Latest Odisha News

BREAKING NEWS

କୋଚ ପଦ ପାଇଁ ଆବେଦନ ତାରିଖ ହେଲା ଶେଷ: ବିସିସିଆଇ ନୀରବ

ନୂଆଦିଲ୍ଲୀ:ଆମେରିକା ଓ ୱେଷ୍ଟଇଣ୍ଡିଜରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ ପରେ ଭାରତୀୟ କୋଚ ରାହୁଲ ଡ୍ରାଭିଡଙ୍କ କାର୍ଯ୍ୟକାଳ ଶେଷ ହେବ । ଏହା ପରେ କୋଚ ପଦ ପାଇଁ ବିସିସିଆଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛି । ମେ ୨୭ ସୁଦ୍ଧା ଏହି ପଦ ପାଇଁ ଆବେଦନ କରିବାର ଶେଷ ତାରିଖ ରଖା ଯାଇଥିଲା । ସମୟ…

ଇଭିଏମ୍ ଭାଙ୍ଗିବାରେ ପ୍ରଶାନ୍ତଙ୍କ ନାହିଁ ଭୂମିକା; ସାଂସଦ ଅପରାଜିତାଙ୍କ ହାତରେ ଲାଗିଲା ସିସିଟିଭି ଫୁଟେଜ୍

ଭୁବନେଶ୍ବର: ‘ଇଭିଏମ୍ ଭାଙ୍ଗିବାରେ ପ୍ରଶାନ୍ତ ଜଗଦ୍ଦେବଙ୍କ କୌଣସି ଭୂମିକା ନାହିଁ । ଦୁଇ ତିନି ଘଣ୍ଟା ଭିତରେ ସାର୍ବଜନୀନ ହେବ ସିସିଟିଭି ଫୁଟେଜ୍ ।’ କିଛି ଏମିତି କହି ପ୍ରଶାନ୍ତ ଜଗଦ୍ଦେବଙ୍କ ଗିରଫଦାରୀକୁ ନେଇ ବର୍ଷିଛନ୍ତି ସାଂସଦ ଅପରାଜିତା ମହାନ୍ତି । ଆଜି ଏନେଇ ପ୍ରେସମିଟ କରି…

ଭୁବନେଶ୍ବରରୁ ସିଧା ମାଲେସିଆ, ଆରମ୍ଭ ହେଲା ବିମାନ ସେବା

ଭୁବନେଶ୍ବର: ଭୁବନେଶ୍ବରରୁ ମାଲେସିଆ, ଏବେ ଉଡିବ ବିମାନ । ଭୁବନେଶ୍ବର ବିମାନବନ୍ଦରରୁ ମାଲେସିଆ କୁଆଲାଲମ୍ପୁର ବିମାନବନ୍ଦର ମଧ୍ୟରେ ସିଧାସଳଖ ବିମାନ ସେବା ଆଜିଠାରୁ ଆରମ୍ଭ ହେବାକୁ ଯାଉଛି । ଏହି ସେବା ବିମାନ ସଂସ୍ଥା ଏୟାର ଏସିଆ ପକ୍ଷରୁ ପ୍ରଦାନ କରାଯିବ । ସୂଚନା ଅନୁଯାୟୀ,…

ଓଡ଼ିଶା ଗସ୍ତ ପୂର୍ବରୁ ମୋଦୀ ଦୋହରାଇଲେ ଏଥର ଓଡ଼ିଶାରେ ବିଜେପି ସରକାର

ନୂଆଦିଲ୍ଲୀ: ଆସନ୍ତାକାଲି ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଦଳୀୟ ପ୍ରାର୍ଥୀଙ୍କ ପାଇଁ ୩ଟି ଜନସଭାକୁ ସମ୍ବୋଧିତ କରିବେ ମୋଦୀ । ହେଲେ ଗସ୍ତ ପୂର୍ବରୁ ଖବର ସରବରାହ ସଂସ୍ଥା ଏଏନଆଇ (ANI)କୁ ସ୍ବତନ୍ତ୍ର ସାକ୍ଷାତକାରରେ ମୋଦୀ ନିଜ ପୁରୁଣା କଥାକୁ…

ଖଲ୍ଲିକୋଟ ବିଜେପି କର୍ମୀ ହତ୍ୟା ମାମଲା: ଗିରଫ ହେଲେ ଆଉ ୩ ଜଣ ଅଭିଯୁକ୍ତ

ଛତ୍ରପୁର: ଖଲ୍ଲିକୋଟ ନିର୍ବାଚନୀ ହିଂସା, ରକ୍ତରଞ୍ଜିତ ହୋଇଥିଲା ଖଲ୍ଲିକୋଟ ରାସ୍ତା । ବ୍ୟାନର ମରା ପ୍ରସଙ୍ଗକୁ ନେଇ ଗତ ୧୫ ତାରିଖରେ ବିଜେପି କର୍ମୀ ଦିଲ୍ଲୀପ ପାହାନାଙ୍କୁ ଅତି ନିର୍ମମ ଭାବେ ହାଣି ହତ୍ୟା କରାଯାଇଥିଲା । ଏହାକୁ ନେଇ ଆଉ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଗଞ୍ଜାମ…

