Latest Odisha News

BREAKING NEWS

ମାଓ କ୍ୟାମ୍ପ ଠାବ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ମାଲକାନଗିରି: ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଗରିଆବନ୍ଧ ଅମାର ଜଙ୍ଗଲରେ ମାଓ କ୍ୟାମ୍ପ ଠାବ। ଉଭୟ ରାଜ୍ୟର ସୁରକ୍ଷାକର୍ମୀଙ୍କ ଦ୍ବାରା ଆରମ୍ଭ ହୋଇଛି ଜୋରଦାର କମ୍ବିଂ ଅପରେସନ । କମ୍ବିଂ ଅପରେସନ ଆରମ୍ଭ ହେବା ପରେ ଛତ୍ରଭଙ୍ଗ ଦେଇଛନ୍ତି ମାଓବାଦୀ l ଜଙ୍ଗଲ ମଧ୍ୟରୁ ଗୋଟିଏ ବନ୍ଧୁକ ସହ ଅନ୍ୟାନ୍ୟ…

ହାତୀଙ୍କ ଉତ୍ପାତ, ଯୁବକଙ୍କୁ ଦଳିଦେଲେ ୫୧ ଟିକିଆ ହାତୀ ପଲ

ସମ୍ବଲପୁର: ଯୁଯୁମୁରା ବ୍ଲକ ଅଞ୍ଚଳରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ପଡ଼ିଆବାହାଲ ରେଞ୍ଜ ଜାମଲୋଇ ଗାଁର ପୂର୍ଣ୍ଣଚନ୍ଦ୍ର ଦେହୁରୀ । ତାଙ୍କୁ ହାତୀ କଚାଡି ମାରି ଦେଇଛି। ହାତୀ କଚାଡି ଦେବାରୁ ପୂର୍ଣ୍ଣଚନ୍ଦ୍ର ଶରୀରଟି ଖଣ୍ଡ ବିଖଣ୍ଡିତ ହୋଇଯାଇଛି। ଗତକାଲି…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ ଧକ୍କାରେ ୩ ମୃତ

ଜୟପୁର: କୋରାପୁଟ ଜିଲ୍ଲା ଜୟପୁର ସହର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବାଇକ୍‌ରେ ଯିବାବେଳେ ମାଡ଼ିଗଲା ଟ୍ରକ। ଘଟଣାସ୍ଥଳରେ ୩ ଜଙ୍କର ମୃତ୍ୟୁ ଘଟିଛି। ସଦର ଥାନା ଏନ୍ଏଚ୍ ୨୬ ଜବାକନାଡ଼ି ନିକଟରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣେ ଗୁରୁତର ହୋଇଛନ୍ତି।…

ଘରୋଇ କଳହକୁ ନେଇ ବିଷ ପିଇଲେ ୨ ଭଉଣୀ

ବୌଦ୍ଧ: ହରଭଙ୍ଗା ଥାନା ମହାଲିକ୍‌ପଡ଼ା ଗାଁରେ ଅଭାବନୀୟ ଘଟଣା । ଘରୋଇ କଳହକୁ ନେଇ ବିଷ ପିଇଲେ ୨ ଭଉଣୀ । ଗୁରୁତର ଅବସ୍ଥାରେ ଦୁଇ ଭଉଣୀଙ୍କୁ ବୌଦ୍ଧ ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ବଡ଼ ଭଉଣୀର ମୃତ୍ୟୁ ହୋଇଥିବା ବେଳେ ସାନ ଭଉଣୀ ଚିକିତ୍ସିତ । ମୃତ ଭଉଣୀ…

ଆଜି ଭାଙ୍ଗିବନି ବୈକୁଣ୍ଠଧାମ ସେବାଶ୍ରମ, ଅନ୍ତରୀଣ ସୁରକ୍ଷା ଦେଲେ ହାଇକୋର୍ଟ

କଟକ: ଆଜି ଭାଙ୍ଗିବନି ଭୁବନେଶ୍ବରର ବୈକୁଣ୍ଠଧାମ ସେବାଶ୍ରମ । ଉଚ୍ଛେଦ ଉପରେ ରହିତାଦେଶ ଜାରି କାରିଛନ୍ତି ହାଇକୋର୍ଟ । ଡିସେମ୍ବର ୧୨ ଯାଏ ହାଇକୋର୍ଟଙ୍କ ଅନ୍ତରୀଣ ସୁରକ୍ଷା । ତେବେ ଆଜି ସେବାଶ୍ରମ ଭାଙ୍ଗିବାକୁ ବିଡିଏ ଯୋଜନା କରିଥିବା ବେଳେ ଆଶ୍ରମ ଖାଲି କରିବାକୁ ଦିଆଯାଇଥିଲା ନିର୍ଦେଶ ।…

