Latest Odisha News

BREAKING NEWS

ରୋଲରକୁ ଧକ୍କା ଦେଲା ବସ୍, ୧୦ରୁ ଉର୍ଦ୍ଧ୍ବ ଆହତ

ଭଦ୍ରକ: ଭଦ୍ରକ ଆନନ୍ଦପୁର ୫୩ ନମ୍ବର ରାଜ୍ୟ ରାଜପଥର ବରପଦା ପେଟ୍ରୋଲ ପମ୍ପ ନିକଟରେ ଲକ୍ଷ୍ମୀ ନାମକ ଏକ ଯାତ୍ରୀବାହି ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ରାସ୍ତାରେ ଆସୁଥିବା ଏକ ମୋଟର ସାଇକେଲକୁ ରକ୍ଷା କରିବାକୁ ଯାଇ ଅପର ପାର୍ଶ୍ବରେ ଛିଡା ହୋଇଥିବା ଏକ ରୋଲରକୁ ଧକ୍କା ଦେଲା ବସ୍ । ଫଳରେ ବାଇକରେ…

ଛାଡପତ୍ର ଚର୍ଚ୍ଚା ଭିତରେ ଶେଷରେ ମୁହଁ ଖୋଲିଲେ ଅମିତାଭ ବଚ୍ଚନ, କହିଲେ….

ମୁମ୍ବାଇ; ଶେଷରେ ପୁଅ ଓ ବୋହୂଙ୍କ ଛାଡପତ୍ର ଗୁଜବକୁ ନେଇ ମୁହଁ ଖୋଲିଲେ ଶଶୁର l ପୁଅ ଅଭିଷେକ ବଚ୍ଚନ ଓ ବୋହୂ ଐଶ୍ବର୍ଯ୍ୟା ରାଏଙ୍କ ସମ୍ପର୍କରେ ଫାଟକୁ ନେଇ ଗତ କିଛି ଦିନ ହେବ ଚର୍ଚ୍ଚା ଲାଗି ରହିଥିବା ବେଳେ ଶେଷରେ ଏନେଇ ମୁହଁ ଖୋଲିଛନ୍ତି ମେଗାଷ୍ଟାର ଅମିତାଭ ବଚ୍ଚନ l ସୋସିଆଲ ମିଡିଆରେ…

ବାଘ ଦେଖିବାକୁ ଯାଇ ୨ ଗାଇଡ ସମେତ ୪ ସସ୍‌ପେଣ୍ଡ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ପିଲିଭିତ ଟାଇଗର ରିଜର୍ଭ ଫରେଷ୍ଟରେ ଏକ ସଫାରି ସମୟରେ ନିୟମ ଉଲ୍ଲଂଘନ କରିବା ସହ ପର୍ଯ୍ୟଟକଙ୍କୁ ବାଘ ନିକଟକୁ ନେଇଯିବା ଅଭିଯୋଗରେ ଦୁଇ ଜଣ ଗାଇଡ୍ ଏବଂ ୨ ଜଣ ଡ୍ରାଇଭରଙ୍କୁ ନିଲମ୍ବିତ କରାଯାଇଛି। ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ବାଘ ପ୍ରକଳ୍ପରେ…

ଜାଣନ୍ତୁ ପ୍ରାଚୀନ ଯୁଗର ସପ୍ତମ ଆଶ୍ଚର୍ଯ ବିଷୟରେ, ଯାହା ସମୟକ୍ରମେ ହୋଇଯାଇଛି ବିଲୁପ୍ତ ..

ନୂଆଦିଲ୍ଲୀ: ପ୍ରାଚୀନ ଜଗତର ସାତଟି ଆଶ୍ଚର୍ଯ୍ୟ ଏକଦା ବହୁତ ପ୍ରସିଦ୍ଧ ଥିଲା । କିନ୍ତୁ ବର୍ତ୍ତମାନ ଆମେ ସେଗୁଡିକୁ କେବଳ ଇତିହାସର ପୃଷ୍ଠାରେ ଦେଖିପାରୁଛେ । ସେଗୁଡିକର ବିନାଶ ଏପର୍ଯ୍ୟନ୍ତ ଏକ ରହସ୍ୟ ହୋଇ ରହିଛି, ଯାହାକୁ ଆମେ ବୁଝିବାକୁ ଚେଷ୍ଟା କରୁ । ଆମେ ସମସ୍ତେ ଆଗ୍ରାରେ ଥିବା…

ମଝି ସମୁଦ୍ରରେ ନୌସେନା ଜାହାଜ ସହ ପିଟିହେଲା ମାଛଧରା ବୋଟ୍‌

ନୂଆଦିଲ୍ଲୀ: ଗୋଆର ଉତ୍ତର-ପଶ୍ଚିମ ସମୁଦ୍ରରେ ଭାରତୀୟ ନୌସେନା ସହିତ ଏକ ଦୁର୍ଘଟଣା ଘଟିଛି। ଭାରତୀୟ ନୌସେନା ଜାହାଜ ସହ ପିଟି ହେଲା ମାଛଧରା ବୋଟ୍‌। ଗୋଆ ସମୁଦ୍ର କୂଳରୁ ୭୦ କିମି ସମୁଦ୍ର ମଝିରେ ଗତ ସନ୍ଧ୍ୟାରେ ଏପରି ଅଘଟଣ ଘଟିଥିବା ଜଣାଯାଇଛି। ସୂଚନା ଅନୁଯାୟୀ, ମତ୍ସ୍ୟଜୀବୀ ଜାହାଜରେ ୧୩…

