Latest Odisha News

BREAKING NEWS

୧୮ ବର୍ଷରୁ କମ୍ ପୁରୁଷ ଏସିଆ କପରେ ସ୍ୱର୍ଣ୍ଣ ପଦକ ଜିତିଲା ଭାରତ… ମହିଳାଙ୍କୁ ବ୍ରୋଞ୍ଚ,ପ୍ରଧାନମନ୍ତ୍ରୀ ଜଣାଇଲେ…

ନୂଆଦିଲ୍ଲୀ:ପୁରୁଷ ୧୮ ବର୍ଷରୁ କମ୍ ଏସିଆ କପ୍ ୨୦୨୬ ଟାଇଟଲ(Men's U-18 Asia Cup 2026 title win) ନିଜ ନାଁରେ କଲେ ଟିମ୍ ଇଣ୍ଡିଆ । ଭାରତୀୟ ହକି ଦଳ (Indian U-18 Men's Hockey Team )ପୁରୁଷ ୧୮ ବର୍ଷରୁ କମ୍ ଏସିଆ କପ୍ ୨୦୨୬ ଟାଇଟଲ ଜିତି ପୁଣିଥରେ ଏସିଆରେ ନିଜର ପ୍ରାଧାନ୍ୟ…

କୋଟି କୋଟି ସମ୍ପତ୍ତିର ମାଲିକ ବୈଭବ ସୂର୍ଯ୍ୟବଂଶୀ…

ନୂଆଦିଲ୍ଲୀ: ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ କ୍ରିକେଟ ଜଗତରେ ଜଣେ ଉଜ୍ଜ୍ୱଳ ତାରକା ଭାବରେ ଉଭା ହୋଇଛନ୍ତି। ନିକଟରେ ଶେଷ ହୋଇଥିବା ଆଇପିଏଲରେ ସେ ସର୍ବାଧିକ ଛକା ମାରିବା ସହ ଅନେକ ରେକର୍ଡ କରିଛନ୍ତି। ଏହା ପରେ ତାଙ୍କୁ ଖୁବ୍ ପ୍ରଶଂସା କରାଯାଉଥିବା ବେଳେ ଅନେକ ବିଜ୍ଞାପନରେ ମଧ୍ୟ ଦେଖା…

ଦୀପାଳି ସହାୟ: ସଂଘର୍ଷରୁ ସଫଳତା

ଭୁବନେଶ୍ବର: ସ୍ୱପ୍ନ ଦେଖୁଥିବା ଏବଂ ସେହି ସ୍ୱପ୍ନ ପଛରେ ଜୀବନ ସାରା ଗୋଡ଼ାଉଥିବା ଲୋକଙ୍କ ପାଇଁ ଏକ ବଡ଼ ପ୍ରେରଣାଦାୟୀ ଖବର ସାମ୍ନାକୁ ଆସିଛି। ୧୯ ବର୍ଷର ଲମ୍ବା ସଂଘର୍ଷ ଶେଷରେ ରଙ୍ଗ ଆଣିଛି। 'ଇଣ୍ଡିଆନ୍ ଆଇଡଲ୍' ସିଜନ୍-୩ ରୁ ନିଜର ପରିଚୟ ସୃଷ୍ଟି କରିଥିବା ଗାୟିକା ଦୀପାଳି ସହାୟଙ୍କ…

ଏମ୍ସ ଭୁବନେଶ୍ୱରରେ ମହିଳାଙ୍କ ହାତରୁ କଢ଼ାଗଲା ୭ କିଲୋଗ୍ରାମର ବିଶାଳ ଟ୍ୟୁମର

ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱରର ବର୍ଣ୍ଣସ ଏବଂ ପ୍ଲାଷ୍ଟିକ୍ ସର୍ଜରୀ ବିଭାଗର ଡାକ୍ତରମାନଙ୍କୁ ସଫଳତା । ଉନ୍ନତ ଶଲ୍ୟ ଚିକିତ୍ସା କୌଶଳ ବ୍ୟବହାର କରି ବିରଳ ପ୍ଲେକ୍ସିଫର୍ମ ନ୍ୟୁରୋଫାଇବ୍ରୋମାର ସଫଳ ଚିକିତ୍ସା କରିଛନ୍ତି । ଜଣେ ୪୭ ବର୍ଷୀୟା ମହିଳାଙ୍କର ବାମ ହାତରେ ଥିବା ଏହି ବିଶାଳ ୭…

ଦଳରୁ ବାଦ ପଡିବା ପରେ ଆସିଲା ସୂର୍ଯ୍ୟକୁମାରଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ: ବିସିସିଆଇ ଶ୍ରେୟାଶ ଆୟାରଙ୍କ ନେତୃତ୍ୱରେ ଭାରତୀୟ ଟି୨୦ ଦଳର ଘୋଷଣା କରିଛି । ଟି୨୦ ବିଶ୍ୱକପ ବିଜେତା ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ଖରାପ ଫର୍ମ ଯୋଗୁ ଦଳରୁ ବାଦ ଦିଆଯାଇଛି । ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ ସୁଯୋଗ ମିଳିଛି । ଦଳରୁ ବାଦ ପଡିବା ପରେ…

