Latest Odisha News

BREAKING NEWS

କର୍କଟ ରୋଗୀଙ୍କ ପାଇଁ ଆଶ୍ୱସ୍ତି ଖବର, ଜିନ୍ ଥେରାପି ଚିକିତ୍ସା ସମ୍ପର୍କରେ କେନ୍ଦ୍ର ସରକାର ନେଲେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: କେନ୍ଦ୍ର ସରକାର କର୍କଟ ରୋଗୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଏହା ଜିନ୍ ଥେରାପି ଅଗ୍ରଣୀ ଇମ୍ୟୁନୋଆକ୍ଟକୁ ପାଣ୍ଠି ଯୋଗାଇଛି, ଏହା ଦ୍ବାରା ଜିନ୍ ବିତରଣ ପ୍ରଣାଳୀକୁ ବିସ୍ତାର କରିବା ପାଇଁ ସାହାଯ୍ୟ କରିବ । ଯାହା ଦ୍ଵାରା କର୍କଟ ରୋଗୀଙ୍କ ପାଇଁ…

ଚେନ୍ନାଇ ସୁପର କିଙ୍ଗସ ପ୍ରସ୍ତାବ ନେଇ ରାଜି ହେଲାନି ଗୁଜରାଟ ଟାଇଟାନ୍ସ

ଚେନ୍ନାଇ: ଆଇପିଏଲ ୨୦୨୬ ନିଲାମ ପୂର୍ବରୁ ଏବେ ଟ୍ରେଡିଂ ୱିଣ୍ଡୋ ଖୋଲା ଯାଇଛି । ଗତ ସଂସ୍କରଣରେ ଖରାପ ପ୍ରଦର୍ଶନ କରିଥିବା ଚେନ୍ନାଇ ସୁପର କିଙ୍ଗସ ଦଳରେ ବଡ ପରିବର୍ତନ କରିବାକୁ ଚାହୁଁଛି । ମହେନ୍ଦ୍ର ସିଂ ଧୋନୀ ଅବସର ନେବା ପୂର୍ବରୁ ଦଳକୁ ଏକ ମଜଭୁତ ଟିମ ଦେବାକୁ ଚାହୁଁଛନ୍ତି । ରାଜସ୍ଥାନ…

ତିରୁପତି ଲଡୁ ଘିଅ ଦୁର୍ନୀତି: ୫ ବର୍ଷ ଧରି ମନ୍ଦିରକୁ ଆସୁଥିଲା ୨୫୦ କୋଟି ଟଙ୍କାର ନକଲି ଘିଅ, କେଉଁଠୁ ହେଉଥିଲା ଯୋଗାଣ…

ତିରୁପତି: ଦେଶର ପ୍ରମୁଖ ଧାର୍ମିକ ସ୍ଥଳ ମଧ୍ୟରୁ ଗୋଟିଏ ତିରୁମାଲା ତିରୁପତି ଦେବସ୍ଥାନମ୍ (TTD) ରେ ପ୍ରସିଦ୍ଧ ଲଡୁରେ ବ୍ୟବହୃତ ଘିଅକୁ ନେଇ ଏବେବି ବିବାଦ ଲାଗି ରହିଛି। ଦୀର୍ଘ ସମୟ ଧରି ବିବାଦ ପରେ, CBI ଏହି ମାମଲାର ତଦନ୍ତ ଆରମ୍ଭ କରିଛି। CBI ତଦନ୍ତରେ ଅନେକ ଆଶ୍ଚର୍ଯ୍ୟଜନକ ତଥ୍ୟ…

ମାଟିରେ ମିଶିବ ଜବାହାର ଲାଲ ନେହେରୁ ଷ୍ଟାଡିୟମ, ତିଆରି ହେବ ସ୍ପୋର୍ଟ୍ସ ସିଟି

ନୂଆଦିଲ୍ଲୀ: ଦିଲ୍ଲୀରେ ଥିବା ଜବାହାର ଲାଲ ନେହେରୁ ଷ୍ଟାଡିୟମ ମାଟିରେ ମିଶିବ । କ୍ରୀଡା ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ ଏହି ଷ୍ଟାଡିୟମ ସ୍ଥାନରେ ଏକ ଅତ୍ୟାଧୂନିକ ସ୍ପୋର୍ଟ୍ସ ସିଟି ତିଆରି ହେବ । ବିଶ୍ୱସ୍ତରର ସମସ୍ତ ସୁବିଧା ସୁଯୋଗ ଏଠାରେ ଉପଲବ୍ଧ କରାଯିବ । ପୂର୍ବରୁ ଏହି…

ନୂଆପଡ଼ା ଉପନିର୍ବାଚନରେ ଆଚରଣବିଧି ଉଲ୍ଲଙ୍ଘନ ହେଉଥିବା ଅଭିଯୋଗ ଆଣିଲେ ବିଜେଡି ସୁପ୍ରିମୋ

ଭୁବନେଶ୍ୱର: ୧୧ ନଭେମ୍ବରରେ ଅନୁଷ୍ଠିତ ହେବ ନୂଆପଡ଼ା ବିଧାନସଭା ଉପନିର୍ବାଚନ । ଏହା ପୂର୍ବରୁ ​​୪୮ ଘଣ୍ଟାର ନୀରବ ଅବଧି ମଧ୍ୟରେ ଗୁରୁତର ଉଲ୍ଲଂଘନ ହୋଇଥିବା ନେଇ ସୋମବାର ବିଜୁ ଜନତା ଦଳ (ବିଜେଡି) ସଭାପତି ନବୀନ ପଟ୍ଟନାୟକ ଅଭିଯୋଗ କରିଛନ୍ତି । ୪୮ ଘଣ୍ଟାର ନୀରବତା ଅବଧିକୁ କଡ଼ା କଡ଼ି…