ଋଷର ପ୍ରତିଶୋଧ, ୟୁକ୍ରେନ ଉପରେ କଲା ହାଇପରସୋନିକ୍ ବାଲାଷ୍ଟିକ୍ ମିଜାଇଲ୍ ମାଡ଼

ନୂଆଦିଲ୍ଲୀ: ୟୁକ୍ରେନ୍ ଉପରେ ପୁଣି ନୂଆ ମିଜାଇଲ୍ ମାଡ଼ କରିଛି ଋଷ୍ । ୟୁକ୍ରେନ ଉପରେ ନୂଆ ହାଇପରସୋନିକ୍ ବାଲାଷ୍ଟିକ୍ ମିଜାଇଲ୍ ମାଡ଼ କରିଛି ଋଷିଆ । ନୂଆ ମିଜାଇଲ୍ ଆକ୍ରମଣ ନେଇ ଋଷ୍ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍‌ଙ୍କ ସୂଚନା । ଋଷ୍ ଆନ୍ତଃମହାଦେଶୀୟ ବାଲିଷ୍ଟିକ୍ ମିଜାଇଲ୍ ମାଡ଼ କରିଛି…

ଜାନୁଆରୀ ୧ରୁ ବଦଳିବ ଟେଲିକମର ଏହି ନିୟମ, ଶୀଘ୍ର ଜାଣନ୍ତୁ

ନୂଆଦିଲ୍ଲୀ: ଟେଲିକମ୍ ନିୟମରେ ସରକାର ସମୟ ସମୟରେ ପରିବର୍ତ୍ତନ କରିଥାନ୍ତି। ଏବେ ଟେଲିକମ୍ ଆକ୍ଟରେ କିଛି ନିୟମ ଯୋଡା ଯାଇଥିଲା, ଯାହାକୁ ସମସ୍ତ ରାଜ୍ୟ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହାର ନାମ ଥିଲା ‘ରାଇଟ୍ ଅଫ୍ ୱେ’ (RoW) ନିୟମ । ପ୍ରତ୍ୟେକ ରାଜ୍ୟକୁ ଏହି ନିୟମକୁ ଲାଗୁ…

ରାଜ୍ୟର ୩ ପ୍ରମୁଖ ବିଶ୍ୱବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟକାଳ ୬ମାସ ବଢିଲା

ଭୁବନେଶ୍ବର: ଆଉ ୬ମାସ ବଢିଲା ୩ ବିଶ୍ୱବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟକାଳ । ଚଳିତମାସରେ ଶେଷ ହେଉଥିବା ରାଜ୍ୟର ୩ ପ୍ରମୁଖ ବିଶ୍ୱବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟକାଳକୁ ରାଜ୍ୟପାଳ ଆଉ ୬ମାସ ବୃଦ୍ଧି କରିଛନ୍ତି । ସେଗୁଡିକ ହେଲା ଉତ୍କଳ ବିଶ୍ୱବିଦ୍ୟାଳୟ, ରମାଦେବୀ ବିଶ୍ୱବିଦ୍ୟାଳୟ ଓ…

ଅଲଗା ହେବେ ଧନୁଷ ଓ ଐଶ୍ବର୍ଯ୍ୟା, ୨୭ରେ ଶୁଣାଣି

ହାଇଦ୍ରାବାଦ: ବ୍ୟକ୍ତିଗତ ଜୀବନକୁ ନେଇ ଐଶ୍ୱର୍ଯ୍ୟା ରଜନୀକାନ୍ତ ଏବଂ ଧନୁଷ ଚର୍ଚ୍ଚାରେ ରହିଛନ୍ତି। ନିକଟରେ ଦୁହେଁ ଚେନ୍ନାଇର ଫ୍ୟାମିଲି କୋର୍ଟରେ ହାଜର ହୋଇଥିଲେ। ୨୦୨୨ ମସିହାରେ ସୋସିଆଲ ମିଡିଆରେ ଅଲଗା ହେବା ନେଇ ଘୋଷଣା କରିବା ପରେ ଏହି ଦମ୍ପତି ଛାଡପତ୍ର ପାଇଁ ଆବେଦନ କରିଥିଲେ।…

ଆସନ୍ତୁ ଜାଣିବା ମେସି, ରୋନାଲ୍ଡୋଙ୍କଠାରୁ କେଉଁ ଫୁଟବଲ ଖେଳାଳି ଅଧିକ ଧନୀ

ନୂଆଦିଲ୍ଲୀ: ବିଶ୍ୱ ଫୁଟବଲରେ ଲିଓନେଲ ମେସୀ ଓ କ୍ରିଷ୍ଟିଆନ ରୋନାଲ୍ଡୋଙ୍କୁ ଲୋକପ୍ରିୟ ଓ ଧନୀ ଖେଳାଳି ଭାବେ ବିବେଚନା କରାଯାଏ । ତେବେ ସେମାନଙ୍କଠାରୁ ଆଉ ଜଣେ ଧନୀ ଫୁଟବଲର ଅଛନ୍ତି । ତାଙ୍କ ପାଖରେ ୧୬ ହଜାର କୋଟି ଟଙ୍କାର ସମ୍ପିତି ରହିଛି । ମେସୀଙ୍କ ପାଖରେ ୬୦୦ ଓ ରୋନାଲ୍ଡୋଙ୍କ ନିକଟରେ…