Latest Odisha News

BREAKING NEWS

ଓଡ଼ିଶା ଶିଳ୍ପ ନୀତି ଓ ଓଡ଼ିଶା ବିଶ୍ୱବିଦ୍ୟାଳୟ ଆଇନ ସଂଶୋଧନକୁ ମିଳିଲା ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ

ଭୁବନେଶ୍ବର : ସଂଶୋଧନ ହୋଇଛି ଓଡ଼ିଶା ଶିଳ୍ପ ନୀତି-୨୦୧୫। ଦୁଇଟି ସଂଶୋଧନକୁ ଆଜି ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି। ଏହାସହିତ ଓଡ଼ିଶା ବିଶ୍ୱବିଦ୍ୟାଳୟ ଅଧିନିୟମ-୧୯୮୯ରେ ସଂଶୋଧନ ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟର ମଞ୍ଜୁରୀ ମିଳିଛି । ରାଜ୍ୟ ପ୍ରମୁଖ୍ୟ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟାଳୟ…

ଜେଏମଏମକୁ ଜିତାଇଲେ ଓଡ଼ିଆ ଝିଅ

ନୂଆଦିଲ୍ଲୀ: ଝାଡଖଣ୍ଡରେ ଦେଖିବାକୁ ମିଳିଛି କଳ୍ପନା ଯାଦୁ। ପୁରା ରାଜ୍ୟରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନଙ୍କ ଚର୍ଚ୍ଚା। ତେବେ ଲଗାତର ଦ୍ଵିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ଦେଖିବାକୁ ମିଳିବେ ହେମନ୍ତ ସୋରେନ। ହେଲେ ଝାଡଖଣ୍ଡରେ ଇଣ୍ଡିଆ ମେଣ୍ଟକୁ ଜିତାଇବାରେ…

ବଲାଙ୍ଗିରରେ ଶିଶୁ ବିକ୍ରି ଘଟଣା, ଏଏନ୍ଏମ୍ ଗିରଫ

ବଲାଙ୍ଗିର: ନିଲମ୍ବିତ ହେବାର ଗୋଟିଏ ଦିନ ପରେ ଏଏନ୍ଏମ୍ ମମତା ଭୋଇଙ୍କୁ ଶନିବାର ଦିନ ବଲାଙ୍ଗୀର ଜିଲ୍ଲାର ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ସାନଗୁର୍ଜିଭଟା ଗ୍ରାମରେ ଶିଶୁ ବିକ୍ରି ଘଟଣାରେ ପୋଲିସ ଗିରଫ କରିଛି। ସୂଚନା ଅନୁଯାୟୀ, ଏହି ଘଟଣାରେ ଭୋଇଙ୍କୁ ଲାଠୋର ପୋଲିସ ଗିରଫ କରିଥିଲା। ଏଭଳି ଏକ…

ଝାଡଖଣ୍ଡରେ ବାଜିମାତ୍ ପରେ ପୁଅଙ୍କ ସହ ଖୁସି ମନାଇଲେ ହେମନ୍ତ

ରାଞ୍ଚି: ଝାଡଖଣ୍ଡରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ନେତୃତ୍ୱରେ ଜେଏମଏମ, କଂଗ୍ରେସ, ଆରଜେଡି, ସିପିଆଇ (ଏମଏଲ) ମେଣ୍ଟ ଦଳ ଲଗାତାର ଦ୍ୱିତୀୟ ଥର କ୍ଷମତାକୁ ଆସିବା ସ୍ପଷ୍ଟ ହୋଇଯାଇଛି। ନିର୍ବାଚନରେ ​​୫୬ଟି ଆସନରେ ଅଗ୍ରଣୀ ହେବା ପରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ସୋସିଆଲ ମିଡିଆରେ…

ପର୍ଥ ଟେଷ୍ଟରେ ଦୃଢ଼ ସ୍ଥିତିରେ ଭାରତ: ଯଶସ୍ୱୀ, ରାହୁଲଙ୍କ ଅର୍ଦ୍ଧଶତକ

ପର୍ଥ: ଏଠାରେ ଅନୁଷ୍ଠିତ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟର ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ଭାରତ ଦୃଢ଼ ସ୍ଥିତିରେ ରହିଛି । ଷ୍ଟମ୍ପସ ଅପସାରଣ ବେଳକୁ ଭାରତ ଦ୍ୱିତୀୟ ଇନିଂସରେ କୌଣସି ୱିକେଟ ନ ହରାଇ ୧୭୨ ରନ ସଂଗ୍ରହ କରିନେଇଛି । ଯଶସ୍ୱୀ ଜୈସୱାଲ ୯୦ ଓ କେଏଲ ରାହୁଲ ୬୨ ରନ କରି…