ପୀତବାସ ପଣ୍ଡା ହତ୍ୟା ମାମଲା: ହାଇକୋର୍ଟ ଗଲେ ବ୍ରହ୍ମପୁର ଏସପି

ବ୍ରହ୍ମପୁର: ପୀତବାସ ପଣ୍ଡା ହତ୍ୟା ମାମଲା। ହାଇକୋର୍ଟ ଗଲେ ବ୍ରହ୍ମପୁର ଏସପି। ବ୍ୟକ୍ତିଗତ ଭାବେ ହାଜର ହେବେ ସର୍ବଣା ବିବେକ ଏମ। ୭ ତାରିଖରେ ଦେଇଥିବା ଉତ୍ତରରେ ସନ୍ତୁଷ୍ଟ ନ ହୋଇ ଆଜି ସୁଦ୍ଧା ବ୍ୟକ୍ତିଗତ ଭାବେ ହାଜର ହୋଇ ଆଫିଡେଭିଟ ମାଧ୍ୟମରେ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦେଇଥିଲେ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ସବୁ ସ୍କୁଲ ପାଇଁ ବାଧ୍ୟତାମୂଳକ ହେଲା ‘ବନ୍ଦେ ମାତରମ୍’ ପାଠ

ଲକ୍ଷ୍ନୌ: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବଡ଼ ଘୋଷଣା। ଉତ୍ତରପ୍ରଦେଶର ସମସ୍ତ ଶିକ୍ଷାନୁଷ୍ଠାନ ପାଇଁ ବାଧ୍ୟତାମୂଳକ ହେଲା 'ବନ୍ଦେ ମାତରମ୍' ପାଠ କରିବା। ଗୋରଖପୁରରେ ଏକ 'ଏକତା ଯାତ୍ରା' (ଏକତା ମାର୍ଚ୍ଚ) କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ଆଜି ଏପରି ଘୋଷଣା କରିଛନ୍ତି।…

ଓଡିଶା ଆଗରେ ୩୪୫ ରନର ବିଜୟ ଲକ୍ଷ୍ୟ

ନାଗପୁର:ଏଠାରେ ଚାଲିଥିବା ରଣଜୀ ଟ୍ରଫି କ୍ରିକେଟ ମୁକାବିଲାରେ ଓଡିଶା ଆଗରେ ବିଦର୍ଭ ୩୪୫ ରନର ବିଜୟ ଏକ୍ଷ୍ୟ ରଖିଛି । ଜବାବରେ ତୃତୀୟ ଦିବସ ଷ୍ଟମ୍ପସ ଅପସାରଣ ବେଳକୁ ଓଡିଶା କୌଣସି ୱିକେଟ ନ ହରାଇ ୪୪ ରନ ସଂଗ୍ରହ କରି ନେଇଛି । ସ୍ୱସ୍ତିକ ସାମଲ ୨୫ ଓ ଗୌରବ ଚୌଧୁରୀ ୧୭ ରନ କରି ଅପରାଜିତ…

୩୫୮ ବୁଥ୍ ପାଇଁ ବାୟୁସେନା ହେଲିକପ୍ଟରରେ ଗଲେ ୮ ଗୋଟି ପୁଲିଂ ପାର୍ଟି

ନୂଆପଡା: ନଭେମ୍ବର ୧୧ ତଥା ମଙ୍ଗଳବାର ହେବ ଉପନିର୍ବାଚନ ପାଇଁ ମତଦାନ l ବର୍ତ୍ତମାନ ପୁଲିଂ ବୁଥ୍ କୁ EVM ଧରି ପ୍ରିଜାଇଣ୍ଡିଙ୍ଗ ଅଫିସର ମାନଙ୍କ ସହ ପୋଲିଂ ଅଫିସର ମାନେ ପହଞ୍ଚି ସାରିଛନ୍ତି l ଉପ-ନିର୍ବାଚନ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । କାରଣ ଏହି ସମୟରେ ନୂଆପଡା ଛତିଶଗଡକୁ…

ବଲିଉଡ ଅଭିନେତା ଧର୍ମେନ୍ଦ୍ର ଗୁରୁତର

ମୁମ୍ବାଇ: ବଲିଉଡର ମହାନ ଅଭିନେତା ଧର୍ମେନ୍ଦ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇ ପଡିଛି । ତାଙ୍କୁ ମୁମ୍ବାଇ ବ୍ରିଚ କ୍ୟାଣ୍ଡି ଡାକ୍ତରଖାନାରେ ଭର୍ତି କରାଯାଇଛି । ଏବେ ସେ ଭେଟିଂଲେଟର ସପୋର୍ଟରେ ଅଛନ୍ତି । ଡାକ୍ତରଙ୍କ ଏକ ଟିମ ତାଙ୍କ ଉପରେ ସମ୍ପୂର୍ଣ୍ଣ ନଜର ରଖିଛନ୍ତି । ତାଙ୍କ…