ ସମେତ ୮ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ମୋଟ ୫୭ଟି ଲୋକସଭା ଆସନରେ ଆରମ୍ଭ ହୋଇଛି ମତଦାନ ।…

କୋଲେଷ୍ଟରଲକୁ ନିୟନ୍ତ୍ରଣରେ ରଖେ ଅଖରୋଟ

ଭୁବନେଶ୍ଵର: ଆଲମଣ୍ଡ, ପିସ୍ତା, ବାଦାମ ଓ କିସ୍‌ମିସ୍‌ ପରି ସମସ୍ତ ଡ୍ରାଏ ଫ୍ରୁଟ୍‌ସର ଅଲଗା ଅଲଗା ବିଶେଷତ୍ୱ ରହିଛି। ଶରୀରରେ ହେଉଥିବା ଭିଟାମିନ୍‌ର ଅଭାବକୁ ଡ୍ରାଏ ଫ୍ରୁଟସ୍‌ ପୂରଣ କରିଥା’ନ୍ତି। ଏଥିରେ ଭିଟାମିନ୍‌, ପ୍ରୋଟିନ୍‌ ଓ ପୋଷକତତ୍ତ୍ୱ ପ୍ରଚୁର ମାତ୍ରାରେ ରହିଛି। ସେହିପରି ଏକ…

ଶିମିଳିପାଳ ବାବଦରେ ଜାଣିବାକୁ ବହି କିଣିଲେ ନବୀନ!

ଭୁବନେଶ୍ବର: ବୁକ୍ ଷ୍ଟୋରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୀର୍ଘ ଦିନ ଧରି ନିର୍ବାଚନ ପ୍ରଚାରର ବ୍ୟସ୍ତତାରୁ ଫୁରସତ୍ ପାଇବା ପରେ ଆଜି ସନ୍ଧ୍ୟା ସାତଟା ସମୟରେ ମାଷ୍ଟରକ୍ୟାଣ୍ଟିନ ସ୍ଥିତ ମଡର୍ଣ୍ଣ ବୁକ୍ ଡିପୋରେ ପହଞ୍ଚି ବହି କିଣିଛନ୍ତି ନବୀନ । ଏହି ସମୟରେ ତାଙ୍କ ସାଙ୍ଗରେ ଥିଲେ…

ଦେହରେ ଗେରୁଆ ବସ୍ତ୍ର, ହାତରେ ରୁଦ୍ରାକ୍ଷ, ମଥାରେ ତିଲକ: ଧ୍ୟାନରେ ମୋଦୀ

କନ୍ୟାକୁମାରୀ: ଦେହରେ ଗେରୁଆ ବସ୍ତ୍ର, ହାତରେ ରୁଦ୍ରାକ୍ଷ, ମଥାରେ ତିଲକ… କନ୍ୟାକୁମାରୀ ଯାଇ ବିବେକାନନ୍ଦ ସ୍ମାରକୀ ଶିଳାରେ ଧ୍ୟାନ ସାଧନା କରୁଛନ୍ତି ମୋଦୀ । ମନ୍ଦିରରେ ପୂଜାର୍ଚ୍ଚନା ପରେ ଧ୍ୟାନରେ ବସିଛନ୍ତି ମୋଦୀ । ଏହାରିଭିତରେ ସାମ୍ନାକୁ ଆସିଛି ମୋଦୀଙ୍କ କିଛି ଫଟୋ । ଗତକାଲିଠୁ…

ଖେଳୁଥିବା ବେଳେ ପିଠିରେ ପଶିଗଲା ଲୁହା ଛଡ଼

ବରଗଡ଼: ଖେଳୁଥିବା ସମୟରେ ଘଟିଲା ଅଘଟଣ । ନଅ ବର୍ଷର ଶିଶୁ ଦେହରେ ପଶିଗଲା ଲୁହା ଛଡ଼ । ଚିକିତ୍ସା ପାଇଁ ତୁରନ୍ତ ବରଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ପରିବାର ଲୋକେ । କିନ୍ତୁ ସେଠାରେ ଶିଶୁଟିର ଅବସ୍ଥା ଗୁରୁତର ହେବାରୁ ତୁରନ୍ତ ତାଙ୍କୁ ବୁର୍ଲା ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ…