ଖୁବ ଶୀଘ୍ର କୁଳପତି ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ: ମନ୍ତ୍ରୀ

ଭୁବନେଶ୍ବର: ତିନୋଟି ବିଶ୍ୱବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟକାଳ ବୃଦ୍ଧି ପ୍ରସଙ୍ଗ ଖୁବ ଶୀଘ୍ର କୁଳପତି ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ । ଏହା ସାମୟିକ ଭାବେ ବୃଦ୍ଧି କରାଯାଇଛି ବୋଲି ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ୨୦୨୦…

କିମ୍ ଜୋଙ୍ଗ ପଠାଇଲେ ସୈନ୍ଯ, ବଦଳରେ ପୁଟିନ ଦେଲେ ସ୍ପେଶାଲ ଗିଫ୍ଟ

ସିଓଲ: ଋଷ-ୟୁକ୍ରେନ ଯୁଦ୍ଧକୁ ସମର୍ଥନ କରି ଉତ୍ତର କୋରିଆ ନିଜର ସୈନ୍ୟବାହିନୀ ପଠାଇଛି। ଯାହାର ପ୍ରତିବଦଳରେ ଋଷ ବାୟୁ ପ୍ରତିରକ୍ଷା କ୍ଷେପଣାସ୍ତ୍ର ଦେଇଛି ଉତ୍ତର କୋରିଆକୁ। ଦକ୍ଷିଣ କୋରିଆର ଜଣେ ବରିଷ୍ଠ ଅଧିକାରୀ ଶୁକ୍ରବାର ଦିନ ଏହି ସୂଚନା ଦେଇଛନ୍ତି। ଆମେରିକା, ଦକ୍ଷିଣ କୋରିଆ ଏବଂ…

ବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣ ଘଟଣା; ଗିରଫ ସଂଖ୍ୟା ୧୯କୁ ବୃଦ୍ଧି

ଯାଜପୁର: ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣ ଏବଂ ବିରଜା ହାଟ ଗଣ୍ଡଗୋଳ ଘଟଣା । ଦୁଇଟି ଥାନାରେ ମୋଟ ୧୬ଟି ମାମଲା ରୁଜୁ ହୋଇଛି । ଏଥିରେ ଗିରଫ ସଂଖ୍ୟା ୧୯କୁ ବୃଦ୍ଧି ହୋଇଛି । ସୂଚନା ମୁତାବକ, ଗତ ଦୁଇ ଦିନରେ ସଦର ଥାନା ୧୪ଜଣ ଅଭିଯୁକ୍ତଙ୍କୁ ଗିରଫକରି କୋର୍ଟ ଚାଲାଣ କରିଥିଲା…

ଗୋଷ୍ଠୀଗତ ହିଂସାରେ ଜଳୁଛି ଖୈବର ପଖତୁନଖୱା, ୨୪ ଘଣ୍ଟାରେ ଗଲାଣି ୧୮ରୁ ଅଧିକ ଜୀବନ

ପେଶାଓ୍ବର: ପଶ୍ଚିମ-ଉତ୍ତର ପାକିସ୍ଥାନର ଖୈବର ପଖତୁନଖୱା ଅଞ୍ଚଳ ପୂର୍ବ ଅପେକ୍ଷା ଅଧିକ ଅଶାନ୍ତ ହୋଇପଡିଛି । ଗୋଷ୍ଠୀଗତ ହିଂସା ହେତୁ ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ଅତି କମରେ ୧୮ ଜଣଙ୍କର ମୃତ୍ୟୁ ଘଟିଛି । ଏଥିରେ ଅନ୍ୟ ୩୦ ଜଣ ଆହତ ହୋଇଛନ୍ତି । ଏହି ସୂଚନା ଦେଇ ପାକିସ୍ତାନ ପୋଲିସ କହିଛି…

ମାଆ ବିରଜାଙ୍କ ନାଁରେ ବଡ଼ ଲଢେଇ !

ଯାଜପୁର: ବିଜେଡି ହେଭିଓ୍ବେଟ୍ ପ୍ରଣବ ପ୍ରକାଶ ଦାସଙ୍କ ଭାଇ ଭବପ୍ରସାଦ ଦାସଙ୍କ ଗିରଫଦାରୀକୁ ନେଇ ବଢୁଛି ରାଜନୀତି । ମିଛ ଅଭିଯୋଗରେ ଭବପ୍ରସାଦଙ୍କୁ ଗିରଫ କରାଯାଇଥିବା ବିଜେଡି କହିଛି । ଜାମିନ ପାଇଁ ଆବେଦନ କରାଯାଇନଥିବା ବେଳେ ତାଙ୍କୁ ଜେଲ୍ ପଠାଯାଇଛି । ହାଟର ଜଣେ ବ୍ୟବସାୟୀଙ୍କୁ ଧମକ…