Latest Odisha News

BREAKING NEWS

୨୦୧୯ ଜୁନାଗଡ଼ ଗଣଦୁଷ୍କର୍ମ ମାମଲା: ୫ ବର୍ଷ ପରେ ୬ ଜଣଙ୍କୁ ଆଜୀବନ କାରାଦଣ୍ଡ

ଜୁନାଗଡ: ପ୍ରକାଶ ପାଇଛି ଜୁନାଗଡ ଗଣ ଦୁଷ୍କର୍ମ ମାମଲାର ରାୟ। କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ବନମାଳୀପୁରର ଘନା ଜଙ୍ଗଲରେ ୫ ବର୍ଷ ତଳେ ହୋଇଥିବା ବହୁ ଚର୍ଚ୍ଚିତ ଗଣବଳାତ୍କାର ଘଟଣାର ରାୟ ଆଜି ପ୍ରକାଶ ପାଇଛି। ଏହି ଘଟଣାରେ ୬ ଜଣଙ୍କୁ ଆଜୀବନ କାରାଦଣ୍ଡ ମିଳିଛି। ଧର୍ମଗଡ଼…

ଏକଜିଟ୍ ପୋଲରେ ଜିତୁଛି କିଏ ?

ନୂଆଦିଲ୍ଲୀ: ସରିଲା ମହାରାଷ୍ଟ୍ର, ଝାଡ଼ଖଣ୍ଡ ନିର୍ବାଚନ। ମହାରାଷ୍ଟ୍ରରେ କାହାର ସରକାର? ମହାୟୁତି ନା ମହାବିକାଶ ଅଘାଡି, କିଏ ଜିତିବ ବାଜି ? କାହାକୁ ବାଛିବେ ଝାଡଖଣ୍ଡ ଜନତା ? ପୁଣି ହେମନ୍ତଙ୍କୁ ଭରସା ନା ଗାଦି କବଜା କରିବ ବିଜେପି ? ବିଭିନ୍ନ ସର୍ଭେ ସଂସ୍ଥା ପକ୍ଷରୁ ଏକଜିଟ୍ ପୋଲ୍ ବା…

ଫିଲ୍ମ ନିର୍ଦ୍ଦେଶକ ବବି ଇସଲାମଙ୍କୁ ହତ୍ୟା ଧମକ, ଥାନାରେ ଏତଲା

କଟକ : ପୁଣି ଓଡିଆ ଫିଲ୍ମ ଜଗତରେ ନୂଆ ମୋଡ। ଓଡ଼ିଆ ଫିଲ୍ମ ନିର୍ଦ୍ଦେଶକ ବବି ଇସଲାମଙ୍କୁ ହତ୍ୟା ଧମକ।  ବବି ଇସଲାମଙ୍କୁ ହତ୍ୟା ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି। ଏ ନେଇ ସେ କଟକ ଦରଘାବଜାର ଥାନାରେ ଏତଲା ଦେଇଛନ୍ତି। ଏତଲାରେ ଅନୁଯାୟୀ, ୧୯ ତାରିଖ (ଗତକାଲି) ରାତି ୮ଟା ବେଳେ ହ୍ୱାଟ୍‌ସ…

ନିଜ ରିଲେସନସିପକୁ ନେଇ ମୁହଁ ଖୋଲିଲେ ବିଜୟ ଦେବରାକୋଣ୍ଡା, କହିଲେ ମୁଁ…

ହାଇଦ୍ରାବାଦ: ଦକ୍ଷିଣ ହିରୋ ବିଜୟ ଦେବରାକୋଣ୍ଡାଙ୍କ ନାମ ଦୀର୍ଘ ଦିନ ଧରି ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ସହ ଚର୍ଚ୍ଚାରେ ରହିଆସୁଛି । ଦୁହେଁ ଅନେକ ଚଳଚ୍ଚିତ୍ରରେ ଏକାଠି କାମ କରିଛନ୍ତି ଏବଂ ପ୍ରଶଂସକ ସେମାନଙ୍କର ଯୋଡିକୁ ବହୁତ ପସନ୍ଦ ମଧ୍ୟ କରନ୍ତି । ରଶ୍ମିକାଙ୍କ ସହ ସମ୍ପର୍କ ଥିବା…

ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣ ଅଭିଯୋଗ

ଧର୍ମଶାଳା: ଯାଜପୁର ଜିଲ୍ଲା ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କୁ ଆକ୍ରମଣ ଅଭିଯୋଗ ହୋଇଛି । ସଦର ଥାନା ବୁଢ଼ାଘାଟ ନିକଟରେ ଧାରଣା ସ୍ଥଳରେ ତାଙ୍କ ଗାଡି ଉପରକୁ ଆକ୍ରମଣ ହୋଇଥିବା ସୂଚନା ରହିଛି । ତେବେ ଏହି ଆକ୍ରମଣ ପ୍ରଣବ ପ୍ରକାଶ ଦାସ (ବବି)ଙ୍କ ସମର୍ଥକମାନେ କରିଥିବା ନିଜେ ବିଧାୟକ…

