Latest Odisha News

BREAKING NEWS

କୋହଲି, ଅନୁଷ୍କାଙ୍କ ଆଖି ଛଳ ଛଳ ହୋଇଗଲା

ବେଙ୍ଗାଲୁର: ଚଳିତ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସକୁ ମାତ ଦେଇ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ପ୍ଲେ ଅଫକୁ ଉନ୍ନୀତ ହୋଇଛି । ମ୍ୟାଚ ପରେ ଦଳର ଷ୍ଟାର ଖେଳାଳି ବିରାଟ କୋହଲିଙ୍କ ଆଖି ଛଳ ଛଳ ହୋଇ ଯାଇଥିଲା । ଯେ ଯଥାସମ୍ଭବ ଚେଷ୍ଟା କରୁଥିଲେ ମଧ୍ୟ ଅମାନିଆ ଲୁହକୁ ଅଟକାଇ ପାରି ନ ଥିଲେ ।…

ଆମ ଆଦମୀ ପାର୍ଟି ପ୍ରାର୍ଥୀଙ୍କୁ ଭୋଟ୍ ଦେବେ କହିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ଚଳିତ ଲୋକସଭା ନିର୍ବାଚନରେ ଦିଲ୍ଲୀରେ ଆପ୍ ପ୍ରାର୍ଥୀଙ୍କୁ ଭୋଟ୍ ଦେବେ ବୋଲି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କହିଛନ୍ତି। ଇଣ୍ଡିଆ ମେଣ୍ଟର ପ୍ରାର୍ଥୀଙ୍କ ସମର୍ଥନରେ ରାଜଧାନୀ ଦିଲ୍ଲୀରେ ଏକ ବିଶାଳ ରାଲିକୁ ସମ୍ବୋଧିତ କରି ୱାୟନାଡ ସାଂସଦ କହିଛନ୍ତି, କେଜ୍ରିୱାଲ କଂଗ୍ରେସ…

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ: ସୁବର୍ଣ୍ଣପୁରର ସମସ୍ତ ମତଦାନ କେନ୍ଦ୍ର ଅଭିମୁଖେ ପୋଲିଙ୍ଗ୍ ପାର୍ଟି

ସୁବର୍ଣ୍ଣପୁର: ଆସନ୍ତାକାଲି ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ। ଏହି କ୍ରମରେ ସୁବର୍ଣ୍ଣପୁର ଜିଲ୍ଲା ଦୁଇ ବିଧାନସଭା ନିର୍ବାଚନ ମଣ୍ଡଳୀରେ ହେବ ମତଦାନ। ଜିଲ୍ଲାର ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀ (୬୫)ରେ ମୋଟ ୨ ଲକ୍ଷ ୫୪ ହଜାର ୬୯୬ ଭୋଟର ନିଜର ମତ ସାବ୍ୟସ୍ତ କରିବେ ଏଥିପାଇଁ…

ମ୍ୟାଚ ହାରିବା ପରେ ମହେନ୍ଦ୍ର ସିଂହ ଧୋନି ଆରସିବି ଖେଳାଳିଙ୍କ ସହ ହାତ ନ ମିଳାଇ ଚାଲିଗଲେ

ଚେନ୍ନାଇ: ଶନିବାର ଆରସିବି ବିପକ୍ଷରେ ଚେନ୍ନାଇ ସୁପର କିଙ୍ଗସ ପରାଜୟ ବରଣ କରିବା ପରେ ଦଳର ପୋଷ୍ଟର ବୟ ତଥା କିମ୍ବଦନ୍ତୀ ଖେଳାଳି ଏମ୍ ଏସ୍ ଧୋନି ପିଚ ପ୍ରତିପକ୍ଷ ଖେଳାଳିଙ୍କ ସହ ହାତ ନମିଳାଇ ପିଚ ଛାଡ଼ିଥିଲେ। ବେଙ୍ଗାଲୁରୁ ଦଳ ବିପକ୍ଷରେ ୨୭ ରନରେ ପରାସ୍ତ ହେବା ପରେ ଚେନ୍ନାଇ ଚଳିତ…

‘ଭୁଲ ରାଜନୈତିକ ବୁଝାମଣାରୁ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଠକେଇ ଅଭିଯୋଗ’, ମାମଲା ପ୍ରତ୍ୟାହାର…

ବ୍ରହ୍ମପୁର: ବହୁ ଚର୍ଚ୍ଚିତ ଟାଟା କମ୍ପାନିରେ ନିଯୁକ୍ତି ନାଁରେ ଠକେଇ ମାମଲାରେ ଚର୍ଚ୍ଚାକୁ ଆସିଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ମାମଲା ପ୍ରତ୍ୟାହାର ପାଇଁ କୋର୍ଟରେ ଅଭିଯୋଗକାରୀ ସତ୍ୟପାଠ ଦାଖଲ କରିଛନ୍ତି। ଭୁଲ୍‌ ରାଜନୈତିକ ବୁଝାମଣା ଯୋଗୁଁ ସେ ଏତଲା…

