କଟକ ଓ ସମ୍ବଲପୁରକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା
କଟକ: ସମ୍ବଲପୁର ଓ କଟକରେ ହେବ ମହାନଦୀ ରିଭର ଫ୍ରଣ୍ଟ । ଏହା ସାବରମତୀ ରିଭର ଫ୍ରଣ୍ଟ ଭଳି ହେବ । ଦୁଇଟି ପ୍ରକଳ୍ପ ପାଇଁ ୨ ଶହ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଐତିହାସିକ ବାଲି ଯାତ୍ରାକୁ ଉଦଘାଟନ ସମୟରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।
ସେହିପରି ଭୁଵନେଶ୍ବର ମେଟ୍ରୋ ରେଳ…