Latest Odisha News

BREAKING NEWS

ଆସିଲା ନୂଆ ନିୟମ; ଆଗକୁ ପରୀକ୍ଷାରେ କପି କଲେ ୫ ବର୍ଷ ଜେଲ୍..

ଭୁବନେଶ୍ବର: କେନ୍ଦ୍ରର ମାର୍ଗ ଦର୍ଶନରେ ଓଡ଼ିଶା ବିଭିନ୍ନ ସରକାରୀ ଚାକିରି ପାଇଁ ନୂଆ ନୀତି ଆପଣାଇଛି । ଚାକିରି ପାଇଁ ହେଉଥିବା ପରୀକ୍ଷା ବା ଇଣ୍ଟରଭ୍ୟୁରେ ଅସାଧୁ ଉପାୟକୁ ରୋକ୍‍ ଦେବା ଲାଗି ସରକାରଙ୍କ ପକ୍ଷରୁ ଏହି ନିୟମରେ କଡ଼ା ଦଣ୍ଡ ବିଧାନ କରାଯାଇଛି । ଓଡ଼ିଶା ସରକାରଙ୍କ ବିଭିନ୍ନ…

ଜାତୀୟ ସିନିୟର ପୁରୁଷ ହକି: ସେମିରେ ଓଡିଶା-ମଣିପୁର ମୁକାବିଲା

ଚେନ୍ନାଇ: ଜାତୀୟ ସିନିୟର ପୁରୁଷ ହକି ଚାମ୍ପିୟନଶିପର ସେମିଫାଇନାରେ ଓଡିଶା ପ୍ରବେଶ କରିଛି । ଶୁକ୍ରବାର ଖେଳାଯିବାକୁ ଥିବା ସେମିରେ ମଣିପୁରକୁ ଭେଟିବ ଓଡିଶା । କ୍ୱାର୍ଟରଫାଇନାଲ ମୁକାବିଲାରେ ଓଡିଶା ସଂଘର୍ଷପୂର୍ଣ୍ଣ ମ୍ୟାଚରେ କର୍ଣ୍ଣାଟକକୁ ପରାସ୍ତ କରିଥିଲା । ୦-୨ରେ ପଛୁଆ ରହିଥିବା ଓଡିଶା…

‘ସମବାୟ ସମିତି ଗୁଡିକ ସରକାରୀ ନିୟମ ଅନୁଯାୟୀ ଧାନ ସଂଗ୍ରହ କରନ୍ତୁ, ନହେଲେ ଦୃଢ କାର୍ଯ୍ୟାନୁଷ୍ଠାନ…

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ବର ସ୍ଥିତ ସମବାୟ ଭବନ ପରିସରରେ ୭୧ ତମ ନିଖିଳ ଭାରତ ସମବାୟ ସପ୍ତାହ ପାଳନର ଉଦ୍‌ଘାଟନ କରିଛନ୍ତି । ନଭେମ୍ବର ୧୪ ରୁ ୨୦ ତାରିଖ ପର୍ଯ୍ୟନ୍ତ ଏହି ସମବାୟ ସପ୍ତାହ ପାଳନ କରାଯାଉଛି । ଏହି ଅବସରରେ ଉପସ୍ଥିତ ବିଭିନ୍ନ ସମବାୟ…

ମହିଳା ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି: ଥାଇଲାଣ୍ଡକୁ ହରାଇଲା ଭାରତ

ପାଟନା: ମହିଳା ଏସିଆନ ଚାମ୍ପିୟନ୍ସ ଟ୍ରଫି ହକିରେ ଗୁରୁବାର ଭାରତ ୧୩-୦ ବୃହତ ଗୋଲ ବ୍ୟବଧାନରେ ଥାଇଲାଣ୍ଡକୁ ପରାସ୍ତ କରିଛି । ୨୧ ବର୍ଷୀୟା ଦୀପିକା ୫ଟି ଗୋଲ ସ୍କୋର କରିଥିଲେ । ଲାଲରେମାସିୟାମି କ୍ୟାରିୟରର ୧୫୦ତମ ମ୍ୟାଚ ଖେଳିଛନ୍ତି । ପ୍ରଥମ କ୍ୱାର୍ଟରରେ ଦୀପିକା, ପ୍ରୀତି ଦୁବେ ଓ…

ରଣଜୀ ଟ୍ରଫି: ଇତିହାସ ରଚିଲେ ସ୍ନେହଲ- କାଶ୍ୟପ

ପାଣାଜୀ: ଚଳିତ ରଣଜୀ ଟ୍ରଫି କ୍ରିକେଟରେ ଗୋଆର ସ୍ନେହାଲ କୌଥାଙ୍କର ଓ କାଶ୍ୟପ ୱାକଲେ ଇତିହାସ ରଚିଛନ୍ତି । ପ୍ଲେଟ ଗ୍ରୁପର ଏକ ମ୍ୟାଚରେ ଗୋଆର ଏହି ଦୁଇ ବ୍ୟାଟ୍ସମ୍ୟାନ ୬୦୬ ରନର ଅପରାଜିତ ପାର୍ଟନରଶିପ ସଂଗ୍ରହ କରି ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ସ୍ନେହଲ ୨୧୫ ବଲରେ ୩୧୪ ଓ ୱାକଲେ…

