Latest Odisha News

BREAKING NEWS

ପଶ୍ଚିମବଙ୍ଗ ଟ୍ୟାବ ସ୍କାମ: ୧୯୧୧ ଛାତ୍ରଙ୍କ ସହ ଧୋକା, ୧୧ ଗିରଫ

କୋଲକାତା : ପଶ୍ଚିମବଙ୍ଗରେ ଟ୍ୟାବ ସ୍କାମ। ୧୯୧୧ ଛାତ୍ରଛାତ୍ରୀଙ୍କ ସହ ଧୋକା। ପଥ ପଢାରେ ଉନ୍ନତି ପାଇଁ ପଶ୍ଚିମବଙ୍ଗ ସରକାର ମେଧାବୀ ଛାତ୍ରମାନଙ୍କୁ ୧୦୦୦୦ ଟଙ୍କା ଟ୍ୟାବ କିଣିବାକୁ ଦେଇଥିଲେ। ସେମାନଙ୍କ ବ୍ଯାଙ୍କ ଆକାଉଣ୍ଟକୁ ଏହି ତାଙ୍କ ଯାଇଥିଲା। ସ୍କୁଲର ୟୁଜର ଆଇଡି ଓ ପାସୱାର୍ଡ ହ୍ୟାକ…

ରାଜ୍ୟସ୍ତରୀୟ କଳା ଉତ୍ସବ: କଳା କ୍ଷେତ୍ରରେ ଓଡ଼ିଶାର ଅବଦାନ ଅତୁଳନୀୟ

ଭୁବନେଶ୍ଵର: କଳା କ୍ଷେତ୍ରରେ ଓଡ଼ିଶାର ଅବଦାନ ଅତୁଳନୀୟ। ରାଜ୍ୟସ୍ତରୀୟ କଳା ଉତ୍ସବ ୨୦୨୪  ୟୁନିଟ-୬  ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ହୋଇଯାଇଛି । ଉଦଘାଟନୀ ସମାରୋହରେ ରାଜ୍ୟ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଜ୍ୟୋତିରଞ୍ଜନ ମିଶ୍ର ମୁଖ୍ୟ ଅତିଥି ଭାବେ…

ଆଇପିଏଲ ମେଗା ନିଲାମ ପାଇଁ ଜାରୀ ହେଲା ଶର୍ଟଲିଷ୍ଟ

ମୁମ୍ବାଇ: ଆଇପିଏଲ ୨୦୨୫ ମେଗା ନିଲାମ ପାଇଁ ଖେଳାଳିଙ୍କ ଶର୍ଟଲିଷ୍ଟ ଜାରୀ କରାଯାଇଛ । ଓଭରାଲ ୧୫୭୪ ଖେଳାଳି ନିଜ ନାମ ରେଜିଷ୍ଟର୍ଡ କରିଥିଲେ । ଏବେ କେବଳ ୫୭୪(୩୬୬ ଭାରତୀୟ, ୨୦୮ ବିଦେଶୀ, ଆସୋସିଏଟ ଦେଶର ୨) ଖେଳାଳିଙ୍କୁ ନିଲାମରେ ସାମିଲ କରାଯିବ । ସାଉଦି ଆରବର ଜେଦାହରେ ୨୪ ଓ ୨୫…

ଜାଣନ୍ତୁ କେବେ ଖୋଲିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି

ଭୁବନେଶ୍ୱର: ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି। ଚଳିତ ନଭେମ୍ବର ୧୮ ଏବଂ ୨୫ ତାରିଖ ଉଭୟ ସୋମବାରରେ ଭୁବନେଶ୍ୱର, ୟୁନିଟ -୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଠାରେ ବନ୍ଦ ରହିବ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ। ଏ ସମ୍ପର୍କରେ ସାଧାରଣ ପ୍ରଶାସନ ଓ ସାଧାରଣ…

