Latest Odisha News

BREAKING NEWS

ଚୂଡାନ୍ତ ପର୍ଯ୍ୟାୟରେ ଐତିହାସିକ ବାଲିଯାତ୍ରା ଉତ୍ସବ ପ୍ରସ୍ତୁତି, ଏଥର ସ୍ଥାନ ପାଇଛି ୭ଟି ଆନ୍ତର୍ଜାତୀୟ ଷ୍ଟଲ

କଟକ: ଐତିହାସିକ ବାଲିଯାତ୍ରା କଟକ ଉତ୍ସବ ନିମନ୍ତେ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ୧୫ ତାରିଖ ସଂଧ୍ୟା ୫ଟା ୩୦ ମିନିଟ୍ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ବାଲିଯାତ୍ରାର ଶୁଭ ଉଦଘାଟନ କରିବେ । ଏନେଇ ଆଜି…

‘ଇରେଡା’ ପକ୍ଷରୁ ଶ୍ରୀମନ୍ଦିରକୁ ଆହୁରି ୧୦ଟି ବ୍ୟାଟେରୀ ଚାଳିତ ଅଟୋ ପ୍ରଦାନ

ପୁରୀ: ଆଜି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ଆୟୋଜିତ ଉତ୍ସବରେ ଯୋଗଦେଇଥିଲେ କେନ୍ଦ୍ର ନୂତନ ଓ ନବୀକରଣ ଶକ୍ତି ଏବଂ ଖାଦ୍ୟଯୋଗାଣ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ । ଏହି ଅବସରରେ ସେ ଶ୍ରୀମନ୍ଦିର ପ୍ରଶାସନକୁ ୧୦ଟି ବ୍ୟାଟେରୀ ଚଳିତ ଅଟୋ ପ୍ରଦାନ କରିଛନ୍ତି । କେନ୍ଦ୍ର ସରକାରଙ୍କ…

ଆହୁରି ମହଙ୍ଗା ହେବ ସ୍ମାର୍ଟଫୋନ, ଜାଣନ୍ତୁ କଣ ରହିଛି କାରଣ

ନୂଆଦିଲ୍ଲୀ: ସାରା ବିଶ୍ୱରେ ସ୍ମାର୍ଟଫୋନର ଚାହିଦା ଦ୍ରୁତ ଗତିରେ ବଢିବାରେ ଲାଗିଛି। ଫଳରେ କମ୍ପାନୀଗୁଡ଼ିକ ପ୍ରତିଦିନ ବଜାରରେ ନୂଆ ମଡେଲ ଲଞ୍ଚ କରିବାରେ ଲାଗିଛନ୍ତି। ସ୍ମାର୍ଟଫୋନରେ ନୂଆ ଫିଚର ଏବଂ ଉନ୍ନତ ଜ୍ଞାନକୌଶଳ ଯୋଗୁ ଲୋକମାନେ ପ୍ରାୟତଃ ଏହାକୁ ଅପଗ୍ରେଡ୍ କରନ୍ତି। ଏପରି…

ରଣଜୀ ଟ୍ରଫି: ସ୍ୱସ୍ତିକଙ୍କ ଶତକ,ଓଡିଶାକୁ ପ୍ରଥମ ଇନିଂସ ଅଗ୍ରଣୀ

କଟକ: ଚଳିତ ରଣଜୀ ଟ୍ରଫି କ୍ରିକେଟରେ ସ୍ୱସ୍ତିକ ସାମଲଙ୍କ ଆକର୍ଷଣୀୟ ଶତକ ସହାୟତାରେ ମହାରାଷ୍ଟ୍ର ବିପକ୍ଷରେ ଓଡିଶା ପ୍ରଥମ ଇନିଂସରେ ଅଗ୍ରଣୀ ହାସଲ କରିଛନ୍ତି । ନାଟକୀୟ ବ୍ୟାଟିଂ ବିପର୍ଯ୍ୟୟ ଯୋଗୁ ଓଡିଶା ଏକ ଭଲ ଅଗ୍ରଣୀ ହାସଲ କରିପାରି ନାହିଁ । ଓଡିଶା ଦ୍ୱିତୀୟ ଦିବସ ଷ୍ଟମ୍ପସ ଅପସାରଣ…

ଆମେରିକାର ପ୍ରତିରକ୍ଷା ସଚିବ ହେବେ ଜଣେ ଆଙ୍କର, ଜାଣନ୍ତୁ… 

ୱାଶିଂଟନ: ଆମେରିକାର ନୂତନ ରାଷ୍ଟ୍ରପତି ଭାବରେ ନିର୍ବାଚିତ ହେବା ପରେ ଡୋନାଲ୍ଡ ଟ୍ରମ୍ପ ତାଙ୍କର ନୂଆ ଟିମ୍ ଘୋଷଣା କରିଛନ୍ତି। ଆଉ ଏହି ଟିମରେ ପ୍ରତିରକ୍ଷା ସଚିବ ଭାବରେ ମନୋନୀତ ହୋଇଛନ୍ତି ପିଟର ବ୍ରାଏନ୍ ହେଗସେଥ। ଯିଏକି ଜଣେ ଟେଲିଭିଜନ ଆଙ୍କର। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

କେଉଁ ଆପ୍ ଅଧିକ ସୁରକ୍ଷିତ ଏବଂ ଗୋପନୀୟ ?

