ପୁରୁଷ ଦିନିକିଆ କ୍ରିକେଟ୍ର ୫,୦୦୦ ମ୍ୟାଚ ସମ୍ପୂର୍ଣ୍ଣ: ବ୍ୟାଟିଂରେ ଭାରତର ସମ୍ପୂର୍ଣ୍ଣ ପ୍ରଭାବ
,ନୂଆଦିଲ୍ଲୀ: ପୁରୁଷ ଆନ୍ତର୍ଜାତୀୟ ଦିନିକିଆ କ୍ରିକେଟ୍ ଇତିହାସରେ ଏକ ଐତିହାସିକ ମାଇଲଖୁଣ୍ଟ ଅତିକ୍ରମ ହୋଇଛି । ଦିନିକିଆ କ୍ରିକେଟ୍ ଆରମ୍ଭରୁ ଏପର୍ୟ୍ୟନ୍ତ ମୋଟ ୫,୦୦୦ଟି ମ୍ୟାଚ୍ ଖେଳାସରିଛି । ଏହି ୫୦ ବର୍ଷରୁ ଅଧିକ ସମୟର ଇତିହାସ ଏବଂ ୫,୦୦୦ ମ୍ୟାଚ୍ର ଆଙ୍କଡ଼ା ସ୍ପଷ୍ଟ କରୁଛି ଯେ…