କିଏ ଜିତିବ ମହାରାଷ୍ଟ୍ର? କଣ କହୁଛି ଶିବସେନାର କୁଣ୍ଡଳୀ

ମୁମ୍ବାଇ: ସରିଲା ମହାରାଷ୍ଟ୍ର ନିର୍ବାଚନ। ମହାରାଷ୍ଟ୍ରରେ କାହାର ସରକାର? ମହାରାଷ୍ଟ୍ରରେ ଅନୁଷ୍ଠିତ ନିର୍ବାଚନର ଫଳାଫଳ ଆସିବାକୁ ଯାଉଛି। ଫଳାଫଳରେ ଶିବସେନାର ସ୍ଥିତି କିପରି ରହିବ? କିଏ ଜିତିବ ମହାରାଷ୍ଟ୍ର? ଶିବସେନା ବିରୋଧୀ ଦଳ ଉପରେ ନିଜର ବିଜୟ ପତାକା ଉଡାଇବାରେ ସମର୍ଥ ହେବ ନା ପରାଜୟର…

ସୁକମାରେ ଏନକାଉଣ୍ଟର; ୧୦ ନକ୍ସଲ ନିହତ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ସୁକମା: ଛତିଶଗଡର ସୁକମାରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା । ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୧୦ ଜଣ ନକ୍ସଲ ନିହତ ହୋଇଛନ୍ତି । ଘଟଣାରେ ସୁକମା ଏସପି କିରଣ ଚହ୍ବାନ କହିଛନ୍ତି ଯେ ଏପର୍ଯ୍ୟନ୍ତ ୧୦ ଜଣ ନକ୍ସଲଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏଥିସହ ଏକ-୪୭, ଏସଏଲଆର ଏବଂ ଅନ୍ୟାନ୍ୟ…

ଗୀତ ଗାଉ ଗାଉ ମଞ୍ଚ ଉପରେ ପଡିଗଲେ ଗାୟକ ଦିଲଜିତ

ମୁମ୍ବାଇ; ଦିଲ-ଲୁମିନିଟି ଇଣ୍ଡିଆ ଟୁର୍ ପାଇଁ ଭାରତ ଗସ୍ତରେ ଅଛନ୍ତି ବଲିଉଡର ପ୍ରସିଦ୍ଧ ଗାୟକ ଦିଲଜିତ ଦୋସାଞ୍ଜ l ଦିଲ୍ଲୀ, ଜୟପୁର, ଲକ୍ଷ୍ନୌ ଏବଂ ହାଇଦ୍ରାବାଦରେ କନସର୍ଟ ପରେ ଏବେ ଅହମ୍ମଦାବାଦରେ ପହଞ୍ଚିଛନ୍ତି ଗାୟକ ଦିଲଜିତ l ସେଠାରେ ଚାଲିଥିବା କନସର୍ଟର ଏକ ଭିଡିଓ ଭାଇରଲ ହେବାରେ…

ଯାଯାବର ଗଣହତ୍ୟା ମାମଲା, ୭ ଗିରଫ

ସୁନ୍ଦରଗଡ଼: ଯାଯାବର ଗଣହତ୍ୟା ମାମଲାରେ ୭ ଗିରଫ l କର୍ଣ୍ଣାଟକରୁ ୭ ଜଣଙ୍କୁ ଗିରଫ କରି ଓଡ଼ିଶା ଆଣିଲା ପୋଲିସ l ଅକ୍ଟୋବର ୨୯ ତାରିଖ ସଦର ଥାନା କରମଡିହ ନିକଟ ଗୀତାପଡ଼ାରେ ଶୋଇଥିବା ବେଳେ ୫ ଜଣଙ୍କୁ ନିର୍ମମ ହତ୍ୟା କରାଯାଇଥିଲା l ସୂଚନାଯୋଗ୍ୟ, ଗତ ଅକ୍ଟୋବର ୨୯ ତାରିଖରେ ସୁନ୍ଦରଗଡ ସଦର…

ବଙ୍ଗୋପସାଗରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି, ଆଇଏମଡିର ସତର୍କ ସୂଚନା ଜାରି

ନୂଆଦିଲ୍ଲୀ: ବଙ୍ଗୋପସାଗରେ ସୃଷ୍ଟି ହେଉଛି ଆଉ ଏକ ଘୂର୍ଣ୍ଣିବଳୟ। ଏନେଇ ଆଇଏମଡି ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ବଙ୍ଗୋପସାଗର ପାଇଁ ଏକ ନୂତନ ଘୂର୍ଣ୍ଣିବଳୟ ସତର୍କ ସୂଚନା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ। କୁହାଯାଇଛି ଯେ, ନଭେମ୍ବର ୨୩ ରେ, ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ…