Latest Odisha News

BREAKING NEWS

ନିଜସ୍ଵ ସମ୍ବିଧାନ ପାଇଁ ପରିଚିତ ପଡୋଶୀ ଦେଶର ଏହି ଗାଁ…

ନୂଆଦିଲ୍ଲୀ: ପ୍ରତ୍ୟେକ ଦେଶର ନିଜସ୍ୱ ସମ୍ବିଧାନ ଏବଂ ନିଜସ୍ୱ ନିୟମ ଏବଂ ଆଇନ ରହିଛି । କିନ୍ତୁ ପାକିସ୍ତାନରେ ଏପରି ଏକ ଗ୍ରାମ ଅଛି ଯେଉଁଠାରେ ଏପର୍ଯ୍ୟନ୍ତ ଦେଶର ସମ୍ବିଧାନ ଲାଗୁ କରାଯାଇନାହିଁ । ଏହି ଗାଁରେ ତା’ର ନିଜସ୍ୱ ସମ୍ବିଧାନ, ନିୟମ ଏବଂ ଆଇନ ରହିଛି । ଏହି ଗାଁ ଏହାର ଅନନ୍ୟ ପରିଚୟ…

ଚୀନର ରାସ୍ତାକୁ ଉଡ଼ାଇ ଦେଲା ଭାରତ!

ଲଦାଖ: ଭାରତ ଏବଂ ଚୀନ୍ ମଧ୍ୟରେ ମତଭେଦ ପରେ ଭାରତୀୟ ସେନା ୨୦୧୭ରେ ଡେମୋଚୋକରେ ନିର୍ମିତ ବିଆରଓ ର ରାସ୍ତାକୁ ନଷ୍ଟ କରିଦେଇଛି । ଏହି ଖବର ସେନା ସୂତ୍ର ମାଧ୍ୟମରେ ସାମ୍ନାକୁ ଆସିଛି । ଏଥି ସହିତ ଚୀନ୍ ମଧ୍ୟ ନୂତନ ରାସ୍ତା ନିର୍ମାଣ କାର୍ଯ୍ୟ ବନ୍ଦ କରି ଦେଇଛି । ଡେମଚୋକ୍ ଏବଂ ଡେପସଙ୍ଗରେ…

ବଦଲିଲା ‘ସରାଇ କାଲେ ଖାନ୍ ଛକ’ର ନାଁ; ଆଜିଠୁ ‘ବିର୍ସା ମୁଣ୍ଡା ଛକ’

ନୂଆଦିଲ୍ଲୀ: ଦିଲ୍ଲୀ ବାନସେରା ପାର୍କରେ ଉନ୍ମୋଚିତ ହେଲା ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତି । ଏଥିସହିତ ବଦଳିଲା ଦିଲ୍ଲୀ ‘ସରାଇ କାଲେ ଖାନ୍ ଛକ’ ଏବଂ ବସ୍ ଷ୍ଟାଣ୍ଠର ପରିଚୟ । ଆଜି ଭଗବାନ୍ ଧରତି ଆବା ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହି…

ପର୍ଥ ଟେଷ୍ଟ ପୂର୍ବରୁ ସର୍ଫରାଜ, ରାହୁଲ ଆଘାତପ୍ରାପ୍ତ

ପର୍ଥ: ନଭେମ୍ବର ୨୨ରୁ ଭାରତ ଓ ଅଷ୍ଟ୍ରେଲିଆ କ୍ରିକେଟ ଟିମ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ବର୍ଡର-ଗାଭାସ୍କର ଟ୍ରଫି ଖେଳାଯିବ । ଏହା ପୂର୍ବରୁ ଟିମ ଇଣ୍ଡିଆ ୱାକା ଗ୍ରାଉଣ୍ଡରେ ଅଭ୍ୟାସ କରିଥିଲା । ଟିମ ଇଣ୍ଡିଆର ଦୁଇ ବ୍ୟାଟ୍ସମ୍ୟାନ ସର୍ଫରାଜ ଖାଁ ଓ କେଏଲ ରାହୁଲ ଏହି ଅଭ୍ୟାସ…

ରାପର ବାଦଶାହଙ୍କ ବଢିଲା ଅଡୁଆ: ଗାୟକଙ୍କ ବିରୋଧରେ ଏତଲା

ମୁମ୍ବାଇ: ରାପର ବାଦଶାହଙ୍କ ବଢିଲା ଅଡୁଆ। ଲୋକପ୍ରିୟ ରାପର ତଥା ଗାୟକ ବାଦଶାହଙ୍କ ବିରୋଧରେ ଏତଲା। ଆଇନଗତ ଚୁକ୍ତିନାମାକୁ ସମ୍ମାନ ନକରିବା ଅଭିଯୋଗରେ ଏକ ମିଡିଆ କମ୍ପାନୀ ତାଙ୍କ ବିରୋଧରେ ମାମଲା ରୁଜୁ କରିଛି। କମ୍ପାନୀ ଦାବି କରିଛି ଯେ 'ବାବଲା' ନାମକ ଟ୍ରାକର ନିର୍ମାଣ ଏବଂ ପଦୋନ୍ନତି ସହ…

