Latest Odisha News

BREAKING NEWS

ଗନ୍ଧମାର୍ଦ୍ଦନ ନିକଟରେ ଆଦାନୀ ଜମି କିଣିବା ପ୍ରସଙ୍ଗ: ସ୍ପଷ୍ଟୀକରଣ ମାଗିଲା ବିଜେଡି

ଭୁବନେଶ୍ବର : ଗନ୍ଧମାର୍ଦ୍ଦନ ପାହାଡ଼ ନିକଟରେ ଆଦାନୀ ଜମି କିଣିବା ପ୍ରସଙ୍ଗରେ ତେଜିଛି ରାଜନୀତି। ମୁହାଁମୁହିଁ ହୋଇଛନ୍ତି ଉଭୟ ଶାସକ ଓ ବିରୋଧୀ। ଏ ପ୍ରସଙ୍ଗରେ ସରକାରଙ୍କ ସ୍ପଷ୍ଟୀକରଣ ଦାବି କରିଛି ବିଜେଡି । କେଉଁ ଉଦ୍ଦେଶ୍ୟରେ ଆଦାନୀ ଜମି କିଣିଛି ସରକାର ସ୍ପଷ୍ଟୀକରଣ ରଖନ୍ତୁ ବୋଲି…

ଶ୍ରୀମନ୍ଦିର ଯାଇ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କଲେ କଣ୍ଠଶିଳ୍ପୀ ସୋନୁ ନିଗମ

ପୁରୀ: ବଲିଉଡର ପ୍ରସିଦ୍ଧ କଣ୍ଠଶିଳ୍ପୀ ସୋନୁ ନିଗମ ଆଜି ଶ୍ରୀମନ୍ଦିର ଆସି ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିଛନ୍ତି । ଦୀର୍ଘ ଦିନ ପରେ ମହାପ୍ରଭୁଙ୍କ ଦର୍ଶନ ପାଇ ସେ ବେଶ ଭାବ ବିହ୍ୱଳ ହୋଇ ପଡ଼ିଥିଲେ । ମହାପ୍ରଭୁଙ୍କ ଦର୍ଶନ ପାଇ ସେ ନିଜକୁ ଭାଗ୍ୟବାନ ମନେ କରିଥିବା କହିଛନ୍ତି ।…

ବର୍ଡର-ଗାଭାସ୍କର ଟ୍ରଫିରୁ ଭାରତୀୟ ଟେଷ୍ଟ ଟିମର ଆରମ୍ଭ ହେବ ପରିବର୍ତନର ଧାରା

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ଘରୋଇ ଟେଷ୍ଟ ସିରିଜ ୩-୦ରେ ହାରିବା ପରେ ଭାରତୀୟ କ୍ରିକେଟ ଟିମ ପରିବର୍ତନ ଧାରାରେ ସାମିଲ ହେବାକୁ ବାଧ୍ୟ ହୋଇଛି । ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫିରୁ ଭାରତୀୟ କ୍ରିକେଟରେ ଏହି ପ୍ରକ୍ରିୟା ଆରମ୍ଭ ହେବ । ବିଶେଷ କରି ରୋହିତ ଶର୍ମା, ବିରାଟ…

ବିଶ୍ୱର ଏକ ନମ୍ବର ଟି୨୦ ଅଲରାଉଣ୍ଡର ହେଲେ ହାର୍ଦ୍ଦିକ

ନୂଆଦିଲ୍ଲୀ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳା ଯାଇଥିବା ଟି୨୦ ସିରିଜ ପରେ ଆଇସିସି ପକ୍ଷରୁ ସଦ୍ୟ ଟି୨୦ ର‌୍ୟାଙ୍କିଙ୍ଗ ଜାରୀ କରାଯାଇଛି । ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ତିଳକ ବର୍ମା କ୍ରମାଗତ ୨ଟି ଶତକ ମାରିବା ଯୋଗୁ ୬୯ ସ୍ଥାନ ଉନ୍ନୀତ ହୋଇ ତୃତୀୟ ସ୍ଥାନରେ ପଂହଚିଛନ୍ତି ।…

ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ନାମଲେଖା ପାଇଁ ବଢିଲା ଆବେଦନ ତାରିଖ

ଭୁବନେଶ୍ୱର: ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ନାମଲେଖା ପାଇଁ ବଢିଲା ଆବେଦନ ତାରିଖ । ଆସନ୍ତା ୨୭ ତାରିଖକୁ ବୃଦ୍ଧି କରାଯାଇଛି । ଆସନ୍ତା ଶିକ୍ଷାବର୍ଷ ପାଇଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ଏବଂ ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ପାଇଁ ଏହି ବର୍ଦ୍ଧିତ ସମୟସୀମା…