ସ୍କ୍ରପିଓ ଗାଡିରୁ ୩ ଲକ୍ଷ ୪୦ ହଜର ଟଙ୍କା ଜବତ, ୨ ଅଟକ

ସୁବର୍ଣ୍ଣପୁର: ନିର୍ବାଚନ ପାଇଁ ବିନିକା ଅଞ୍ଚଳରେ ଗାଡ଼ିମଟର ଗୁଡ଼ିକୁ କଡାକଡି ଭାବରେ ଯାଞ୍ଚ ଚାଲିଛି । ଏହି ଅବସରରେ ଗତକାଲି ରାତିରେ ବିନିକା ଏସଏସଟି ଟିମ ଦ୍ବାରା ଗାଡି ମଟର ଗୁଡିକ ଯାଞ୍ଚ ଚାଲିଥିଲା ବେଳେ ସ୍କର୍ପିଓ ଗାଡ଼ିରୁ ଜବତ ହେଲା ବେଆଇନ ନଗଦ ଟଙ୍କା। ଏହି ଘଟଣାରେ ଗାଡ଼ିକୁ ଜବତ କରି…

ଏୟାର ଇଣ୍ଡିଆ ବିମାନରେ ନିଆଁ

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ବିମାନରେ ନିଆଁ । ବେଙ୍ଗାଲୁରୁରୁ କୋଚି ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନର ଇଞ୍ଜିନରେ ନିଆଁ ଲାଗିବାରୁ ବିମାନଟିକୁ ବେଙ୍ଗାଲୁରୁରେ ଜରୁରୀ ଅବତରଣ କରାଯାଇଥିଲା । ଅବତରଣ କରିବା ପରେ ତୁରନ୍ତ ନିଆଁ ଲିଭାଯାଇଥିଲା । ଏୟାର ଇଣ୍ଡିଆ ଏକ୍ସପ୍ରେସ…

ମମତାଙ୍କୁ ନେଇ ଅଧୀର-ଖଡଗେଙ୍କ ମଧ୍ଯରେ ବୟାନବାଜି, ଇସ୍ତଫା ଦେବେ କି ପଶ୍ଚିମବଙ୍ଗ କଂଗ୍ରେସ ମୁଖ୍ୟ?

ନୂଆଦିଲ୍ଲୀ: ନିର୍ବାଚନ ବେଳେ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସକୁ ପଶ୍ଚିମବଙ୍ଗରେ ତୀବ୍ର ବିରୋଧ କରୁଛି କଂଗ୍ରେସ। ପ୍ରଦେଶ କଂଗ୍ରେସ ସଭାପତି ଅଧୀର ରଞ୍ଜନ ଚୌଧୁରୀ ବିଭିନ୍ନ ପ୍ରସଙ୍ଗରେ ମମତାଙ୍କୁ ସମାଲୋଚନା କରୁଛନ୍ତି। ଏହାକୁ କିନ୍ତୁ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ…

ଆଜି ମହାକାଶ ଯାତ୍ରା କରିବେ ପ୍ରଥମ ଭାରତୀୟ ସ୍ପେସ୍‌ ଟୁରିଷ୍ଟ ଗୋପୀଚାନ୍ଦ ଥୋଟାକୁରା

ୱାଶିଂଟନ: ପ୍ରଥମ ଭାରତୀୟ ସ୍ପେସ୍‌ ଟୁରିଷ୍ଟ ଭାବେ ଗୋପୀଚାନ୍ଦ ଥୋଟାକୁରା ରବିବାର ମହାକାଶକୁ ଯାତ୍ରା କରିବେ। ଜେଫ୍‌ ବେଜୋସ୍‌ଙ୍କ ବ୍ଲ୍ୟୁ ଅରିଜିନ ମିଶନରେ ଗୋପୀଚାନ୍ଦ ମହାକାଶକୁ ଯାତ୍ରା କରିବେ। ପାଇଲଟ ଗୋପୀଚାନ୍ଦ ସ୍ପେସ୍‌ ଟୁରିଜିମ୍‌ ମିଶନର ଅଂଶ ସ୍ବରୂପ ବ୍ଲ୍ୟୁ ଅରିଜିନ…

ବିବାଦୀୟ ନେତା ସମୀର ଦାଶ ବଦଳାଇଲେ ଦଳ, ମୋଦୀଙ୍କୁ ରୋଡ୍ ଶୋ ପୂର୍ବରୁ ବିଜେପିକୁ ଲାଭ ନା କ୍ଷତି?

ଭୁବନେଶ୍ୱର: ନିମାପଡା ବିଧାୟକ ସମୀର ରଞ୍ଜନ ଦାଶ ଶେଷରେ ବିଜେପିରେ ସାମିଲ ହୋଇଛନ୍ତି। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସଭାପତି ସମୀର ମହାନ୍ତି ଏବଂ ପ୍ରଭାରୀଙ୍କ ଉପସ୍ଥିତିରେ ସେ ଏବଂ ତାଙ୍କ ସମର୍ଥକ ବିଜେପିରେ ସାମିଲ ହୋଇଛନ୍ତି। ବିଜୁ ଜନତା ଦଳ ତାଙ୍କୁ ଚଳିତଥର ଟିକେଟ୍ ଦେଇନଥିଲା। ତାଙ୍କ…