ନୂଆ ବାଘୁଣୀର ନାଁ ଜିନତ୍, ଶିମିଳିପାଳ ସଫ୍ଟ ଏନକ୍ଲୋଜରରେ ଛଡ଼ାଯିବା ନେଇ ସୂଚନା

ବାରିପଦା: ମହାରାଷ୍ଟ୍ରରୁ ଅଣାଯାଇଥିବା ନୂଆ ବାଘୁଣୀକୁ ଶିମିଳିପାଳ କବାଟଘାଇ ଅଞ୍ଚଳରେ ପ୍ରସ୍ତୁତ ସଫ୍ଟ ଏନକ୍ଲୋଜରରେ ଛଡ଼ାଯିବ ।ସଫ୍ଟ ଏନକ୍ଲୋଜରରେ ଛଡ଼ାଯିବା ନେଇ ସୂଚନା ଦେଇଛନ୍ତି ପିସିସିଏଫ୍ ସୁଶାନ୍ତ ନନ୍ଦ । ଶିମିଳିପାଳ ନର୍ଥର ଚହଲା ନିକଟ ସଫ୍ଟ ଏନକ୍ଲୋଜରରେ ଛଡ଼ାଯିବ । ତେବେ ତଡ଼ବା…

ସାଟେଲାଇଟ-ଟୁ-ଡିଭାଇସ୍: ଏଣିକି ବିନା ସିମରେ ବି ହୋଇପାରିବ କଲ୍ ଆଉ ମେସେଜ୍

ନୂଆଦିଲ୍ଲୀ: ଏଣିକି ବିନା ସିମରେ ବି ଫୋନରେ କଥା ହେବା ସହ ଏସଏମଏସ ମଧ୍ୟ କରିପାରିବେ । ଏମିତି ଏକ ନୂଆ ସେବା ଭାରତରେ ଉପଲବ୍ଧ କରାଇବାକୁ ଯାଉଛି ସରକାରୀ ଟେଲିକକ୍ କମ୍ପାନୀ ବିଏସଏନଏଲ । ଏହା ତାହାର ଡାଇରେକ୍ଟ ସାଟେଲାଇଟ-ଟୁ-ଡିଭାଇସ୍ ସେବା ଆରମ୍ଭ କରିଛି । ଏପରି କରିବାରେ ଦେଶରେ ପ୍ରଥମ…

ଥିଏଟରରେ ଭୟାନକ ଗୋଧରା କାଣ୍ଡ ଉପରେ ଆଧାରିତ ଫିଲ୍ମ ‘ଦ ସାବରମତୀ ରିପୋର୍ଟ’

ମୁମ୍ବାଇ: ଆଜି ଥିଏଟରକୁ ଆସୁଛି ଏକତା କପୁରଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘ଦ ସାବରମତୀ ରିପୋର୍ଟ’। ଫିଲ୍ମର କାହାଣୀ ୨୦୦୨ ମସିହାର ଭୟାନକ ଗୋଧରା କାଣ୍ଡ ଉପରେ ଆଧାରିତ। ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ବିକ୍ରାନ୍ତ ମେସି, ରାଶି ଖନ୍ନା ଓ ରିଦ୍ଧି ଡୋଗରା। ସେହି ଅଗ୍ନିକାଣ୍ଡର ବାସ୍ତବତାକୁ…

ଆଜିଠୁ ଆରମ୍ଭ ଐତିହାସିକ ‘ବାଲିଯାତ୍ରା’: କୁହେ ଗୌରବମୟ ନୌବାଣିଜ୍ୟ ପରମ୍ପରାର ଇତିହାସ

କଟକ: ଆଜିଠୁ ଆରମ୍ଭ ହେବାକୁ ଯାଉଛି କଟକର ଐତିହାସିକ ବାଲିଯାତ୍ରା । କାହିଁ କେତେ କାଳରୁ ଏହା ଆମ ନୌବାଣିଜ୍ୟ ପରମ୍ପରାର ମୂକସାକ୍ଷୀ ପାଲଟିଛି । ଇତିହାସ କୁହେ, ୨୦୦୦ ହଜାର ବର୍ଷ ପୂର୍ବରୁ ଓଡିଆ ସାଧବ ପୁଅମାନେ ଜାଭା ସୁମାତ୍ରା ଭଳି ଦ୍ବୀପଗୁଡିକୁ ବାଣିଜ୍ୟ କାରବାର କରିବାକୁ ଆଜିର ଦିନରେ…

ପାରାଦୀପ ବନ୍ଦର ପ୍ରଗତିର ମୁଖଶାଳା: ମୁଖ୍ୟମନ୍ତ୍ରୀ

ପାରାଦୀପ: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ସେଥିପାଇଁ ଚଳଚଞ୍ଚଳ ସାରା ରାଜ୍ୟ । ସକାଳୁ ସକାଳୁ ବିଭିନ୍ନ ଜଳାଶୟରେ ଡଙ୍ଗା ଭସାଇଛନ୍ତି ରାଜ୍ୟବାସୀ । ସେପଟେ କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ପାରାଦୀପ ବନ୍ଦରରେ ଅନୁଷ୍ଠିତ ହୋଇଛି ବୋଇତ ବନ୍ଦାଣ ଉତ୍ସବ । କାର୍ଯ୍ୟକ୍ରମର ଉଦ୍‌ଘାଟନ…