Latest Odisha News

BREAKING NEWS

Delhi Red Fort Blast: ଲାଲକିଲ୍ଲାରେ ଜୋରଦାର ବିସ୍ଫୋରଣ, ଆଲର୍ଟରେ ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ: ଦିଲ୍ଲୀର ଲାଲକିଲ୍ଲା ନିକଟରେ ଏକ କାରରେ ଜୋରଦାର ବିସ୍ଫୋରଣ ଘଟିଛି। କାରଟି ମେଟ୍ରୋ ଷ୍ଟେସନ ନିକଟରେ ପାର୍କିଂ କରାଯାଇଥିଲା। ବିସ୍ଫୋରଣ ଯୋଗୁଁ ପ୍ରବଳ ଅଗ୍ନିକାଣ୍ଡ ଘଟିଥିଲା ଯାହା ଫଳରେ ଆଖପାଖ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ଏହି ଘଟଣାରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା…

ସମ୍ୱେଦନଶୀଳ ବୁଥ୍ ଗୁଡିକରେ ନିଆଯାଇଥିବା ଇଭିଏମକୁ ବ୍ୟବହାର କରିବା ପାଇଁ ଉଦ୍ୟମ ହେଉଛି: ବିଜେଡି

ଭୁବନେଶ୍ୱର: ଗୋଟିଏ ଟ୍ରକରେ ଇଭିଏମ୍ ମେସିନ ନୂଆପଡାକୁ ନିଆଯାଇଛି ବୋଲି ବିଜେଡି ତରଫରୁ କରାଯାଇଥିବା ଅଭିଯୋଗକୁ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଖଣ୍ଡନ କରିବା ପରେ ଦଳ ତରଫରୁ ଅଧିକ ଯୁକ୍ତି ବଢ଼ା ଯାଇଛି । ନୂଆପଡା ନିର୍ବାଚନ ମଣ୍ଡଳୀରେ ଥିବା ସମ୍ୱେଦନଶୀଳ ବୁଥ୍ ଗୁଡିକର ତାଲିକା…

Gold and silver prices rise:ପୁଣି ବଢ଼ିଲା ରୂପା,ସୁନା ମୂଲ୍ୟ

ଭୁବନେଶ୍ବର: ଗ୍ରାହକଙ୍କ ମଧ୍ୟରେ ସୁନା କିଣିବା ପାଇଁ ସବୁବେଳେ ଆଗ୍ରହ । ତେବେ ଗହଣା କିଣିବା ପୂର୍ବରୁ ସୁନା ଦର ଜାଣିବା ଜରୁରୀ । କାରଣ ସୁନା ଓ ରୂପା ଦର ସବୁବେଳେ ପରିବର୍ତ୍ତନ ହୋଇଥାଏ। ଆଜି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୨୩,୨୨୦ ଟଙ୍କା ରହିଥିଲା…

କେତେ ମାରାତ୍ମକ ‘ରିସିନ’ ନାମକ ବିଷାକ୍ତ ରାସାୟନିକ ପଦାର୍ଥ; ତିନି ଆତଙ୍କବାଦୀ ଠାରୁ ହେଲା ଜବତ

ଗାନ୍ଧୀନଗର: ଆତଙ୍କବାଦୀ ଆକ୍ରମଣ ପାଇଁ ରାସାୟନିକ ବୋମା ପ୍ରସ୍ତୁତ କରୁଥିବା ତିନି ଜଣ ଆତଙ୍କବାଦୀଙ୍କୁ ରବିବାର ଗୁଜୁରାଟ ୟୁନିଟ୍ ଗିରଫ କରିଛି । ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ଚୀନ୍‌ରୁ MBBS ଡିଗ୍ରୀ ହାସଲ କରିଥିବା ଜଣାପଡିଛି । ଏହା ଦେଶକୁ ଆତଙ୍କିତ କରିବା ପାଇଁ ଆତଙ୍କବାଦୀମାନେ କେଉଁ…

ପିମ୍ପୁଡ଼ି ପାଇଁ ଜୀବନ ହାରିଲେ, ସୁଇସାଇଡ୍ ନୋଟରେ ଲେଖିଲେ ଏମିତି…

ନୂଆଦିଲ୍ଲୀ: ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲ୍ଲାରେ ଜଣେ ୩୫ ବର୍ଷୀୟା ମହିଳା ପିମ୍ପୁଡ଼ି ଭୟରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ପୋଲିସ ଅନୁଯାୟୀ, ଏହି ଘଟଣା ନଭେମ୍ବର ୪, ୨୦୨୫ରେ ଘଟିଥିଲା। ମୃତ ମହିଳା ଜଣକ ୨୦୨୨ରେ ବିବାହ କରିଥିଲେ ଏବଂ ତାଙ୍କର ଏକ ତିନି ବର୍ଷର ଝିଅ ଥିଲା।…