ଉଦଘାଟିତ ହେଲା ଐତିହାସିକ କଟକ ବାଲିଯାତ୍ରା

କଟକ: କଟକର ଐତିହାସିକ ବାଲିଯାତ୍ରାର ଶୁଭ ଉଦ୍ଘାଟନ ହୋଇଛି। ଏହି ଐତିହାସିକ ବାଲିଯାତ୍ରାକୁ ମୁଖ୍ୟମନ୍ତ୍ରୀ‌ ମୋହନ ଚରଣ ମାଝୀ ଓ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଉଦ୍‌ଘାଟନ କରିଛନ୍ତି। ବାଲିଯାତ୍ରାକୁ ଆକର୍ଷଣୀୟ କରିବା ସହ ଅନ୍ତର୍ଜାତୀୟ ସ୍ତରରେ ପହଁଞ୍ଚାଇବା ପାଇଁ ୧୩ଟି ଦେଶର…

ଜାତୀୟ ସିନିୟର ପୁରୁଷ ହକି: ଇତିହାସ ରଚିବାଠାରୁ ଗୋଟିଏ ପାଦ ଦୂରରେ ଓଡିଶା

ଚେନ୍ନାଇ: ଏଠାରେ ଚାଲିଥିବା ଜାତୀୟ ସିନିୟର ପୁରୁଷ ହକିରେ ଓଡିଶାର ପ୍ରଭାବୀ ପ୍ରଦର୍ଶନ ଜାରୀ ରହିଛି । ଶୁକ୍ରବାର ଅନୁଷ୍ଠିତ ସେମିଫାଇନାଲରେ ଓଡିଶା ୪-୨ ଗୋଲରେ ମଣିପୁରକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି । ଅନ୍ୟ ଏକ ସେମିଫାଇନାଲରେ ହରିୟାଣା ୩-୨ ଗୋଲରେ ଉତରପ୍ରଦେଶକୁ ପରାସ୍ତ କରିଛି…

ଆଦିବାସୀ ପିଲାମାନଙ୍କ ଉଜ୍ବଳ ଭବିଷ୍ୟ ପାଇଁ ୧୫୩୫ କୋଟି ଟଙ୍କା ଖର୍ଚ୍ଚ କରିବେ ରାଜ୍ୟ ସରକାର

ଭୁବନେଶ୍ୱର: ଆଜି ଜନତା ମୈଦାନରେ ରାଜ୍ୟସ୍ତରୀୟ ବିର୍ସାମୁଣ୍ଡାଙ୍କ ଜୟନ୍ତୀ ଏବଂ ଜନଜାତୀୟ ଗୌରବ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଭଗବାନ ବିର୍ସା ମୁଣ୍ଡାଙ୍କୁ…

ବିସିସିଆଇ ଅନୁରୋଧ ପରେ ଆଇସିସି ବାତିଲ କଲା ପାକିସ୍ତାନ ଗସ୍ତ

କରାଚୀ: ଚାମ୍ପିୟନ୍ସ ଟ୍ରଫି ଆୟୋଜନ ସମ୍ପର୍କୀତ ଏକ ବୈଠକ ପାଇଁ ଆନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲର ସଦସ୍ୟ ପାକିସ୍ତାନ ଯିବାକୁ ମନା କରି ଦେଇଛନ୍ତି । ପିଓକେରେ ପିସିବି ଏ ନେଇ ବୈଠକର ଆୟୋଜନ କରିଥିଲା । ଏହା ନଭେମ୍ବର ୧୯ରେ ହେବାକୁ ଥିଲା । ଯାହାକୁ ନେଇ ବିସିସିଆଇ ଆପତି ଉଠାଇଥିଲା । ଏବେ…

କେତେ କାମ ଦେବ ‘ବିର୍ସା ମୁଣ୍ଡା’ କାର୍ଡ?

ରାଞ୍ଚି: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ଆଦିବାସୀଙ୍କ ହାତରେ କ୍ଷମତାର ଚାବି । ଝାଡଖଣ୍ଡ ଅସ୍ମିତା ପିଚରେ ଜେଏମଏମ ବିଜେପିକୁ ଘେରୁଛି ତ ରୋଟି, ବେଟି ଓ ମାଟି ପ୍ରସଙ୍ଗରେ ଆଦିବାସୀ ଭୋଟ୍ ବ୍ୟାଙ୍କ ହାତେଇବାକୁ ଗୋଟି ଚଳଉଛି ବିଜେପି। ଏବେ ନିର୍ବାଚନ ମାହୋଲରେ ଜନଜାତି ଗୌରବ ଦିବସ ଅବସରରେ…