ଶେଷ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ କନ୍ୟାକୁମାରୀ ଗସ୍ତ କରିବେ ମୋଦୀ, ବିବେକାନନ୍ଦ ଶିଳା ସ୍ମାରକୀରେ କରିବେ ଧ୍ୟାନ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ମେ ୩୦ ସନ୍ଧ୍ୟାରେ ଶେଷ ହେବ ପ୍ରଚାର। ଏହି ସମୟରେ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଶେଷ ପର୍ଯ୍ୟାୟ ଭୋଟ୍ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କନ୍ୟାକୁମାରୀରବିବେକାନନ୍ଦ ଶିଳା ସ୍ମାରକୀରେ ଧ୍ୟାନ କରିପାରିବେ। ମୋଦୀ ମେ ୩୦ ତାରିଖ ରାତିରେ…

ସାବିତ୍ରୀ ଭାର ଦେଇ ଝିଅ ଘରୁ ଫେରିବା ବେଳେ ଦୁର୍ଘଟଣା, ବାଇକରୁ ପଡ଼ି ବାପା ମୃତ

ସୁବର୍ଣ୍ଣପୁର: ସାବିତ୍ରୀ ଭାର ଦେଇ ଝିଅ ଘରୁ ଫେରୁଥିଲେ ବାପା। ହେଲେ ବାଟରେ ଦୁର୍ଘଟଣା ଘଟି ବାପାଙ୍କର ମୃତ୍ୟୁ ଘଟିଛି। ଏଭଳି ଦୁଃଖଦ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ମେଘଳା ପଞ୍ଚାୟତ ସାହାଜବାହାଲ ଗାଁ ନିକଟରେ। ମୃତ ବ୍ୟକ୍ତି ଜଣଙ୍କ କବିରାଜ ପୋଢ଼। ସୂଚନା…

ଧର୍ମଶାଳାରେ ଅନ୍ଧାରୀ ବିଜେ ଘଟଣାକୁ ନେଇ ଉତ୍ତେଜନା: ପୋଲିସ ଗାଡ଼ି ଭଙ୍ଗାରୁଜା, ୪ ଗିରଫ

ଯାଜପୁର: ନିର୍ବାଚନର ଶେଷ ପର୍ଯ୍ୟାୟ ମତଦାନ ଦିବସ ପାଖେଇ ଆସୁଥିବା ବେଳେ ଯାଜପୁର ଜିଲ୍ଲାର ଧର୍ମଶାଳାରେ ରାଜନୈତିକ ହିଂସାକାଣ୍ଡ ଘଟିଛି। ଟଙ୍କା ବାଣ୍ଟିବା ସନ୍ଦେହରେ ଉତ୍ତେଜନା ଦେଖିବାକୁ ମିଳିଛି। ଗତକାଲି କାଦୁଆମାଗୁରା ଗାଁରେ ଜିଲ୍ଲା ପରିଷଦ ସଭ୍ୟାଙ୍କ ସ୍ବାମୀଙ୍କୁ ଅଟକ ରଖିଥିଲେ…

ଆଜିଠୁ ବଢିବ ତାତି; ୨ ରୁ ୩ ଡିଗ୍ରୀ ଯାଏ ବଢିବ ଦିନ ତାପମାତ୍ରା

ଭୁବନେଶ୍ୱର: ଆଜିଠାରୁ ବଢ଼ିବ ପାରଦ। ୨ ରୁ ୩ ଡିଗ୍ରୀ ପର୍ୟ୍ୟନ୍ତ ଦିନ ତାପମାତ୍ରା ବୃଦ୍ଧି ପାଇବା ନେଇ ଆକଳନ କରିଛି ପାଣିପାଗ ବିଭାଗ। ତେବେ ଭୀଷଣ ବାତ୍ୟା ‘ରେମଲ’ ବାତ୍ୟାରେ ପରିଣତ ହୋଇଛି । ବର୍ତ୍ତମାନ ଓଡିଶାକୁ ଏହାର ବିଶେଷ ପ୍ରଭାବ ନାହିଁ । ରାଜ୍ୟର ସ୍ଥଳଭାଗରେ ବର୍ଷା ଘଡଘଡି ବିଜୁଳି…

ନିରଞ୍ଜନ ପଟ୍ଟନାୟକଙ୍କ ଅଫିସରେ ଆଇଟି ଚଢଉ, କଂଗ୍ରେସ ଅଫିସ୍ ବାହାରେ ବିଜେଡି କର୍ମୀଙ୍କ ହୋହଲ୍ଲା

ଭଦ୍ରକ: ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବିଧାନସଭା ନିର୍ବାଚନମଣ୍ଡଳୀ କଂଗ୍ରେସ ପ୍ରାର୍ଥୀ ତଥା ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଅଫିସରେ ଆଇଟି ରେଡ଼। ଭଦ୍ରକ ମୋଟଲ ଛକସ୍ଥିତ ଅଫିସ୍‌ରେ ଫ୍ଲାଇଂ ସ୍କ୍ବାଡ୍‌ ଏବଂ ଇନ୍‌କମ ଟ୍ୟାକ୍ସ ବିଭାଗ ପକ୍ଷରୁ ମିଳିତ ଚଢଉ କରାଯାଇଛି। ତେବେ ଚଢ଼ାଉ ବେଳେ…