୨୪୦୦ ବୋତଲ କଫ୍ ସିରଫ୍ ଜବତ, ୧୨ ଗିରଫ

ସମ୍ବଲପୁର: ଜବତ ହୋଇଛି ବିପୁଳ ପରିମାଣର କଫ୍‌ ସିରପ୍‌। ସମ୍ବଲପୁରରେ ପୁଣି ଥରେ ବିପୁଳ ପରିମାଣର ନିଷିଦ୍ଧ କଫ୍‌ସିରପ ଜବତ ହୋଇଛି। ହିରାକୁଦ ଥାନା ପୋଲିସ ଦ୍ୱାରା ବୁଧବାର ୨୪୦୦ ନିଷିଦ୍ଧ କଫ୍‌ ସିରପ୍‌ ଜବତ ହୋଇଛି। ଏହାସହ ସମ୍ପୃକ୍ତ ୧୨ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ବୁଧବାର…

୩ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ବର: ଓଡ଼ିଶା ଆସିବେ ମହାମହିମ ରାଷ୍ଟ୍ରପତି। ଆସନ୍ତା ଡିସେମ୍ବର ୩ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ଗସ୍ତରେ ଆସିବେ। ନୂଆଦିଲ୍ଲୀରୁ ଏକ ସ୍ବତନ୍ତ୍ର ବିମାନ ଯୋଗେ ଆସି ୩ ତାରିଖରେ ସେ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଅବତରଣ କରିବେ ବୋଲି ପ୍ରକାଶିତ ଗସ୍ତ…

ଫେବ୍ରୁଆରି ୧୮ରୁ ଆରମ୍ଭ ହେବ ଯୁକ୍ତ ୨ ପରୀକ୍ଷା

ଭୁବନେଶ୍ବର: ଫେବ୍ରୁଆରି ୧୮ ତାରିଖରୁ ଆରମ୍ଭ ହେବ ଯୁକ୍ତ ୨ ବାର୍ଷିକ ପରୀକ୍ଷା। ଏନେଇ ଆସିଛି ଏକ ବଡ଼ ଖବର। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ୨୦୨୫ ଯୁକ୍ତ ୨ ବାର୍ଷିକ ପରୀକ୍ଷା ଆସନ୍ତା ଫେବ୍ରୁଆରିରୁ ଆରମ୍ଭ ହେବ ବୋଲି କୁହାଯାଇଛି। ସିଏଚ୍ଏସ୍ଇ ପକ୍ଷରୁ ଜାରି…

ଏହି ସ୍ବର ମୋ ଭଉଣୀର, କ୍ରିପ୍ଟୋ ଦୁର୍ନୀତି ମାମଲାରେ ମୁହାଁମୁହିଁ ଅଜିତ ଓ ସୁପ୍ରିୟା

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ବୁଧବାର ସମସ୍ତ ୨୮୮ଟି ଆସନରେ ମତଦାନ ଚାଲିଛି। ଏହାରି ମଧ୍ୟରେ ବିଟକଏନ୍ ସ୍କାମକୁ ନେଇ ବିବାଦ ବଢିବାରେ ଲାଗିଛି। ବର୍ତ୍ତମାନ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ମଧ୍ୟ ଏହି ପ୍ରସଙ୍ଗରେ ମୁହଁ ଖୋଲି ତାଙ୍କ ଭଉଣୀ ସୁପ୍ରିୟା ସୁଲେଙ୍କ…

ଏୟାର ଇଣ୍ଡିଆ ବିମାନରେ ମହିଳାଙ୍କ ସହ ଯୌନ ନିର୍ଯାତନା ଅଭିଯୋଗ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରୁ ଗୋଆ ଅଭିମୁଖେ ଯାତ୍ରା କରୁଥିବା ବିମାନରେ ଜଣେ ମହିଳା ତାଙ୍କ ସହ-ଯାତ୍ରୀଙ୍କ ଉପରେ ଯୌନ ନିର୍ଯାତନା ଅଭିଯୋଗ କରିଛନ୍ତି । ଏହି ମାମଲାରେ ପୋଲିସ ୨୩ ବର୍ଷ ବୟସ୍କ ଯୁବକଙ୍କୁ ଗିରଫ କରିଛି। ବୁଧବାର ଅଧିକାରୀମାନେ ଏହି ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି ।…