ମାଓବାଦୀଙ୍କ ବର୍ବରତା: ଇନ୍ଫର୍ମର୍ ସନ୍ଦେହରେ ଯୁବକଙ୍କୁ ନିର୍ମମ ହତ୍ୟା
କନ୍ଧମାଳ: ପୁଣି ମାଓବାଦୀଙ୍କ ବର୍ବର କାଣ୍ଡ। ପୋଲିସ ଇନ୍ଫର୍ମର୍ ସନ୍ଦେହରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କଲେ ମାଓବାଦୀ। କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ଅନ୍ତର୍ଗତ ବଣ୍ଡାପିପିଲି ପଞ୍ଚାୟତ ବାରିପଙ୍ଗା ଗ୍ରାମର ଗ୍ରସକା ରୋହିତଙ୍କ ପୁଅ ମେଟଲା ରୋହିତଙ୍କୁ ମାଓବାଦୀମାନେ ହତ୍ୟା…