ଘୋଷଣା ହେଲା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର; ଜାଣନ୍ତୁ କିଏ ପାଇଲା କେଉଁ ପୁରସ୍କାର

ଭୁବନେଶ୍ବର: ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି । ଏକାଥରକେ ତିନି ବର୍ଷ ଯଥା, ୨୦୨୦, ୨୦୨୧ ଓ ୨୦୨୨ ମସିହା ପାଇଁ ଘୋଷଣା ହୋଇଛି ଏହି ପୁରସ୍କାର । ୨୦୨୦ ମସିହା ପାଇଁ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ବିଶ୍ୱନାଥ ପଟ୍ଟନାୟକଙ୍କ ଫିଲ୍ମ ‘ସହିଦ୍‌ ରଘୁ ସର୍ଦ୍ଦାର’କୁ ମନୋନିତ…

ଅଷ୍ଟ୍ରେଲିଆ ଗସ୍ତରେ ଯାଇ ପାରନ୍ତି ସାମୀ

ନୂଆଦିଲ୍ଲୀ: ଭାରତର ଷ୍ଟାର ପେସ ବୋଲର ମହମ୍ମଦ ସାମୀ ରଣଜୀ ଟ୍ରଫିରେ ଚମତ୍କାର ପ୍ରଦର୍ଶନ କରିଛନ୍ତି । ଆଘାତ ସମସ୍ୟରୁ ମୁକୁଳି ସେ ଭଲ ବୋଲିଂ କରିଥିବାରୁ ଆଗାମୀ ବର୍ଡର-ଗାଭାସ୍କର ଟ୍ରଫି ପାଇଁ ସେ ଅଷ୍ଟ୍ରେଲିଆ ଗସ୍ତରେ ଯିବା ସମ୍ଭାବନା ସୃଷ୍ଟି ହୋଇଛି । ୱାର୍ଲ୍ଡ ଟେଷ୍ଟ ସିରିଜ ଫାଇନାଲରେ…

ବିଦ୍ୟାର୍ଥୀମାନେ ନିଜ ଭିତର ଲୁକ୍କାୟିତ ଗୁଣାବଳୀ ଏବଂ ଦକ୍ଷତାକୁ ଚିହ୍ନଟ କରନ୍ତୁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଏବଂ ଐତିହ୍ୟ ବିଦ୍ୟାଳୟ ଯୋଜନାର ଶୁଭାରମ୍ଭ । ଆଜି ୟୁନିଟ-୩ ସ୍ଥିତ କ୍ୟାପିଟାଲ୍ ଉଚ୍ଚ ବିଦ୍ୟାଳୟ ପରିସରରେ ରାଜ୍ୟସ୍ତରୀୟ ଶିଶୁ ଦିବସ ସମାରୋହ ‘ସୁରଭି’ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ଶେଷ ଦିବସରେ ମୁଖ୍ୟ ଅତିଥି…

ଓୟୁଏଟି ବାହାରେ ଥିବା ଫାଷ୍ଟଫୁଡ୍ ଷ୍ଟଲ୍ ବନ୍ଦ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ଭୁବନେଶ୍ୱର ଓୟୁଏଟିରେ ଅନେକ ଜଣ୍ଡିସ ରୋଗ ଚିହ୍ନଟ ହେବା ପରେ କ୍ୟାମ୍ପସ ବାହାରେ ଖାଦ୍ୟ ଦୋକାନ ଏବଂ କିଓସ୍କ ବନ୍ଦ କରିବାକୁ ନିର୍ଦ୍ଦେଶ ଜାରି କରିଛି ବିଏମସି। ଗୁରୁବାର ଦିନ ଗଣମାଧ୍ୟମକୁ ସୂଚନା ଦେଇ ଭୁବନେଶ୍ୱର ମେୟର ସୁଲୋଚାନା ଦାସ କହିଛନ୍ତି ଯେ ଭୁବନେଶ୍ୱର ମ୍ୟୁନିସିପାଲ…

ପଞ୍ଜାବୀ ଗାୟକ ଦଲଜିତ ଦୋସାଞ୍ଜଙ୍କୁ ନୋଟିସ୍

ହାଇଦ୍ରାବାଦ: ପଞ୍ଜାବୀ ଗାୟକ ଦଲଜିତ ଦୋସାଞ୍ଜ ବର୍ତ୍ତମାନ ଦିଲ-ଲୁମିନାଟି ଟୁରର ଭାରତ ଗସ୍ତରେ ଅଛନ୍ତି। ଏହାରି ମଧ୍ୟରେ ହାଇଦ୍ରାବାଦ କନସର୍ଟ ନଭେମ୍ବର ୧୫ରେ ହେବାକୁ ଥିବାବେଳେ ତାଙ୍କୁ ଏକ ବଡ଼ ଝଟକା ଲାଗିଛି। ହାଇଦ୍ରାବାଦରେ ହେବାକୁ ଥିବା ଲାଇଭ୍ ସୋରେ 'ପଟିଆଲା ପେଗ୍' ସମେତ କିଛି ଗୀତ…