‘କୈଳାଶଙ୍କ ଇସ୍ତଫା ପଛରେ ବିଜେପିର ଷଡଯନ୍ତ୍ର, ଚାପ ଯୋଗୁଁ ଦଳ ଛାଡିଲେ’
ନୂଆଦିଲ୍ଲୀ: ଦିଲ୍ଲୀ ମନ୍ତ୍ରୀ ତଥା ଆପ ବରିଷ୍ଠ ନେତା କୈଳାଶ ଗେହଲଟ ଦଳରୁ ଇସ୍ଥଫା ଦେବା ପରେ ଏହାକୁ ନେଇ ବିଜେପି ଉପରେ ସଙ୍ଗୀନ ଅଭିଯୋଗ ଆଣିଛି ଆପ । କୈଳାଶଙ୍କ ଇସ୍ତଫା ପଛରେ ବିଜେପିର ହିଁ ଷଡଯନ୍ତ୍ର ବୋଲି ଆପ ଦାବି କରିଛି ।
ଏହାକୁ ନେଇ ଆପ ସାଂସଦ ସଞ୍ଜୟ ସିଂହ କହିଛନ୍ତି, ଆଉ…