ତାତିରୁ ମିଳିଲା ଆଶ୍ଵସ୍ତି, ଦିନରେ ଜଳେଇଲା ସଂନ୍ଧ୍ୟାରେ ଭିଜେଇଲା
ନୂଆଦିଲ୍ଲୀ: ଦିନରେ ଜଳେଇଲା, ସଂନ୍ଧ୍ୟାରେ ଭିଜେଇଲା । ଆଜି ୫୨.୩ ଡିଗ୍ରୀ ତାପମାତ୍ରାରେ ସର୍ବକାଳୀନ ରେକର୍ଡ ଭାଙ୍ଗିଛି ଦିଲ୍ଲୀ । ତତଲା କଡେଇରେ ଆଉଟୁପାଉଟୁ ହେଉଥିଲେ ଦିଲ୍ଲୀ ବାସୀ । ଏବେ କିନ୍ତୁ ମିଳିଛି ସାମାନ୍ୟ ଆଶ୍ଵସ୍ତି । ସନ୍ଧ୍ୟାବେଳେ ଦିଲ୍ଲୀ ଏବଂ ନୋଏଡାରେ ପାଗ ପରିବର୍ତ୍ତନ ହୋଇ…