କିଏ ଧରିବ ମହାରାଷ୍ଟ୍ରର ମଙ୍ଗ? ଲାଗିରହିଛି ସସପେନ୍ସ! କାଲି ଇସ୍ତଫା ଦେବେ ସିନ୍ଦେ
ମୁମ୍ବାଇ: ଆସନ୍ତାକାଲି ଅର୍ଥାତ୍ ମଙ୍ଗଳବାର ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ଏକନାଥ ଶିନ୍ଦେ । ସେ ଇସ୍ତଫା ଦେବା ପରେ ରାଜ୍ୟରେ ନୂତନ ସରକାର ଗଠନ ହେବ । ସିନ୍ଦେଙ୍କ ପରେ କିଏ ହେବ ନୂଆ ମୁଖ୍ୟମନ୍ତ୍ରୀ ସେନେଇ କଳ୍ପନାଜଳ୍ପନା ଲାଗି ରହିଛି ।
ତେବେ ଦେବେନ୍ଦ୍ର…