ଜୁଆ ଆଡ୍ଡା ଉପରେ ଚଢ଼ାଉ; ୭ ଜୁଆଡି ଗିରଫ, ୨ଟି ବୋଲେରୋ ସହ ନଗଦ ଟଙ୍କା ଜବତ

ନବରଙ୍ଗପୁର: ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ ଜାରି ରହିଛି । ବହୁ ମାତ୍ରାରେ ଜୁଆଡି ଗିରଫ ମଧ୍ୟ ହେଉଛନ୍ତି । ହେଲେ ଏହା ପୂର୍ବପରି ସମାନ ଭାବେ ଜାରି ରହିଛି । ଆଜି ପୁଣି ନବରଙ୍ଗପୁର ଜିଲ୍ଲା ଉମରକୋଟ ପୌରାଞ୍ଚଳ ଡଙ୍ଗରୀସାହି ଠାରେ ଜୁଆ ଆଡ୍ଡା ଉପରେ ପୋଲିସ…

ରାହୁଲ, ଗିଲଙ୍କ ଶତକ: ଆଫଗାନିସ୍ତାନ ବିପକ୍ଷରେ ବଡ ସ୍କୋର ଅଭିମୁଖେ ଭାରତ

ନ୍ୟୁ ଚଣ୍ଡୀଗଡ: ସ୍ଥାନୀୟ ଷ୍ଟାଡିୟମରେ ଭାରତ ଓ ଆଫଗାନିସ୍ତାନ କ୍ରିକେଟ ଟିମ ମଧ୍ୟରେ ଏକମାତ୍ର ଟେଷ୍ଟ ମ୍ୟାଚ ଆରମ୍ଭ ହୋଇଛି । କେଏଲ ରାହୁଲ ଓ ଶୁଭମନ ଗିଲଙ୍କ ଶତକ ବଳରେ ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ୩ ୱିକେଟ ବିନିମୟରେ ୩୬୮ ରନ ସଂଗ୍ରହ କରିନେଇଛି । ଟସ ଜିତି ଭାରତ ପ୍ରଥମେ ବ୍ୟାଟିଂ…

କଲରାପତରିଆ ବାଘ ଛାଲ ଡିଲ୍ ବେଳେ ଚଢ଼ାଉ: ୮ ଗିରଫ

ରାୟଗଡ଼ା:କଲରାପତରିଆ ବାଘ ଛାଲ ଡିଲ୍ ବେଳେ ମାଡ଼ି ବସିଲା ବନ ବିଭାଗ । ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବନାଞ୍ଚଳ ଅଧିନରେ ଥିବା ରିବଲକଣାରେ ବନ ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ବାଘ ଛାଲ ବେପାର କରୁଥିବା ବେଳେ ଜଙ୍ଗଲ ବଭାଗ କର୍ମଚାରୀମାନେ ୮ ଜଣଙ୍କୁ ଗିରଫ କରିଛନ୍ତି । ସେମାନଙ୍କ ଠାରୁ…

ଜେଲରୁ ଆସି ପୁଣି ଚାକିରିରେ ଯୋଗଦେଲେ ଆଇଏଏସ୍ ଧୀମାନ ଚକମା, ଲାଞ୍ଚ ନେଇ ହୋଇଥିଲେ ନିଲମ୍ବିତ

ଭୁବନେଶ୍ବର: ଜେଲରୁ ବାହାରିବା ପରେ ପୁଣି ଚାକିରୀରେ ଯୋଗଦେଲେ ଚର୍ଚ୍ଚିତ ଆଇଏଏସ୍ ଧୀମାନ ଚକମା । ତାଙ୍କୁ ରାଜସ୍ୱ ବିଭାଗର ଉପ-ସଚିବ ଭାବେ ନିଯୁକ୍ତି ମିଳିଛି । କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଜିଲ୍ଲାପାଳ ଭାବେ ଥିବାବେଳେ, ଧୀମାନ ଚକମା ଜଣେ କ୍ରସର ମାଲିକଙ୍କଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ…

ଚୀନ୍‌ରେ ବାହା ହେଉନାହାନ୍ତି ଯୁବପିଢ଼ି, ଛୁଆ କରିବାକୁ ନାରାଜ

ବେଜିଂ: ଚୀନ୍ ଏବେ ଏକ ଗୁରୁତର ସଙ୍କଟ ଦେଇ ଗତି କରୁଛି, ଯାହା ଆଗାମୀ ଦିନରେ ଦେଶର ଅର୍ଥବ୍ୟବସ୍ଥା ଏବଂ ସମାଜିକ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଦୋହଲାଇ ଦେବ । ଏହି ସଙ୍କଟ ହେଉଛି କମୁଥିବା ବାହାଘର ଏବଂ ଦ୍ରୁତ ଗତିରେ ହ୍ରାସ ପାଉଥିବା ଜନ୍ମହାର । ଚୀନ୍‌ରେ ଏବେ ‘ନୋ ମ୍ୟାରେଜ୍, ନୋ କିଡ୍ସ’ (No…