ସମଗ୍ର ବିଶ୍ୱରେ ମେସେଜିଂ ଆପ୍ ଦୃଷ୍ଟିରୁ ହ୍ୱାଟସ୍ ଆପ୍ ଏକ ବଡ଼ ସ୍ଥିତି ହାସଲ କରିଛି। ସମଗ୍ର ବିଶ୍ୱରେ ପ୍ରାୟ ୨.୯ ବିଲିୟନ ଲୋକ ଏହା ମାଧ୍ୟମରେ ଯୋଗାଯୋଗ କରନ୍ତି। ଏହାର ସହଜ-ବ୍ୟବହାର ଇଣ୍ଟରଫେସ୍, ଗ୍ରୁପ୍ ଚାଟ୍ ଏବଂ ମିଡିଆ ଅଂଶୀଦାର ସୁବିଧା ଏହାକୁ ଲୋକମାନଙ୍କ ମଧ୍ୟରେ ବହୁତ ଲୋକପ୍ରିୟ…

ମହାରାଷ୍ଟ୍ରରେ କାହାକୁ କନ୍ଦାଇବ ପିଆଜ?

ନୂଆଦିଲ୍ଲୀ: ସାରା ଦେଶରେ ପିଆଜ ଦର ଆକାଶଛୁଆଁ । ଦିଲ୍ଲୀରେ ୬୦ ତ ଭୁବନେଶ୍ବରରେ ପିଆଜ କିଲୋ ପହଞ୍ଚିଲାଣି ୯୦ଟଙ୍କା। ତେବେ ପ୍ରଶ୍ନ ଉଠୁଛି, ମହାରାଷ୍ଟ୍ରରେ ପିଆଜ କେଉଁ ଦଳକୁ କନ୍ଦାଇବ? ଗତ ଲୋକସଭା ନିର୍ବାଚନରେ ବିଜେପିକୁ ନାକେଦମ୍ କରିଥିଲା । ରାଜ୍ୟର ପିଆଜ ବେଲ୍ଟର ମୋଟ୍ ୧୩ଟି ସିଟରୁ…

ମାଟ୍ରିକ୍ ପରୀକ୍ଷାକୁ ନେଇ ବଡ ଅପଡେଟ୍: ଫେବୃୟାରୀ ୨୧ରୁ ଆରମ୍ଭ…

କଟକ: ମାଟ୍ରିକ୍ ପରୀକ୍ଷାକୁ ନେଇ ବଡ ସୂଚନା ଦେଲା ମାଧ୍ୟମିକ ଶିକ୍ଷା ପରିଷଦ । ଆସନ୍ତା ଫେବୃଆରୀ ୨୧ ରୁ ଆରମ୍ଭ ହେବାକୁ ଯାଉଛି ମାଟ୍ରିକ ପରୀକ୍ଷା। ଉଭୟ ରେଗୁଲାର ଏବଂ ଏକ୍ସ ରେଗୁଲାର ପାଇଁ ଆସନ୍ତା ଫେବୃୟାରୀ ୨୧ରୁ ପରିକ୍ଷା ଅନୁଷ୍ଠିତ ହେବାକୁ ଯାଉଛି ।  ଏନେଇ ବୋର୍ଡ ପକ୍ଷରୁ ପ୍ରେସ…

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫଶିଲେ ଆରଆଇ

ଭଦ୍ରକ: ଭିଜିଲାନ୍ସ ଜାଲରେ ଭଦ୍ରକ ଜିଲ୍ଲା ଗଦି ରାଜସ୍ୱ ସର୍କଲର ରାଜସ୍ୱ ଅଧିକାରୀ (ଆରଆଇ) । ୫ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ମାଡି ବସିଲା ଭିଜିଲାନ୍ସ । ଅଭିଯୁକ୍ତ ଆରଆଇଙ୍କ ନାମ ଭାଗବତ ଖଟୁଆ ବୋଲି ଜଣାପଡିଛି । ଖବର ମୁତାବକ, ମ୍ୟୁଟେସନ ମାମଲାରେ ଜଣେ ବ୍ୟକ୍ତିଙ୍କ କୃଷି ଜମିକୁ…

ବଢିଲା ଜୟନାରାୟଣଙ୍କ ଅଡୁଆ

ଭୁବନେଶ୍ବର: ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କୁ ଝଟକା। ପ୍ରଥମେ ହାଇକୋର୍ଟ ଓ ଏବେ ସୁପ୍ରିମକୋର୍ଟ ଆଗୁଆ ଜାମିନ ଆବେଦନ ଖାରଜ କରିଛନ୍ତି। ସମ୍ବଲପୁରରେ ମହିଳା ଆଇଆଇସିଙ୍କୁ ମାଡ ଘଟଣାରେ ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ ଜୟନାରାୟଣ। ହେଲେ ହାଇକୋର୍ଟ ପରେ ସୁପ୍ରିମକୋର୍ଟ ବି…