ସାମାଜିକ କାର୍ଯ୍ୟରେ ଉତ୍କର୍ଷତା ଓ ଅଭିନବ ପଦକ୍ଷେପ ପାଇଁ ଦିଆଯାଉଥିବା ଶାମ୍ଭବୀ ପୁରସ୍କାର ରାଶି ୫ ଲକ୍ଷ ଟଙ୍କାକୁ…

ଭୁବନେଶ୍ୱେର: ଶାମ୍ଭବୀ ପୁରସ୍କାର ପାଇଁ ନଗଦ ପୁରସ୍କାର ରାଶି ଦୁଇ ଗୁଣା କରିଦିଆଯାଇଛି । ଏହାର ମୁଖ୍ୟ ବିଜେତାଙ୍କୁ ସାଇଟେସନ ସହିତ, ଟ୍ରଫି ଏବଂ ପୂବରୁ ପ୍ରଦାନ କରାଯାଉଥିବା ନଗଦ ପୁରସ୍କାର ରାଶକିୁ ୨ ଲକ୍ଷ ୫୦ ହଜାର ରୁ ୫ ଲକ୍ଷ ଟଙ୍କା କୁ ବୃଦ୍ଧି କରାଯାଇଛି । ଏହାସହିତ, ଜୁରୀ…

ପ୍ରଦୂଷଣରୁ ବର୍ତ୍ତିବାକୁ ମେଟ୍ରୋ ପାଲଟିଛି ସାହାରା! 

ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ଦିନକୁ ଦିନ ବଢିବାରେ ଲାଗିଛି। ଗତ ସୋମବାର ତଥା ନଭେମ୍ବର ୧୮ ତାରିଖରେ ୭୮.୬୭ ଲକ୍ଷ ଯାତ୍ରୀ ଦିଲ୍ଲୀ ମେଟ୍ରୋରେ ଯାତ୍ରା କରିଥିଲେ ଯାହାକି ଏକ ନୂଆ ରେକର୍ଡ ଥିଲା। ସୂଚନା ଅନୁଯାୟୀ, ପ୍ରଦୂଷଣର ମାତ୍ରା ବୃଦ୍ଧି ପରେ ଲୋକମାନେ ମେଟ୍ରୋରେ ଯାତ୍ରା…

ନାଗ ଧରି ଟ୍ରେନର ଜେନେରାଲ ବଗିରେ ଚଢିଲେ, ଲୋକଙ୍କୁ ମାଗିଲେ ଟଙ୍କା

ନୂଆଦିଲ୍ଲୀ: ନାଗ ଧରି ଟ୍ରେନର ଜେନେରାଲ ବଗିରେ ଚଢି ଲୋକଙ୍କୁ ଟଙ୍କା ମାଗିଲେ। ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏଭଳି ଏକ ଭିଡିଓ। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ଜେନେରାଲ ବଗିରେ ଯାତ୍ରା କରୁଥିବା ଜଣେ ବ୍ୟକ୍ତି ନାଗ ସାପ ସହ ଟ୍ରେନକୁ ପଶି ଲୋକଙ୍କଠାରୁ ଟଙ୍କା…

ମହିଳା ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି: ଭାରତକୁ ରେକର୍ଡ ତୃତୀୟ ଟାଇଟଲ

ରାଜଗିରି: ଭାରତୀୟ ମହିଳା ଟିମ ପ୍ରଭାବୀ ପ୍ରଦର୍ଶନ କରି ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି ୨୦୨୪ ଟାଇଟଲ ହାସଲ କରିଛନ୍ତି । ସଂଘର୍ଷପୂର୍ଣ୍ଣ ଫାଇନାଲ ମୁକାବିଲାରେ ଭାରତୀୟ ଟିମ ୧-୦ ଗୋଲରେ ଚୀନକୁ ପରାସ୍ତ କରିଥିଲା । ଏହା ଟିମ ଇଣ୍ଡିଆର କ୍ରମାଗତ ଦ୍ୱିତୀୟ ଏବଂ ଓଭରାଲ ତୃତୀୟ ଟାଇଟଲ । ବିଜୟୀ…

୭ ପୋଲିସ ଅଧିକାରୀଙ୍କୁ ନିଲମ୍ବିତ କଲେ ଇସିଆଇ

କାନପୁର: ଉତ୍ତରପ୍ରଦେଶର କାନପୁର ଜିଲ୍ଲାର ସିସାମାଉ ବିଧାନସଭା ଆସନ, ମୁଜାଫରନଗରର ମେରାପୁର ବିଧାନସଭା ଆସନ ଏବଂ ମୋରଦାବାଦର କୁଣ୍ଡାର୍କି ବିଧାନସଭା ଆସନରେ ଭୋଟରଙ୍କ ପରିଚୟ ଯାଞ୍ଚ ଅଭିଯୋଗରେ ୭ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ସେମାନଙ୍କୁ ନିଲମ୍ବିତ କରିଛନ୍ତି ନିର୍ବାଚନ…