Latest Odisha News

BREAKING NEWS

ସାର୍ଟିଫିକେଟ ପାଇଁ ଲାଞ୍ଚ ମାଗି ଏଆରଆଇ ନିଲମ୍ବିତ

ସମ୍ବଲପୁର: ସାର୍ଟିଫିକେଟ ନାଁରେ ଲାଞ୍ଚ ମାଗୁଥିଲେ ସରକାରୀ ବାବୁ। ଘଟଣା ବିଷୟରେ ଜାଣିବା ପରେ ତୁରନ୍ତ କରାଗଲା ନିଲମ୍ବନ। ସମ୍ୱଲପୁର ସଦର ତହସିଲରେ ଇଡବ୍ଲୁଏସ୍ ସାର୍ଟିଫିକେଟ ପାଇଁ ଲାଞ୍ଚ ମାଗିବା ଘଟଣାରେ ଏଆରଆଇ ସୁରେନ୍ଦ୍ର ସା’ଙ୍କୁ ନିଲମ୍ବନ କରାଯାଇଛି। ତୁରନ୍ତ ତାଙ୍କୁ କାର୍ୟ୍ୟରୁ…

ଭତ୍ତା ବଣ୍ଟନ ସମସ୍ୟା ଖୁବଶୀଘ୍ର ସମାଧାନ ହେବ: ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ

ଭୁବନେଶ୍ୱର: ଭତ୍ତା ପାଇବାରେ ବିଳମ୍ବ ଓ ବିଭିନ୍ନ ପ୍ରକାର ଟେକ୍ନିକାଲ ସମସ୍ୟାକୁ ନେଇ ରାଜ୍ୟର ହଜାର ହଜାର ହିତାଧିକାରୀ ଚିନ୍ତାରେ ଥିବାବେଳେ ଏହା ଭିତରେ ବଡ଼ ସୂଚନା ଦେଇଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଏକ ସପ୍ତାହ ଭିତରେ ଭତ୍ତା…

ମିଶନ ଶକ୍ତି ମହିଳା ନେବେ ଟେକ୍ନୋଲୋଜି ଟ୍ରେନିଂ: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ମିଶନ ଶକ୍ତି ମହିଳା ନେବେ ଟେକ୍ନୋଲୋଜି ଟ୍ରେନିଂ । ଏନେଇ ଓଡ଼ିଶା ଜୀବିକା ମିଶନ ଓ ଭୁବନେଶ୍ୱର ଆଇଆଇଟି ମଧ୍ୟରେ ବୁଝାମଣା ପତ୍ର ସ୍ଵାକ୍ଷରିତ ହୋଇଛି । ମିଶନ ଶକ୍ତି ମହିଳାଙ୍କୁ ଟ୍ରେନିଂ ଦେବେ ଆଇଆଇଟି ପ୍ରଫେସର । ଏନେଇ ଆଜି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।…

ଇସ୍ରାଏଲ ଉପରେ ଘନଘନ ମିସାଇଲ ମାଡ଼, ବନ୍ଦ କଲା ଏୟାରସ୍ପେସ 

ନୂଆଦିଲ୍ଲୀ: ୟେମେନରୁ ନିକ୍ଷେପ କରାଯାଇଥିବା ଏକ କ୍ଷେପଣାସ୍ତ୍ରକୁ ଅଟକାଇବା ପରେ ଇସ୍ରାଏଲ ସୋମବାର ଅସ୍ଥାୟୀ ଭାବରେ ଏହାର ଆକାଶ ମାର୍ଗ ବନ୍ଦ କରିଦେଇଛି। ଇସ୍ରାଏଲୀ ସେନା କହିଛି ଯେ ତେଲ ଅଭିଭ କ୍ଷେତ୍ର ସହିତ କେନ୍ଦ୍ରୀୟ ଏବଂ ଦକ୍ଷିଣ ଇସ୍ରାଏଲର କିଛି ଅଂଶରେ ସାଇରନ୍ ବାଜିବା ପରେ…

ଆଇଟିଆର୍ (ITR) ଦାଖଲ ପୂର୍ବରୁ ସାବଧାନ !

ନୂଆଦିଲ୍ଲୀ: ଯଦି ଆପଣ ଜଣେ ଚାକିରିଆ କିମ୍ବା ବ୍ୟବସାୟୀ ଏବଂ ଚଳିତ ଆର୍ଥିକ ବର୍ଷ ପାଇଁ ଆୟକର ରିଟର୍ଣ୍ଣ, ITR ଦାଖଲ କରିବାକୁ ପ୍ରସ୍ତୁତ ହେଉଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଜରୁରୀ । ଆୟକର ବିଭାଗ ପକ୍ଷରୁ ପୋର୍ଟାଲ୍ ଲାଇଭ୍ ହୋଇସାରିଥିଲେ ମଧ୍ୟ ଏବେ ଆଇଟିଆର୍ ଫାଇଲ୍ କରିବା…

Weather Update : ଆସନ୍ତା ୭ ଦିନ ଏସବୁ ରାଜ୍ୟରେ ପ୍ରବଳ ବର୍ଷା

ଭୁବନେଶ୍ବର: ଦେଶରେ ଏବେ ଆକ୍ଟିଭ୍ ମୋଡ୍‌ରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। କେରଳ ଉପକୂଳ ଛୁଇଁବା ପରେ ଏବେ ଦ୍ରୁତ ଗତିରେ ଆଗକୁ ବଢ଼ୁଛି ମନ୍‌ସୁନ୍। ଭାରତୀୟ ପାଣିପାଗ ବିଭାଗ, IMD ର ସୂଚନା ଅନୁସାରେ, ଆସନ୍ତା ୭ ଦିନ ପର୍ଯ୍ୟନ୍ତ ଦେଶର ଏକାଧିକ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର…

୫୧ ବର୍ଷରେ ଶିଳ୍ପା ଶେଟ୍ଟୀ

ମୁମ୍ବାଇ: ବଲିଉଡ୍‌ର ସଦାବହାର ଏବଂ ଫିଟ୍‌ନେସ୍ ଆଇକନ୍ ଶିଳ୍ପା ଶେଟ୍ଟୀଙ୍କୁ ଆଜି ୫୧ ବର୍ଷ ବୟସ ହୋଇଛି। ଜୁନ୍ ୮ ତାରିଖରେ ନିଜର ଏହି ସ୍ପେଶାଲ ବର୍ଥଡେ’ ପାଳନ କରୁଛନ୍ତି ଅଭିନେତ୍ରୀ। ତେବେ ଏହି ଖାସ୍ ଅବସରରେ ସ୍ୱାମୀ ରାଜ୍ କୁନ୍ଦ୍ରା ସୋସିଆଲ ମିଡିଆରେ ଏକ ଭାବପ୍ରବଣ ପୋଷ୍ଟ ସେୟାର କରି…

ବଡ଼ ପରଦାକୁ ଫେରୁଛନ୍ତି ପ୍ରୀତି ଜିଣ୍ଟା

ମୁମ୍ବାଇ: ବଲିଉଡ୍ ପ୍ରେମୀଙ୍କ ପାଇଁ ଏକ ବଡ଼ ଓ ଖୁସି ଖବର। ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଥରେ ବଡ଼ ପରଦାରେ ଜଲ୍‌ୱା ଦେଖାଇବାକୁ ପ୍ରସ୍ତୁତ ହେଉଛନ୍ତି ଅଭିନେତ୍ରୀ ପ୍ରୀତି ଜିଣ୍ଟା। ନିଜର ଆଗାମୀ ପ୍ରୋଜେକ୍ଟକୁ ନେଇ ସେ ବେଶ୍ ଉତ୍ସାହିତ ଥିବା ବେଳେ ପ୍ରଶଂସକମାନଙ୍କ ସହ ଏହି ଖବର ସେୟାର…

ଜରୁରୀ ଅବତରଣ ବେଳେ ଜଳିଗଲା ବିମାନ, ୨ ପାଇଲଟ ମୃତ

ନୂଆଦିଲ୍ଲୀ: ଡୋମିନିକାନ୍ ଗଣରାଜ୍ୟରେ ଏକ ଘରୋଇ ବିମାନ ଜରୁରୀକାଳୀନ ଅବତରଣ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଉଭୟ କ୍ରୁ ସଦସ୍ୟଙ୍କ ମୃତ୍ୟୁ ହୋଇଛି। ଏହାର ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ବିମାନଟି ରନୱେକୁ ଛୁଇଁବା ମାତ୍ରେ ହଠାତ୍ ବିସ୍ଫୋରଣ ହୋଇଥିଲା, ଯାହା ଫଳରେ…

ଇଣ୍ଡି ମେଣ୍ଟକୁ ମହାଝଟକା: TVK ଇନ୍, DMK-AAP ଆଉଟ; ଜାଣନ୍ତୁ ବୈଠକ କେଉଁ ଦଳ ହେବେ ସାମିଲ

ନୂଆଦିଲ୍ଲୀ: ଆଜି ଇଣ୍ଡି ମେଣ୍ଟ ବୈଠକ। ମହାବୈଠକ ପୂର୍ବରୁ ଇଣ୍ଡି ମେଣ୍ଟକୁ ମହାଝଟକା। ହାତ ଛାଡ଼ିଲା ଡିଏମକେ, ଆପ୍। ଆଉ ଏଣ୍ଟ୍ରି କଲା ଟିଭିକେ। ବୈଠକରେ ପ୍ରାୟ ୨୩ଟି ବିରୋଧୀ ଦଳ ଯୋଗ ଦେଇପାରନ୍ତି। ପଶ୍ଚିମବଙ୍ଗରେ ଟିଏମସି ଏବଂ ତାମିଲନାଡୁରେ ଡିଏମକେର ପରାଜୟ ପରେ ପରିବର୍ତ୍ତନଶୀଳ ରାଜନୈତିକ…