କର୍କଟ ରୋଗୀଙ୍କ ପାଇଁ ଆଶ୍ୱସ୍ତି ଖବର, ଜିନ୍ ଥେରାପି ଚିକିତ୍ସା ସମ୍ପର୍କରେ କେନ୍ଦ୍ର ସରକାର ନେଲେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: କେନ୍ଦ୍ର ସରକାର କର୍କଟ ରୋଗୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଏହା ଜିନ୍ ଥେରାପି ଅଗ୍ରଣୀ ଇମ୍ୟୁନୋଆକ୍ଟକୁ ପାଣ୍ଠି ଯୋଗାଇଛି, ଏହା ଦ୍ବାରା ଜିନ୍ ବିତରଣ ପ୍ରଣାଳୀକୁ ବିସ୍ତାର କରିବା ପାଇଁ ସାହାଯ୍ୟ କରିବ । ଯାହା ଦ୍ଵାରା କର୍କଟ ରୋଗୀଙ୍କ ପାଇଁ…

ଚେନ୍ନାଇ ସୁପର କିଙ୍ଗସ ପ୍ରସ୍ତାବ ନେଇ ରାଜି ହେଲାନି ଗୁଜରାଟ ଟାଇଟାନ୍ସ

ଚେନ୍ନାଇ: ଆଇପିଏଲ ୨୦୨୬ ନିଲାମ ପୂର୍ବରୁ ଏବେ ଟ୍ରେଡିଂ ୱିଣ୍ଡୋ ଖୋଲା ଯାଇଛି । ଗତ ସଂସ୍କରଣରେ ଖରାପ ପ୍ରଦର୍ଶନ କରିଥିବା ଚେନ୍ନାଇ ସୁପର କିଙ୍ଗସ ଦଳରେ ବଡ ପରିବର୍ତନ କରିବାକୁ ଚାହୁଁଛି । ମହେନ୍ଦ୍ର ସିଂ ଧୋନୀ ଅବସର ନେବା ପୂର୍ବରୁ ଦଳକୁ ଏକ ମଜଭୁତ ଟିମ ଦେବାକୁ ଚାହୁଁଛନ୍ତି । ରାଜସ୍ଥାନ…

ତିରୁପତି ଲଡୁ ଘିଅ ଦୁର୍ନୀତି: ୫ ବର୍ଷ ଧରି ମନ୍ଦିରକୁ ଆସୁଥିଲା ୨୫୦ କୋଟି ଟଙ୍କାର ନକଲି ଘିଅ, କେଉଁଠୁ ହେଉଥିଲା ଯୋଗାଣ…

ତିରୁପତି: ଦେଶର ପ୍ରମୁଖ ଧାର୍ମିକ ସ୍ଥଳ ମଧ୍ୟରୁ ଗୋଟିଏ ତିରୁମାଲା ତିରୁପତି ଦେବସ୍ଥାନମ୍ (TTD) ରେ ପ୍ରସିଦ୍ଧ ଲଡୁରେ ବ୍ୟବହୃତ ଘିଅକୁ ନେଇ ଏବେବି ବିବାଦ ଲାଗି ରହିଛି। ଦୀର୍ଘ ସମୟ ଧରି ବିବାଦ ପରେ, CBI ଏହି ମାମଲାର ତଦନ୍ତ ଆରମ୍ଭ କରିଛି। CBI ତଦନ୍ତରେ ଅନେକ ଆଶ୍ଚର୍ଯ୍ୟଜନକ ତଥ୍ୟ…

ମାଟିରେ ମିଶିବ ଜବାହାର ଲାଲ ନେହେରୁ ଷ୍ଟାଡିୟମ, ତିଆରି ହେବ ସ୍ପୋର୍ଟ୍ସ ସିଟି

ନୂଆଦିଲ୍ଲୀ: ଦିଲ୍ଲୀରେ ଥିବା ଜବାହାର ଲାଲ ନେହେରୁ ଷ୍ଟାଡିୟମ ମାଟିରେ ମିଶିବ । କ୍ରୀଡା ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ ଏହି ଷ୍ଟାଡିୟମ ସ୍ଥାନରେ ଏକ ଅତ୍ୟାଧୂନିକ ସ୍ପୋର୍ଟ୍ସ ସିଟି ତିଆରି ହେବ । ବିଶ୍ୱସ୍ତରର ସମସ୍ତ ସୁବିଧା ସୁଯୋଗ ଏଠାରେ ଉପଲବ୍ଧ କରାଯିବ । ପୂର୍ବରୁ ଏହି…

ନୂଆପଡ଼ା ଉପନିର୍ବାଚନରେ ଆଚରଣବିଧି ଉଲ୍ଲଙ୍ଘନ ହେଉଥିବା ଅଭିଯୋଗ ଆଣିଲେ ବିଜେଡି ସୁପ୍ରିମୋ

ଭୁବନେଶ୍ୱର: ୧୧ ନଭେମ୍ବରରେ ଅନୁଷ୍ଠିତ ହେବ ନୂଆପଡ଼ା ବିଧାନସଭା ଉପନିର୍ବାଚନ । ଏହା ପୂର୍ବରୁ ​​୪୮ ଘଣ୍ଟାର ନୀରବ ଅବଧି ମଧ୍ୟରେ ଗୁରୁତର ଉଲ୍ଲଂଘନ ହୋଇଥିବା ନେଇ ସୋମବାର ବିଜୁ ଜନତା ଦଳ (ବିଜେଡି) ସଭାପତି ନବୀନ ପଟ୍ଟନାୟକ ଅଭିଯୋଗ କରିଛନ୍ତି । ୪୮ ଘଣ୍ଟାର ନୀରବତା ଅବଧିକୁ କଡ଼ା କଡ଼ି…