ଆପ୍ ସାଂସଦ ସ୍ବାତି ମାଲିଓ୍ବାଲ ମାମଲା: ୧୪ ଦିନିଆ ନ୍ୟାୟିକ ହେପାଜତକୁ ଗଲେ ବିଭବ କୁମାର

ନୂଆଦିଲ୍ଲୀ: ଆପ୍ ରାଜ୍ୟସଭା ସାଂସଦ ସ୍ବାତି ମାଲିୱାଲ ମାମଲା । କେଜ୍ରିଓ୍ବାଲଙ୍କ ପିଏସ୍ ବିଭବ କୁମାରଙ୍କ ଅଡୁଆ ବଢିଲା । ଦିଲ୍ଲୀର ତିସ୍ ହଜାରି କୋର୍ଟ ଆଜି ବିଭବଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତ କୁ ପଠାଇଦେଇଛନ୍ତି । ସ୍ବାତୀ ମାଲିୱାଲ ମାମଲାରେ ବିଭବ କୁମାରଙ୍କୁ ମେ ୧୮ ରେ ଗିରଫ କରିଥିଲା…

ଆସନ୍ତାକାଲି କାକଟପୁର ଓ ନିମାପଡାରେ ମତଦାନ, ଭୋଟ୍ ଦେବେ ୪୯୧୬୯୮ ଭୋଟର

ପୁରୀ: ଆସନ୍ତାକାଲି ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ । ଏଥି ମଧ୍ୟରେ ପୁରୀ ଜିଲ୍ଲାରେ ଦ୍ୱିତୀୟ ତଥା ଚୁଡାନ୍ତ ପର୍ଯ୍ୟାୟ ପାଇଁ ଭୋଟ୍ ପଡିବ । ୧୬ ଜଗତସିଂହପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୧୦୫ କାକଟପୁର ଓ ୧୦୬ ନିମାପଡା ବିଧାନସଭା ନିର୍ବାଚନ…

ଜେଲ ଭିତରେ ନିର୍ବାଚନ ଫଳାଫଳ ଦେଖିବେ ରେବନ୍ନା, ୬ ଦିନ ପାଇଁ ନିଜ ହେପାଜତକୁ ନେଲା ଏସଆଇଟି

ବେଙ୍ଗାଲୁରୁ: ରିମାଣ୍ଡରେ ଗଲେ ଜେଡିଏସରୁ ନିଲମ୍ବିତ ସାଂସଦ ପ୍ରଜ୍ଜ୍ଵଳ ରେବନ୍ନା । ଜୁନ ୬ ପର୍ଯ୍ୟନ୍ତ ଏସଆଇଟି ହେପାଜତରେ ରହିବେ ପ୍ରଜ୍ଜ୍ଵଳ । ଜେଲରେ ଭିତରେ ରହି ନିର୍ବାଚନ ଫଳାଫଳ ଦେଖିବେ ପ୍ରଜ୍ଜ୍ଵଳ । ଯୌନ କେଳେଙ୍କାରୀ ମାମଲାରେ ଜୁନ ୬ ପର୍ଯ୍ୟନ୍ତ ରେବନ୍ନାଙ୍କୁ ଏସଆଇଟି ହେପାଜତକୁ…

କିଏ କହୁଛି ସତ ?

ଭୁବନେଶ୍ବର: ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରୁମରେ ନାହିଁ ଟେଲିଫୋନ୍ ସଂଯୋଗ। ସିଧାସଳଖ ନବୀନଙ୍କ ରୁମରେ ନାହିଁ ଟେଲିଫୋନ୍ କନେକ୍ସନ୍ । ମୁଖ୍ୟମନ୍ତ୍ରୀଙ୍କ ରୁମରେ ଥିବା ଟିଭିରେ ଓଡିଆ ଚ୍ୟାନେଲ୍ ଆସୁନାହିଁ । ନବୀନଙ୍କ ରୁମରେ ଥିବା ଟିଭିରେ କେବଳ ଇଂରାଜୀ ନ୍ୟୁଜ…

ଗତ ୨ଦିନର ଘଟଣାରେ ସ୍ଵାସ୍ଥ୍ୟ ସେବାର ବିକଳ ଚିତ୍ର ସାମ୍ନାକୁ ଆସିଛି: ସମୀର ମହାନ୍ତି

ଭୁବନେଶ୍ୱର: ରାଜ୍ୟ ସ୍ଵାସ୍ଥ୍ୟ ସେବାର ବିକଳ ଚିତ୍ର । ଗତ ୨ ଦିନ ଭିତରେ ରାଜ୍ୟରେ ଯେଉଁ ଦୁଇଟି ଅଭାବନୀୟ ଘଟଣା ଘଟିଛି ସେଥିରୁ ରାଜ୍ୟ ସରକାରଙ୍କ ସ୍ଵାସ୍ଥ୍ୟ ବିଭାଗର ଚିତ୍ର ପୁରା ଜଳ ଜଳ ହୋଇ ଦିଶୁଛି । ପୁରୀରେ ବାଣ ବିସ୍ଫୋରଣଜନିତ ମୃତ୍ୟୁ ଓ ପଶ୍ଚିମଓଡ଼ିଶାରେ ଅଂଶୁଘାତଜନିତ ମୃତ୍ୟୁ…